Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାତ୍ରୀ ଭୋଜନ ସାରି ହୋଟେଲରୁ ଫେରୁଥିବା ବେଳେ ହିନ୍ଦୁ ଯୁବକ ଓ ମୁସଲମାନ ଯୁବତୀଙ୍କୁ ଛୁରିମାଡ

ଇନ୍ଦୋର: ଦେଶରେ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଘୃଣା ବଢ଼ିବାରେ ଲାଗିଛି। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ଉପରେ ଆକ୍ରମଣ କରିବା ନିତିଦିନିଆ କଥା ହୋଇଗଲାଣି। ଗୁରୁବାର ମଧ୍ୟ ପ୍ରଦେଶ ଇନ୍ଦୋରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ଯୁବକ ମୁସଲମାନ ଯୁବତୀ ଖାଦ୍ୟ ଖାଇ ସାରି…

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ…

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମନ୍

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଶନିବାର ମେ ୨୭ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ…

ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନରେ ନିଅଣ୍ଟିଆ

ନୂଆଦିଲ୍ଲୀ: ଆଗାମୀ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ । ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ଏ ଆକଳନ କରିଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ବିଳମ୍ବରେ ଜୁନ୍ ୪ ତାରିଖରେ କେରଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ମୌସୁମୀ ଋତୁରେ ଦେଶରେ ୯୬ ପ୍ରତିଶତ…

କର୍ଣ୍ଣାଟକରେ ସଫଳ ହେଲା ୪୦ ଏବେ ମଧ୍ୟପ୍ରଦେଶରେ ୪୦୦ ଫର୍ମୁଲା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ବଡ଼ ପ୍ଲାନ। ପୂର୍ବରୁ ପାରମ୍ପରିକ ଢଙ୍ଗରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଏବେ ଷ୍ଟ୍ରାଟେଜିରେ ବହୁ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ଏପରିକି କର୍ଣ୍ଣାଟକରେ କଂଗ୍ରେସ ୧୩୫ ସିଟ ଜିତିଥିବା ବେଳେ ଏ ନେଇ ଦଳର ରଣାନୀତିକାର ଆଗରୁ ଆକଳନ କରିସାରିଥିବା…

କର୍ଣ୍ଣାଟକରୁ ବିଜେପି ଗଲା, ଏବେ କଂଗ୍ରେସ ହଟାଉଛି ସବୁ ଯୋଜନା

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ଖେଳିଚାଲିଛି କଂଗ୍ରେସ। ନିର୍ବାଚନରେ ଐତିହାସିକ ସଫଳତା ଓ ପୂର୍ଣ୍ଣ ବହୁମତ ନେଇ ସରକାର ଗଢ଼ିବା ପରେ ଏବେ ବିଜେପିର ଯୋଜନା ଉପରେ ପ୍ରହାର ଆରମ୍ଭ କରିଛି ଦଳ। କର୍ଣ୍ଣାଟକରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଉଥିବା ୨୦ ହଜାର…

ମୋଦିଙ୍କ ଶାସନର ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ନଅ ବର୍ଷ ପୂର୍ତ୍ତି ପାଇଁ ବିଜେପି ଦେଶବ୍ୟାପୀ ପ୍ରଚାର ପ୍ରସାର କରିବାକୁ ବଡ଼ ଯୋଜନା କରିଛି। ମୋଦିଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ କରାଯିବ। ମେ ୩୦…

‘ୟୁଟ୍ୟୁବ ଷ୍ଟୋରିଜ’ ଫିଚର ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ: ଗୁଗୁଲର ମାଲିକାନାରେ ଥିବା ୟୁଟ୍ୟୁବରେ 'ୟୁଟ୍ୟୁବ ଷ୍ଟୋରିଜ' ନାମରେ ପରିଚିତ ଏହି ଫିଚର ବନ୍ଦ ହୋଇଯିବ। ୟୁଟ୍ୟୁବ ଏହି ଘୋଷଣା କରିଛି। ସର୍ଟସ, କମ୍ୟୁନିଟି ପୋଷ୍ଟ ଏବଂ ଲାଇଭ୍ ଭିଡିଓ ଭଳି ଅନ୍ୟ ଜରୁରୀ ଫିଚର ଉପରେ ଅଧିକ ଗୁରୁତ୍ୱ ଦେବ ବୋଲି କମ୍ପାନୀ କହିଛି। ଗୁରୁବାର ଏକ…

‘ବନ୍ଦେ ମାତରମ’ ବୋଲିବା ବେଳେ ଛିଡା ହେଲେନି ଓୱେସିଙ୍କ ଦଳର ସଦସ୍ୟ; ଶପଥ ଗ୍ରହଣ ସମାରୋହରେ ମାରପିଟ, ହଙ୍ଗାମା

ମେରଠ:ମେରଠ ମହାନଗର ପୌର ପରିଷଦ ଶପଥ ଗ୍ରହଣ ଉତ୍ସବରେ ଜୋରଦାର ହଙ୍ଗାମା ହୋଇଛି । ଏଆଇଏମଆଇଏମ ଏବଂ ଭାଜପା ସମର୍ଥକଙ୍କ ମଧ୍ୟରେ ବନ୍ଦେ ମାତରମ ଜାତୀୟ ସଙ୍ଗୀତକୁ ନେଇ ଜୋରଦାର ଗଣ୍ଡଗୋଳ ହୋଇଛି । ଅଭିଯୋଗ ହୋଇଛି, ଅଦଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ସଦସ୍ୟମାନେ ବନ୍ଦେ ମାତରମ…

ପାସପୋର୍ଟ ମାମଲାରେ ରାହୁଲଙ୍କୁ ଆଶ୍ୱସ୍ତି, ୩ ବର୍ଷ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ସ୍ଥାନୀୟ କୋର୍ଟରୁ ଆଶ୍ବସ୍ତି। ତାଙ୍କୁ ତିନି ବର୍ଷର ବୈଧତା ସହିତ ପାସପୋର୍ଟ ପାଇବାକୁ ଅନୁମତି ଦେଇଛନ୍ତି କୋର୍ଟ। ରାହୁଲଙ୍କୁ ନୂଆ ପାସପୋର୍ଟ ପାଇଁ ଅନୁମତି ମିଳିଛି। କଂଗ୍ରେସ ନେତା ନ୍ୟାସନାଲ ହେରାଲ୍ଡ ମାମଲାରେ ଜଣେ ଅଭିଯୁକ୍ତ…