Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କ ହାଇଟେକ ହାଣ୍ଡସେକ ପରେ କ’ଣ ଘୋଷଣା କଲେ ଗୁଗୁଲ, ଆମାଜନ ଏବଂ ମାଇକ୍ରୋସପ୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ ହାଉସରେ ସିଲିକନ ଭାଲିର ସବୁଠାରୁ କ୍ଷମତାଶାଳୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  ଏବଂ ଅତ୍ୟଧୁନିକ…

ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ଓ୍ବାଗନର ଗୋଷ୍ଠୀର ମୁଖିଆ ଏକଦା ଘନିଷ୍ଠ ବନ୍ଧୁ ଥିଲେ

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଦେଢ ବର୍ଷ ବିତିଗଲାଣି। କେହି ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଗୋଟିଏ ପଟେ ଯେଉଁଠାରେ ୟୁକ୍ରେନ ଆମେରିକା ଏବଂ ଅନେକ ୟୁରୋପୀୟ ଦେଶ ସହାୟତାରେ ଋଷ ସହିତ ଲଢୁଛି, ଅନ୍ୟପଟେ ଋଷ ଏହାର ସେନା ତଥା ବେସରକାରୀ ସେନା ଗୋଷ୍ଠୀ…

ରାହୁଲଙ୍କୁ ପରାମର୍ଶ ଦେଲେ ଲାଲୁ- ‘ବାହା ହୋଇଯାଅ, ଦାଢି ବଢାଅନି’

ପାଟନା: ପାଟନାରେ ବିରୋଧୀଙ୍କ ମହାମେଳି ଗତକାଲି ଶେଷ ହୋଇଛି । ୧୬ଟି ଦଳର ୩୦ରୁ ଅଧିକ ନେତା ଏଥିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ବୈଠକ ଜୁଲାଇ ୧୦ରୁ ୧୨ ମଧ୍ୟରେ ସିମଲାରେ ହେବ ବୋଲି ସ୍ଥିର ହୋଇଛି । ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ବେଶ ସରଗରମ ଆଲୋଚନା ହେବା ସହ  ଥଟ୍ଟାମଜା ବି…

ଚାଇନାର ଉହାନରୁ କରୋନା ଉତ୍ପତ୍ତି ହୋଇଥିବାର ପ୍ରତ୍ୟକ୍ଷ ପ୍ରମାଣ ନାହିଁ: ଆମେରିକା

ନୂଆଦିଲ୍ଲୀ: ଶୁକ୍ରବାର ଆମେରିକାର ଗୁଇନ୍ଦା ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ ସେମାନେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କୋଭିଡ୍-୧୯ ମହାମାରୀ ଉତ୍ପତ୍ତି ହୋଇଥିବାର ବା ସୃଷ୍ଟି ହୋଇଥିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇନାହାନ୍ତି। ତଥାପି, ଜାତୀୟ ଗୁଇନ୍ଦା…

ଋଷରେ ବିଦ୍ରୋହ: ପୁଟିନ କହିଲେ ପିଠି ପଛରେ ଛୁରୀ ମାଡ଼, ଦିଆଯିବ କଡ଼ା ଜବାବ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ଋଷର ବେସରକାରୀ ସେନା ବା ଓ୍ୱାଗନର୍ ଗ୍ରୁପ ମୁହାଁମୁହିଁ ହୋଇଛି। ପୁଟିନ କହିଛନ୍ତି ଯେ ୱାଗନର୍ ଋଷର ଲୋକଙ୍କୁ ପିଠି ପଛ ପଟେ ଛୁରୀ ମାରିଛି। ଋଷର ସେନାକୁ ଚ୍ୟାଲେଞ୍ଜ କରାଯାଇଛି। ଜନସାଧାରଣଙ୍କୁ ପ୍ରତାରଣା କରାଯାଇଛି। ଖୁବ ଶୀଘ୍ର…

ବିବାହ ପାଇଁ କନ୍ୟା ନ ମିଳିବାରୁ ନିରାଶ ହୋଇ ଆତ୍ମହତ୍ୟା କଲେ ଯୁବକ; ଚିଠିରେ ଲେଖିଛନ୍ତି…

ହାଭେରୀ: ଦୀର୍ଘ ୮ ବର୍ଷା ହେଲା ପୁଅ ପାଇଁ ଖୋଜା ଚାଲିଥିଲା କନିଆଁ। ଆଉ ୪ ବର୍ଷ ପରେ ବୟସ ୪୦ ଛୁଇଁଥାନ୍ତା। କନିଆ ଖୋଜି ଖୋଜି ନିରାଶା ବାପାମାଙ୍କ ଦୁଃଖ ସହିପାରିଲେନି ପୁଅ। ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ। କର୍ଣ୍ଣଟକ ହାଭେରି ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। କନ୍ୟା…

ଏଚ୍-ଓ୍ୱାନ ବି ଭିସା ପାଇଁ ଆମେରିକା ଛାଡିବାକୁ ପଡ଼ିବ ନାହିଁ: ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓ୍ୱାଶିଂଟନର ରୋନାଲ୍ଡ ରେଗନ ବିଲଡିଂରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ନୂଆ କନସୁଲେଟ ବା ବାଣିଜ୍ଯ ଦୂତାବାସ ଖୋଲିବ। "ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ"…

ଭାରତ-ଆମେରିକା ଡିଫେନ୍ସ ଡିଲ ଦେଖି ପାକିସ୍ତାନ-ଚୀନର ହଜିଲା ନିଦ

ୱାଶିଂଟନ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ପ୍ରଭାବ ସାମରିକ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇବ  । ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରିଡେଟର ଡ୍ରୋନ ଏବଂ ଜେଟ ଇଞ୍ଜିନ ନିର୍ମାଣ ଡିଲରେ ସ୍ୱାକ୍ଷର କରିଛନ୍ତି । ଏଥିସହିତ ସେମି କଣ୍ଡକ୍ଟର ପ୍ରସ୍ତୁତି ପାଇଁ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ…

ଆରମ୍ଭରୁ ବିରୋଧୀଙ୍କ ମହାମେଣ୍ଟରେ ଫାଟ; ପ୍ରଥମ ବୈଠକରେ ବିଗିଡିଗଲା ଆପ୍

ନୂଆଦିଲ୍ଲୀ: ୨୦୨୪ ମହାସମର ପାଇଁ ବିରୋଧୀଙ୍କ ମହାମେଳିରେ ଦେଖାଦେଇଛି ଫାଟ । ଗତକାଲି ନୀତିଶ କୁମାରଙ୍କ ନେତୃତ୍ୱରେ ପାଟନାରେ ଏକାଠି ହୋଇଥିଲେ ୧୬ ବିରୋଧୀ ଦଳ । ବିଜେପି ବିରୋଧରେ ବିଷୋଦ୍ଗାର କରିଥିଲେ । ସମସ୍ତେ ଏକଜୁଟ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଯୋଜନା ପ୍ରସ୍ତୁତ…

ଭାରତର ଜାତୀୟ ସଙ୍ଗୀତ ଗାନ କରିବାପରେ ମୋଦୀଙ୍କ ପାଦ ଛୁଇଁଲେ ଗାୟକ ମେରି ମିଲବେନ୍

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଆମେରିକା ଗସ୍ତର ଆଜି ଶେଷ ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏନଆରଆଇ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ଆମେରିକାର କଣ୍ଠଶିଳ୍ପୀ ବା ଗାୟକ ମେରି ମିଲବେନ୍ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ । ଏହାପରେ…