Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁଟ୍ୟୁବରଙ୍କ ଘରେ ପୋଲିସର ଚଢଉ, ୨୪ ଲକ୍ଷ ନଗଦ ଟଙ୍କା ଜବତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ରବିବାର ବିଳମ୍ବିତ ରାତିରେ ପୋଲିସ ଏକ ୟୁଟ୍ୟୁବରଙ୍କ ଘରେ ଚଢାଉ କରିଛି। ପୋଲିସ ଚଢଉ ବେଳେ ୟୁଟ୍ୟୁବରଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି। ନଗଦ ଟଙ୍କା ଜବତ କରିବା ପରେ ପୋଲିସ ତୁରନ୍ତ ଆୟକର ବିଭାଗର ଅଧିକାରୀମାନଙ୍କୁ ସୂଚନା ଦେଇଥିଲା। ଆୟକର ବିଭାଗର…

‘ଓସା’ର ବାର୍ଷିକ ସମ୍ମିଳନୀର ସାହିତ୍ୟ ଅଧିବେଶନ

ଭୁବନେଶ୍ୱର : ବିଶ୍ବର ସର୍ବ ବୃହତ ଓଡିଆ ମହାସଂଘ, ଓଡ଼ିଶା ସୋସାଇଟି ଅଫ ଆମେରିକାସ୍ (ଓସା)ର ୨୦୨୩ ବର୍ଷର ବାର୍ଷିକ ମହୋତ୍ସବ ଚି଼କାଗୋ ସହରରେ ପାଳିତ ହୋଇଯାଇଛି। ଆମେରିକା ଓ କାନାଡାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ୧୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି…

କେଦାରନାଥରେ ମୋବାଇଲ ବ୍ୟାନ: ରିଲ୍ସ ଓ ଫଟୋ ଉଠାଇବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: କେଦାରନାଥ ଧାମରେ ମୋବାଇଲ୍‌ ମନା । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବା ଦର୍ଶାଇ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି । ବାବାଙ୍କ ଧାମରେ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରମାନେ ବିଭିନ୍ନ ପ୍ରକାର ରିଲ୍ପ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି,…

ବଙ୍ଗଳାରେ ଅସ୍ତ୍ରଶସ୍ତ୍ର ସହଜରେ ଉପଲବ୍ଧ, ଶସ୍ତାରେ ମିଳେ ବୋମା: ଟିଏମସି ସାଂସଦ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ​​ହୋଇଥିବା ହିଂସା ମଧ୍ୟରେ ଟିଏମସି ସାଂସଦ ଅର୍ଜୁନ ସିଂଙ୍କ ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି। ଅର୍ଜୁନ ସିଂ କହିଛନ୍ତି ଯେ ଯେହେତୁ ବଙ୍ଗଳାରେ ବୋମା ଶସ୍ତାରେ ଉପଲବ୍ଧ, ସେଥିପାଇଁ ଏହା ଏଠାରେ ଅଧିକ ବ୍ୟବହୃତ ହୁଏ। ଏହା ସହ ଅର୍ଜୁନ ସିଂ…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଅଚାନକ କିଭ ଗସ୍ତ: ୟୁକ୍ରେନ ପାଇଁ ଖୋଲିଦେଲେ ଭଣ୍ଡାର

ନୂôଆଦିଲ୍ଲୀ:ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁ ସୁକ ୟୋଲ ଶନିବାର ଅଚାନକ ୟୁକ୍ରେନ ଗସ୍ତ କରିଥିଲେ । ରୁଷ ଆକ୍ରମଣର ଶିକାର ହୋଇଥିବା ଦେଶକୁ ନିଜର ସୟାହତାର ହାତ ବଢାଇବେ ବୋଲି ସେଠାରେ ଘୋଷଣା କରିଥିଲେ । ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ଏହା ୟୋଲଙ୍କର ପ୍ରଥମ କିଭ ଗସ୍ତ । ଗସ୍ତ…

ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଭୟଭୀତ ଯାତ୍ରୀ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଭୋପାଳରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ବଡ଼ ଦୁର୍ଘଟଣାର ଶିକାର ହୋଇଛି। ସୋମବାର ରାନୀ କମଲାପତି ଷ୍ଟେସନରୁ ଯିବା ବେଳେ ଟ୍ରେନର ୧୪ତମ କୋଚରୁ ପ୍ରଥମେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ…

ମଣିପୁରରେ ପୁଣି ହିଂସା: ଗତ ୨୪ ଘଣ୍ଟାରେ ୨ ଜଣଙ୍କୁ ହତ୍ୟା, ୯ ଗିରଫ

ଇମ୍ଫାଲ: ଗତ କିଛି ଦିନ ହେବ ଶାନ୍ତ ଥିଲା ମଣିପୁର। କିନ୍ତୁ ଏବେ ପୁଣିଥରେ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସିଛି। ପୂର୍ବ ଇମ୍ଫାଲର ସାଓମ୍ବାଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମୃତ ମହିଳା ଜଣଙ୍କ…

ଆଜି ବିରୋଧୀଙ୍କ ଦ୍ଵିତୀୟ ମହାବୈଠକ; ଡିନରରେ ସାମିଲ ହେବେନି ଶରଦ, ମମତା

ନୂଆଦିଲ୍ଲୀ: ୨୦୨୪  ସାଧାରଣ ନିର୍ବାଚନ ପାଇଁ ଏକାଠି  ହେଉଛନ୍ତି ବିରୋଧୀ ।ଆଜି ୨୪ ବିରୋଧୀ ଦଳର ମହାବୈଠକ । ତିଆରି କରିବେ ମିଳିତ  ମିଳିତ ରଣନୀତି  ।  ୨୦୨୪ ରେ ଗଢିବେ  ବିଜେପି ବିରୋଧୀ ସରକାର ।  ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ମହାବୈଠକn। କଂଗ୍ରେସ ନେତୃତ୍ୱଧୀନ…

ଜି-୨୦ ସିଙ୍ଗାପୁର-ଭାରତ ହକାଥନ ୨୦୨୩ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି ।…

ରେଡିଓ କୋଲାର ପାଇଁ ବାଘ ମୃତ୍ୟୁ ଖବର ଗୁଜବ କହିଲେ ସରକାର

ନୂଆଦିଲ୍ଲୀ: ଭାରତରେ ଚିତା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି…