Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗିରଫ ହେଲା କୁଖ୍ୟାତ ବକ୍ସର ଦୀପକ, ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ

ସୋନପତ: ହରିୟାଣାର ସୋନପତର କୁଖ୍ୟାତ ବକ୍ସର ତଥା ଗ୍ୟାଙ୍ଗଷ୍ଟାର ଦୀପକ ଶେଷରେ ପୋଲିସ ହାତରେ ଧରାପଡିଛି । ଦୀପକ ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ । ୧୫ ବର୍ଷ ବୟସରେ ଦୀପକ ୫୭କିଗ୍ରା ବିଭାଗରେ ଜାତୀୟ ଜୁନିୟର ଚାମ୍ପିୟନ ହୋଇଥିଲେ । ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ଆଶା ବାନ୍ଧିଥିଲେ ଯେ, ଏହି ଯୁବ…

ଗୋଇନ୍ଦା ସାଟେଲାଇଟ ଲଂଚ କରିବ ଉତର କୋରିଆ, ଆଲର୍ଟରେ ଜାପାନ ସେନା

ଟୋକିଓ: ଉତର କୋରିଆ ଏହି ସପ୍ତାହରେ ତାର ଗୋଇନ୍ଦା ସାଟେଲାଇଟ ଲଂଚ କରିବ । ଏହା ପୂର୍ବରୁ ଜାପାନ ତାର ସେନାକୁ ହାଇ ଆଲର୍ଟରେ ରଖିଛି । କୌଣସି ପ୍ରକାରର ମିସାଇଲ, ରକେଟ ଓ ସାଟେଲାଇଟ ଜାପାନରେ ପଡିବା ପୂର୍ବରୁ ଏହାକୁ ଧ୍ୱଂସ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଜାରୀ କରାଯାଇଛି । ଜାପାନ ଏଥିପାଇଁ…

‘ରାହୁଲଙ୍କ ବଙ୍ଗଳା’, ଏବେ ଖାଁ ଖାଁ

ଭୁବନେଶ୍ୱର: ୧୨ ତୋଗଲକ ଲେନରେ ଆଉ ଦେଖିବାକୁ ମିଳିବନି କଂଗ୍ରେସ ନେତା କର୍ମୀଙ୍କ ଗହଳିଚହଳି। ଆଉ ଲାଗିବନି ଭିଡ଼। କାହିଁକି ନା କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେ ସରକାରୀ ବଙ୍ଗଳା ଛାଡିଛନ୍ତି। ଯାହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା। ଜାତୀୟ ଦଳ…

ଆଉ କଂଗ୍ରେସରେ ଭଲ ଲାଗୁନି, ବିଜେପି ଯିବେ ପାଇଲଟ !

ଭୁବନେଶ୍ୱର: କଂଗ୍ରେସରେ ଗୋଟିଏ ପଟେ ସମ୍ଭାବନା ତ ଆଉ ଗୋଟିଏ ପଟେ ନିରାଶା ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଅନେକ ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ବେଶ ଆଶାବାଦୀ। ସେପଟେ ରାଜସ୍ଥାନରେ ଯୁବ ନେତା ତଥା ପୂର୍ବତନ…

‘ମହାରାଷ୍ଟ୍ର ରାଜନୀତି’, ଅଜିତ ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥିତ ଦଳୀୟ ବିଧାୟକଙ୍କ ସହ ଅଜିତ ବିଜେପିରେ ମିଶିବେ ବୋଲି କେବେଠୁ ଚର୍ଚ୍ଚା ହେଉଛି। ସେ ଏହାକୁ ଖଣ୍ଡନ କରି ଆସୁଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ କଥା ଓ ପୂର୍ବ…

‘ସାବଧାନ’ ପାଟି ଖୋଲିଲେ ସିବିଆଇ ବାନ୍ଧିବ !

ଭୁବନେଶ୍ୱର: ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ ପୁଣି ଚର୍ଚ୍ଚାରେ। ଏଥର ସତ୍ୟପାଲଙ୍କୁ ସିବିଆଇ ସମନକୁ ନେଇ ଦେଶବ୍ୟାପୀ ଆଲୋଚନା ହେଉଛି। ବିହାର, ଜାମ୍ମୁ କାଶ୍ମୀର, ଗୋଆ ଓ କିଛି ଦିନ ପାଇଁ ଓଡିଶାର…

୧୦୧ ବୃଦ୍ଧ କଲେ ସ୍କାଏ ଡାଇଭିଂ: କୌଶଳ ଦେଖାଇ ଜିତିଲେ ଲୋକଙ୍କ ହୃଦୟ

କାଲିଫର୍ଣ୍ଣିଆ:ଦୁନିଆରେ ଦୁଃସାହସିକ ଲୋକମାନଙ୍କର ଅଭାବ ନାହିଁ । ସେମାନେ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି ଯାହାକୁ ଦେଖିଲେ ଆପଣଙ୍କ ନିଶ୍ୱାସ ବନ୍ଦ ହୋଇଯିବ । କିନ୍ତୁ ଏହି କାର୍ଯ୍ୟ କରି ସେମାନେ ଅନ୍ୟମାନଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇାପାରନ୍ତି । କିନ୍ତୁ କାଲିଫର୍ଣ୍ଣିଆର କିଛି…

କର୍ଣ୍ଣାଟକରେ ମୋଦି କଷ୍ଟ ଦେଲେ, ମଲମ ବି ଲଗାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡ଼ିକର ହାର୍ଟବିଟ ସେତିକି ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବିଜେପି ଓ କଂଗ୍ରେସ ପାଇଁ ନିର୍ବାଚନ ବହୁ ଗୁରୁତ୍ୱ…

ବିରାଟକାୟ ମାଛ ଉଦ୍ଧାର: ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ଆଲଜେରିଆ:ଜଳାଶୟ ଭିତରେ ଅନେକ ପ୍ରକାରର ପ୍ରଜାତିର ଜଳଚର ଜୀବଜନ୍ତୁ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଜୀବଜନ୍ତୁକୁ କେହି ଜାଣନ୍ତି ନାହିଁ । ବେଳେବେଳେ ଭୁଲରେ ଏହି ଜୀବମାନେ ମଣିଷ ସାମ୍ନାକୁ ଆସିଥାନ୍ତି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ଏମିତି ଏକ ବିଶାଳୟକାୟ…

ଛତିଶଗଡରୁ ମିଳିଲା ଦୁର୍ଲଭ ପ୍ରଜାତିର ମାଛ

ଜାଂଜିଗିର: ଛତିଶଗଡର ଜାଂଜିଗିର-ଚାମ୍ପାରୁ ଏକ ଦୁର୍ଲଭ ପ୍ରଜାତିର ମାଛ ମିଳିଛି । ନଦୀକୁ ମାଛ ଧରିବାକୁ ଯାଇଥିବା ଜଣେ ଯୁବକଙ୍କ ଜାଲରେ ଏହା ପଡିଥିଲା । ପ୍ରାୟତଃ ଏହି ୪ ଆଖିଥିବା ମାଛ ଆମେରିକାର ଆମାଜନ ନଦୀରେ ମିଳିଥାଏ । ଆନ୍ତର୍ଜାତୀୟ ବଜାରରେ ଏହି ମାଛର ମୂଲ୍ୟ ଅଧିକ ହୋଇଥିବାରୁ…