Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ମୋଦି ସରନେମ ବିବାଦ; ଏପ୍ରିଲ ୨୫ରେ ପାଟନା କୋର୍ଟରେ ହାଜର ହେବା ପାଇଁ ରାହୁଲଙ୍କୁ ନୋଟିସ

ନୂଆଦିଲ୍ଲୀ: ମୋଦି ସରନେମକୁ ନେଇ ବିବାଦ ରାହୁଲଙ୍କ ପିଛା ଛାଡୁନି । ଏହି ବିବାଦକୁ ନେଇ ପ୍ରଥମେ ସଜା, ପରେ ସଦସ୍ୟତା ରଦ୍ଦ । ଏତେ ସବୁ ପରେ ବି ବିବାଦ ଥମିନି । ଏବେ ପାଟଣା ହାଇକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଛି । ଏପ୍ରିଲ ୨୫ରେ ରାହୁଲ ପାଟନା କୋର୍ଟରେ ହାଜର ହେବା ପାଇଁ ନୋଟିସ…

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ନାଁରେ ନାହିଁ ଗୋଟିଏ ବି ଅପରାଧିକ ମାମଲା

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ସର୍ବାଧିକ ଧନୀ ସିଏମ୍ । ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ଓ ଅପରାଧିକ ମାମଲା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ADR ( ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍‌ସ ) ରିପୋର୍ଟରୁ ଏହା ଜଣାପଡ଼ିଛି । ନବୀନଙ୍କ…

କଂଗ୍ରେସ ଅଧ୍ୟକ୍ଷଙ୍କ ଘରେ ବସିଲା ବିରୋଧୀଙ୍କ ଐତିହାସିକ ବୈଠକ

ନୂଆଦିଲ୍ଲୀ: ଏକଜୁଟ ହେଉଛନ୍ତି ବିରୋଧୀ । ଆଜି କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବାସଭବନରେ ବିରୋଧୀଙ୍କ ଐତିହାସକ ବୈଠକ ବସିଛି । ଏହି ବୈଠକ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ…

ବିଜେପି ମୋ ଉପରେ ୨୪ ଘଣ୍ଟିଆ ନଜର ରଖିଛି-ରାହୁଲ

ନୂଆଦିଲ୍ଲୀ: ରାହୁଲଙ୍କୁ  ନେଇ ସାରା ଦେଶରେ ଚର୍ଚ୍ଚା । ମୋଦି ସାଂଜ୍ଞାକୁ ନେଇ ଆପତ୍ତିଜନକ କଥା କହିବା ପରେ ରାହୁଲ ନିଜ ସଦସ୍ୟତା ହରାଇଲେ ସତ କିନ୍ତୁ ଢେର ନାଁ କମେଇଲେ । ତାଙ୍କ ସଦସ୍ୟ ପଦ ରଦ୍ଦ ହେଲା ।  ସରକାରୀ ବାସଭବନ ଛାଡିବା ପାଇଁ ନିର୍ଦ୍ଦେଶ ବି ଦିଆଗଲା । ଏସବୁ ପରେ ରାହୁଲଙ୍କ…

ଲେହ, ଶ୍ରୀନଗରରେ ଜି-୨୦ ଏବଂ ୱାଇ-୨୦ ବୖେଠକକୁ ନେଇ ଫିଡିକିଲେ ଚାଇନା, ପାକିସ୍ତାନ; ବୈଠକକୁ କରିପାରନ୍ତି ବୟକଟ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସୀମା ବିବାଦ ସତ୍ତ୍ୱେ ଚଳିତବର୍ଷ ଭାରତ ଚଳିତ ଜି-୨୦ ସମିଟରେ ଅଧ୍ୟକ୍ଷତା କରୁଛି । ଭାରତ ଉଭୟ ଦେଶକୁ କଡା ଚେତାବନୀ ଦେବା ସହ ଲେହ ଏବଂ ଶ୍ରୀନଗରରେ ଜି-୨୦ ଏବଂ ୱାଇ-୨୦ ବୖଠକ ଆୟୋଜିତ କରିଛି ।   ଏହି ବୈଠକ ୨୬ରୁ ୨୮ ଏପ୍ରିଲ ଏବଂ ୨୨ରୁ ୨୪ ମେ’ରେ…

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କର ପରଲୋକ ହୋଇଛି। ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କେଶବ। ସେ ୧୯୬୩ରୁ ୨୦୧୨ ପର୍ଯ୍ୟନ୍ତ କମ୍ପାନୀର ଚେୟାରମ୍ୟାନ୍‌ ଦାୟିତ୍ୱ ସମ୍ଭାଳିଥିଲେ। ମହିନ୍ଦ୍ରା କମ୍ପାନୀର ପୂର୍ବତନ…

ଟିକେଟ୍ ନ ମିଳିବାରୁ ବିଜେପି ଛାଡିଲେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଟାଣୁଆ ଲିଙ୍ଗାୟତ ନେତା ଲକ୍ଷ୍ମଣ…

ବେଙ୍ଗାଲୁରୁ: ଟିକେଟ୍ ନ ମିଳିବା ପରେ ବିଜେପି ଛାଡ଼ିଲେ କର୍ଣ୍ଣାଟକର ପୂର୍ବତନ ତଥା ଟାଣୁଆ ବିଜେପି ନେତା ଲକ୍ଷ୍ମଣ ସାବଦି। ଆସନ୍ତା ମାସ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଅଛି। ହେଲେ ବିଜେପି ଯେଉଁ ପ୍ରାର୍ଥି ତାଲିକା ଘୋଷଣା କରିଛି ସେଥିରେ ଲକ୍ଷ୍ମଣ ସାବଦିଙ୍କୁ ଟିକେଟ୍ ମିଳି ନାହିଁ।…

କମିବ ଜନସଂଖ୍ୟା; ଶତାବ୍ଦୀ ଶେଷ ସୁଦ୍ଧା ୮୦୦ରୁ ୬୦୦ କୋଟିକୁ ହ୍ରାସ ପାଇବ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚମକାଇ ଦେଲା ପରି ତଥ୍ୟ ।  ଜନସଂଖ୍ୟା ବୃଦ୍ଧିକୁ ନେଇ ମଣିଷର ଚିନ୍ତା ଏଣିକି ଦୂର ହେବ  । କାରଣ ବିଶ୍ୱର ଜନସଂଖ୍ୟା ଆଗକୁ ବଢିବନି ବରଂ କମିବ ।ପ୍ରକୃତରେ ବିଶ୍ୱ ଜନସଂଖ୍ୟା ବୃଦ୍ଧି ଏବେ ଚିନ୍ତାଜନକ ସ୍ଥିତିରେ । ୧୨୫ ବର୍ଷର ଲାଗିଥିଲା ଲୋକସଂଖା ୧୦୦ରୁ ୨୦୦…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଲା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି

ନୂଆଦିଲ୍ଲୀ: ଋଷ ବିରୋଧରେ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍‌ ଏବେ ସିଧାସଳଖ ଭାରତର ସହଯୋଗ ଲୋଡ଼ିଛି। ଭାରତ ଯୁଦ୍ଧରେ ହସ୍ତକ୍ଷେପ କରୁ ଓ ଚିକିତ୍ସା ଉପକରଣ ସହ ଅତିରିକ୍ତ ମାନବୀୟ ସହାୟତା ପଠାଉ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍‌ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି…

ଚଳିତ ବର୍ଷର ସର୍ବାଧିକ କୋଭିଡ୍ ପଜିଟିଭ ଚିହ୍ନଟ: ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୦ ହଜାର ପାର୍

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସର୍ବାଧିକ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୭,୮୩୦ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ୨୨୩ ଦିନ ପରେ ପ୍ରଥମ ଥର ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ଗତବର୍ଷ…