Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର: ମେରୁଦଣ୍ଡରୁ ଅଲଗା ହୋଇ ପଡିଥିବା ମୁଣ୍ଡ ଯୋଡିଲେ

ନୂଆଦିଲ୍ଲୀ: ଇସ୍ରାଏଲର ଡାକ୍ତରମାନେ ଜଣେ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେମାନେ ଏ ଭଳି ଏକ ଅପେରଶନ କରିଛନ୍ତି ଯାହାକି ବିଶ୍ୱାସଯୋଗ୍ୟ ନୁହେଁ । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ସେମାନେ ଏହାକୁ ଯୋଡିବାରେ ସଫଳ ହୋଇଛନ୍ତି । ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏକ…

ଅର୍ଥ ବିଭାଗ ପାଇବା ପରେ ଶରଦ ପାଓ୍ବାରଙ୍କ ଘରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଟମଟ। ଶୁକ୍ରବାର ରାଜ୍ୟ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଭାର ଦିଆଯାଇଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ପହଞ୍ଚିଛନ୍ତି।…

ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହକ ମଧ୍ୟରେ ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଟମାଟୋ ଯୋଗାଣ କେବଳ ଦକ୍ଷିଣ ଏବଂ କିଛି ଉତ୍ତର-ପୂର୍ବ ଅଞ୍ଚଳରୁ କରାଯାଉଛି, କାରଣ ପ୍ରବଳ ବର୍ଷା ଏବଂ ଏକ ଆଗୁଆ ଗ୍ରୀଷ୍ମ ପ୍ରବାହ ସହିତ ଅତ୍ୟଧିକ ପାଗ…

ଚଳିତ ବର୍ଷର ଜୁନ ମାସଥିଲା ସବୁଠାରୁ ଉତ୍ତପ୍ତ

ନୂଆଦିଲ୍ଲୀ: ଭାରତରେ ଏବେ ବର୍ଷା ବିତ୍ପାତ ଜାରୀ ରହିଛି । ତେବେ ଚଳିତ ବର୍ଷର ଜୁନ ମାସ ଥିଲା ସବୁଠାରୁ ଉତପ୍ତ । ନାସା ଓ ଏନଓଏଏର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୭୪ ବର୍ଷ ମଧ୍ୟରେ ୨୦୨୩ ଜୁନ ସବୁଠାରୁ ଉତପ୍ତ ରହି ରେକର୍ଡ କରିଛି । ୧୦ଟି ସର୍ବାଧିକ ଉତପ୍ତ ମାସରେ ଏହା ସାମିଲ…

‘ଛତିଶଗଡ଼ ରାଜନୀତି’, ପିସିସି ସଭାପତିରୁ ବିଦା ହେଲେ, ମନ୍ତ୍ରୀ ଭାବେ ଏଣ୍ଟ୍ରି ମାରିଲେ ମୋହନ

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ପ୍ରତିଦିନ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛି। ଟି ଏସ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ହେଉ କିମ୍ବା ଦୀପକ ବୈଜଙ୍କୁ ନୂଆ ପିସିସି ସଭାପତି କରିବା। ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଏମିତି ଅନେକ ପରିବର୍ତ୍ତନ କରିଛି। ଏହି କ୍ରମରେ…

ପାଦରେ ଚାଲିବେ, ବସରେ ଗଡ଼ିବେ, କଂଗ୍ରେସକୁ ୨୪ ରେ ଜିତାଇଦେବେ!

ଭୁବନେଶ୍ୱର: କଂଗ୍ରେସର ଫୋକସରେ ଏବେ ପଦଯାତ୍ରା ଓ ବସଯାତ୍ରା। ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପ୍ରତି ରାଜ୍ୟରେ ପଦଯାତ୍ରା ଓ ବସଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚି ମାହୋଲ ତିଆରି କରିବାକୁ ଯୋଜନା କରିଛି କଂଗ୍ରେସ। ଉତ୍ତରାଖଣ୍ଡରୁ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା। କେନ୍ଦ୍ର…

ବାପାଙ୍କ ଉପରେ ବର୍ଷୁଛି କୁନିଝିଅ, କହୁଛି-‘ପୁଅମାନେ ଗଢି ଜାଣନ୍ତିନି, କେବଳ ଲଢି ଜାଣନ୍ତି’ ଦେଖନ୍ତୁ ଭିଡିଓ

କାବୁଲ: ପୁରୁଷମାନେ କେବଳ ଧ୍ୱଂସ କରିପାରନ୍ତି । ପୁରୁଷମାନେ କେବଳ ଝଗଡା କରିପାରନ୍ତି । ହେଲେ ମହିଳାମାନେ ନୁହେଁ । ଏ ଉକ୍ତି କୌଣସି ପୁରୁଷ ବିରୋଧୀ ମହିଳାଙ୍କର ସ୍ୱର ନୁହେଁ । ଏ କ୍ଷୋଭ ଗୋଟିଏ କୁନି ଝିଅର । ସେ ପୁଣି ଆଉ କାହା ପ୍ରତି ନୁହେଁ, ନିଜ ବାପାଙ୍କ ପ୍ରତି ତାଙ୍କ ମୁହଁରୁ…

କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ ଘଟିଛି । ଆଫ୍ରିକାରୁ ଅଣାଯାଇଥିବା ପୁରୁଷ ଚୀତା ସୂରଜର ମୃତ ଶରୀର ଶୁକ୍ରବାର ମିଳିଥିଲା । କୁନୋରେ ୪ ମାସ ମଧ୍ୟରେ ୮ଟି ଚୀତାର ମୃତ୍ୟୁ ଘଟି ସାରିଛି । ଯାହାକି ଏକ ଚିନ୍ତାର ବିଷୟ । ଚଳିତ ସପ୍ତାହରେ ୨ଟି ଚୀତା ମୃତ୍ୟୁବରଣ…

ସଂପ୍ରସାରିତ କ୍ୟାବିନେଟକୁ ମୋହର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ

ମୁମ୍ବାଇ: ଅଟକି ରହିଥିବା ମହାରାଷ୍ଟ୍ରର ସଂପ୍ରସାରିତ କ୍ୟାବିନେଟରେ ବାଜିଲା ମୋହର ।  ସଂପ୍ରସାରିତ ହୋଇଛି ମହାରାଷ୍ଟ୍ର କ୍ୟାବିନେଟ  । ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି  ଅର୍ଥ ମନ୍ତଣାଳୟ  ସହ ଯୋଜନା ବିଭାଗ   । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ହାତରେ ଧରେଇ…

ଶୂନ୍ୟରେ ଝୁଲି ରହିଛି ଭୂତ ମନ୍ଦିର, ଜାଣନ୍ତୁ ଏହାର ରହସ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମଗ୍ର ବିଶ୍ୱରେ ଭାରତ ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବରେ ଜଣାଶୁଣା । ଖାସ କରି ହିନ୍ଦୁ କେନ୍ଦ୍ରସ୍ଥଳ ଭାବରେ ଭାରତ ଜଣାଶୁଣା । ଏଠାରେ ଅନେକ ମନ୍ଦିର ଅବସ୍ଥିତ ରହିଛି । ହେଲେ ଏହି ମନ୍ଦିର ସହ ଜଡ଼ିତ ରହିଥିବା ଅନେକ ରହସ୍ୟମୟ କାହାଣୀ ସମ୍ପର୍କରେ ହୁଏତ ଆପଣ ଜାଣିଥିବେ…