Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକ ପରେ ସବୁ ଜିତିବା ଯୋଜନାରେ କଂଗ୍ରେସ

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ସହ ମନ୍ତ୍ରୀମଣ୍ଡଳର ଶପଥ ପରେ ଏବେ କଂଗ୍ରେସ ନେତୃତ୍ୱ ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ଖୁବ କମ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ନିର୍ବାଚନ ହେବ। ତେଣୁ ଏ ସବୁ ରାଜ୍ୟରେ…

ବ୍ରିଜଭୂଷଣଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ । ତେବେ ସେ ସର୍ତ ରଖିଥିଲେ ଯେ, ଧାରଣାରେ ବସିଥିବା ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟଙ୍କ ଏହି ଟେଷ୍ଟ କରାଗଲେ ମୁଁ ପ୍ରସ୍ତୁତ । ସୋମାବାର ରେସଲରଙ୍କ ପକ୍ଷରୁ ବଜରଙ୍ଗ…

ଗ୍ୟାଙ୍ଗଷ୍ଟାର ଲରେନ୍ସକୁ ପଚରା ଉଚରାରେ ଖୁଲାସା: ଟାର୍ଗେଟ ଲିଷ୍ଟରେ ସଲମାନ, ମୁସେୱାଲ ମ୍ୟାନେଜର ଶୀର୍ଷରେ

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ସୋମବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇକୁ ପଚରା ଉଚରା କରିବା ପରେ ଚଂଚଲ୍ୟକର ଖୁଲାସା କରିଛି । ଲରେନ୍ସର ଟାର୍ଗେଟ ଲିଷ୍ଟରେ ବଲିଉଡ ଅଭିନେତା ସଲମାନ ଖାଁ ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମ୍ୟାନେଜର ଶଗନପ୍ରୀତ ଶୀର୍ଷରେ…

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଫେସବୁକ୍ ପୋଷ୍ଟ, ଚାକିରିରୁ କାଢ଼ିଦେଲେ ସିଦ୍ଦରମୈୟା

ବେଙ୍ଗଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଛି । ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ,…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପପୁଆ ନ୍ୟୁଗିନି ଓ ଫିଜିରେ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଦେଶର ସର୍ବୋଚ୍ଚ ସମ୍ମାନ। ପପୁଆ ନ୍ୟୁଗିନି ଓ ଫିଜି ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଛନ୍ତି। ଫିଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “କମ୍ପାନିୟନ ଅଫ୍‌ ଦ ଅର୍ଡର ଅଫ୍ ଫିଜି” ସମ୍ମାନରେ ସମ୍ମାନିତ…

ୟୁପିରେ ବଡ ଦୁର୍ଘଟଣା, ଗଙ୍ଗାରେ ବୁଡିଲା ଯାତ୍ରୀବାହୀ ଡଙ୍ଗା: ୪ ମୃତ ୨୦ରୁ ଅଧିକ ନିଖୋଜ

ବାଲିଆ: ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ୨୦-୨୫ ଜଣ ନିଖୋଜ ହୋଇଯାଇଛନ୍ତି। ପାଖାପାଖି ୪୦ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗାଟି ମଝି ନଈରେ ବୁଡ଼ିଯାଇଥିଲା। ଆଖପାଖରେ ଥିବା ଲୋକମାନଙ୍କୁ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।…

ଯମୁନୋତ୍ରୀ ଯାତ୍ରା ବେଳେ ପୁଣି ୨ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ; ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଯମୁନୋତ୍ରୀ ଯାତ୍ରା ସମୟରେ ପୁଣି ଦୁଇ ଜଣ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ। ଉତ୍ତରାଖଣ୍ଡ ପୁଲିସ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏହି ସୂଚନା ଦେଇଛି। ଗତ ମାସ ଠାରୁ ୪ ଧାମ ଯାତ୍ରା ଆମ୍ଭ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ୧୮ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇ…

ବ୍ରିଜଭୂଷଣ କହିଲେ ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ବିଜେପି ଏମପି ତଥା ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ବା ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ତେବେ ସେ ସର୍ତ ରଖିଛନ୍ତି ଯେ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ମଧ୍ୟ ଏହି ଟେଷ୍ଟ ହେଲେ ସବୁ ସତ…

ପିଏମ୍ ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପୋ

ନୂଆଦିଲ୍ଲୀ: ଜାପାନରେ ଜି-୭ ଶିଖର ସମ୍ମିଳନୀରେ ସାମିଲ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନି ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ…

‘ନିଜର ସୁରକ୍ଷା ପାଇଁ ଆଇନର ଲାଭ ନେଇ ପାରୁ ନାହାନ୍ତି ମହିଳା’: କୋଲକାତା ହୋଇକୋର୍ଟର ବିଚାରପତି

କୋଲକାତା: ମହିଳା ଉଠାଇ ପାରୁ ନାହାନ୍ତି ଆଇନର ଲାଭ । ଦେଶରେ ମହିଳାଙ୍କ ପାଇଁ ଅନେକ ଆଇନ୍ ରହିଥିବା ବେଳେ ସେମାନେ ତାର ସଦୁପଯୋଗ କରି ପାରୁ ନାହାନ୍ତି । କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ଅନୁସାରେ, ମହିଳାଙ୍କ ଅଧିକାର ରକ୍ଷା ଲାଗି ଥିବା ଆଇନ୍ ଲାଗୁ ପରେ…