Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ ମୋଦୀ ବିରୋଧୀ ନେତାଙ୍କୁ ଭେଟୁଛନ୍ତି ନୀତିଶ, କ୍ଷମତାରେ ଦୁର୍ନୀତିଗ୍ରସ୍ତ ସରକାର କହିଲେ ଆପ୍ ମୁଖ୍ୟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ…

ମହିଳାଙ୍କ ଗର୍ଭବତୀ ହେବା ସଉକ: ୧୫ ବର୍ଷରେ ୧୨ଟି ସନ୍ତାନ ଜନ୍ମ ଦେଲେ

ସ୍କଟଲ୍ୟାଣ୍ଡ: ମାଆ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମାଆ ହେବା ପରେ ଅଧିକାଂଶ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଏହି କାରଣରୁ ମହିଳା ଗର୍ଭବତୀ ହେବାକୁ ମଧ୍ୟ ଭୟ କରନ୍ତି । ଗୋଟେ କିମ୍ବା ଦୁଇଟି ପିଲା ହେବା ପରେ ଆଉ ସେମାନେ ଚାହାଁନ୍ତି…

କାର ଭିତରେ ଯୁବକ ପାଳିଛନ୍ତି ମହୁମାଛି

ଚୀନ୍‌: କିଛି ପ୍ରାଣୀ ଓ କୀଟପତଙ୍ଗ ଅଛନ୍ତି, ଯାହା ଆମ ପାଇଁ ବିପଦ ନୁହେଁ । କିନ୍ତୁ ଯଦି ସେମାନେ ଲୋକଙ୍କ ସଂର୍ଶ୍ପରେ ଆସନ୍ତି, ତେବେ ସେମାନେ ମାରାତ୍ମକ ହୋଇଯାଆନ୍ତି । ସେଥିମଧ୍ୟରୁ ମହୁମାଛି ଅନ୍ୟତମ । ଯଦି ଏହି ମହୁମାଛି କାହାକୁ ଆକ୍ରମଣ କରନ୍ତି, ତେବେ ତାଙ୍କର ମୃତ୍ୟୁ ବି ହୋଇପାରେ ।…

ମାଆ ଉପରେ ରାଗି ଆଈକୁ କହିବା ପାଇଁ ୧୧ ବର୍ଷର ବାଳକ ସାଇକେଲରେ ଗଲା ୧୩୦କିମିର ରାସ୍ତା

ବେଜିଂ: ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସହଜରେ ବିଶ୍ୱାସ କରି ହେଉ ନାହିଁ । ଜଣେ ୧୧ ବର୍ଷର ବାଳକ ମାଆ ଉପରେ ରାଗି ଆଈକୁ କହିବା ପାଇଁ ଘରୁ ସାଇକେଲ ଧରି ବାହାରିଥିଲା । ସେ କିଛି ବାଟ ସାଇକେଲ ଚଳାଇବା ପରେ ହାଲିଆ ହୋଇ ଘରକୁ ଫେରି ଆସିବେ ବୋଲି ପରିବାର ଲୋକ ଭାବିଥିଲେ । ମାତ୍ର…

ହାତର ମେହେନ୍ଦୀରେ ବରର ନାଁ ଲେଖିଲେନି କନ୍ୟା: ଏମିତି କିଛି ଲେଖିଲେ ସବୁ ଆଶ୍ଚର୍ଯ୍ୟ

ବିବାହ କେବଳ ରୀତିନୀତିରେ ସୀମିତ ନୁହେଁ । ବରକନ୍ୟା ଏହାକୁ ଜୀବନରେ ସ୍ମରଣୀୟ ରଖିବାକୁ ଚାହାଁନ୍ତି । ସେଥିମଧ୍ୟରୁ ମେହେନ୍ଦୀ ସେରିମୋନି ଅନ୍ୟତମ । ବିବାହ ପୂର୍ବରୁ କନ୍ୟା ନିଜ ହାତରେ ସୁନ୍ଦର ଭାବେ ମେହେନ୍ଦୀ ଲଗାଇବା ସହ ଭାବି ସ୍ୱାମୀର ନାଁ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ଯୁବତୀ ନିଜ…

‘କର୍ଣ୍ଣାଟକ ବିଜେପି’ ରାହୁଲ ଡର ଛାଡିନି, ଏବେ ନିଜ ନେତା ଡ଼ରାଇଲେଣି !

ଭୁବନେଶ୍ୱର: କର୍ଣ୍ଣାଟକରେ ଅଡୁଆରେ ବିଜେପି। ରାହୁଲଙ୍କ ଲୋକପ୍ରିୟତା, କଂଗ୍ରେସର ଲଗାତର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଟାକ ଓ ଏବେ ଖୋଦ ନିଜ ଦଳର ବରିଷ୍ଠ ନେତାମାନେ ବିଜେପି ପାଇଁ କାଳ ସାଜିଛନ୍ତି। ଆଣ୍ଟି ଇନକମ୍ବାନ୍ସି ଫ୍ୟାକଟରକୁ ପ୍ରତିହତ କରିବାକୁ ବହୁ ବିଧାୟକଙ୍କୁ ରିପିଟ ନ କରିବାକୁ…

ରାହୁଲଙ୍କ ‘ସତ୍ୟମେବ ଜୟତେ’

ଭୁବନେଶ୍ୱର: ୱାୟନାଡ଼ରେ ଦମ ଦେଖାଇଲେ ରାହୁଲ। ସଦସ୍ୟ ପଦ ରଦ୍ଦ କରିଦିଆଗଲେ ମଧ୍ୟ ଯେଉଁ ନିର୍ବାଚନମଣ୍ଡଳୀରେ ସେ ପ୍ରତିନିଧିତ୍ୱ କରୁଥିଲେ ସେଠି ତାଙ୍କ ଲୋକପ୍ରିୟତା କେତେ ସେ କଥା ଦେଖାଇଛନ୍ତି ରାହୁଲ। ଏପରିକି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ୱାୟନାଡ଼ରୁ ସେ ହୁଙ୍କାର ଦେଇଛନ୍ତି।…

ସାପ ତରକାରୀ ଖାଇଲେ କ’ଣ ହୁଏ ଜାଣନ୍ତୁ; କିପରି ବନାଇବେ ବତାଇଲେ ବୃଦ୍ଧା

ସାପକୁ ଦେଖିଲେ କିଏ ବା ନ ଡ଼ରେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି ମଣିଷ ସାପ ଖାଉଛି? ହୁଏତ ଏହା ଦେଖି ନ ଥିବେ । କିନ୍ତୁ ଦୁନିଆର ଅନେକ ଦେଶରେ ସାପରୁ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହାକୁ ଲୋକମାନେ ବହୁତ ଉତ୍ସାହରେ ଖାଇଥା’ନ୍ତି । ଭିଏତନାମରୁ ଆରମ୍ଭ କରି ଚୀନ୍ ପର୍ଯ୍ୟନ୍ତ ସାପକୁ ଲୋକେ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକାେର୍ଟ: କହିଲେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ବେଆଇନ

ଭୁବନେଶ୍ୱର: ପୁରୀଠାରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି  ସୁପ୍ରିମକୋର୍ଟ। ଏଥସହ  ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ…

ଗ୍ଳାମରସ୍ ଲୁକ୍‌ରେ ରହିବାକୁ ପସନ୍ଦ କରନ୍ତି ବୃଦ୍ଧା : ଏବେ ତାଙ୍କୁ ଯିଏ ଦେଖୁଛି ସେ ହସୁଛି

ଏମିତି ଏକ ସମୟ ଆସେ ଜଣେ ବ୍ୟକ୍ତି ଦୁନିଆର ଆରାମ, ଆକର୍ଷଣ ଏବଂ ଚମକରୁ ନିଜକୁ ଦୂରେଇ ରଖେ ଏବଂ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରେ । ବାର୍ଦ୍ଧକ୍ୟ ଅବସ୍ଥାରେ ପ୍ରାୟ ଲୋକେ ଅଧିକାଂଶ ସମୟ ପୂଜାପାଠରେ ସମୟ ବିତାଇଥା’ନ୍ତି । ତଥାପି, କିଛି ଲୋକ ଅଛନ୍ତି ସେମାନେ କେବେ ନିଜକୁ ବାର୍ଦ୍ଧକ୍ୟ…