Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗ’ ନିଜ କଥା ଭାବିବେ ନା ବିରୋଧ କରିବେ?

ଭୁବନେଶ୍ୱର: ଆମ ଆଦମୀ ପାର୍ଟି ଶିବିରରେ ହସଖୁସି। ତୃଣମୂଳ କଂଗ୍ରେସ ଓ ଏନସିପି ଶିବିରରେ ନିରାଶାର ଛାଇ। ଏଭଳି କିଛି ଦେଖିବାକୁ ମିଳିଛି ଜାତୀୟ ରାଜନୀତିରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପକୁ ଜାତୀୟ ରାଜନୈତିକ ଦଳ ଭାବେ ଘୋଷଣା କରାଯାଇଛି। ଗୁଜୁରାଟ…

ରାହୁଲଙ୍କ ବାଟରେ ପାଇଲଟ କଣ୍ଟା !

ଭୁବନେଶ୍ୱର: ଗୋଷ୍ଠୀକନ୍ଦଳ ସବୁବେଳେ କଂଗ୍ରେସ ପାଇଁ କାଳ ସାଜିଆସିଛି। ଗୋଟିଏ ପଟେ ସାରା ଦେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ଗୋଟିଏ ବଡ଼ ରାଜନୈତିକ ବାତାବରଣ ତିଆରି ହୋଇଛି। ସେପଟେ କର୍ଣ୍ଣାଟକ ନିର୍ବାଚନରେ ବଡ଼ ସଫଳତା ପାଇଁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ…

‘କର୍ଣ୍ଣାଟକ ନିର୍ବାଚନ’ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଖେଳିଛି କ୍ଷୀର, ଭାଷା ଓ ନିଯୁକ୍ତି କାର୍ଡ। ନିଯୁକ୍ତି ଓ ଭାଷା ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଘେରିଛି କର୍ଣ୍ଣାଟକ କଂଗ୍ରେସ। ଏଥିସହିତ କ୍ଷୀର ପ୍ରସଙ୍ଗକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରାଯାଇଛି। ବିଭିନ୍ନ…

ପୁରୁଷଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ପିଟନ୍ତି ମହିଳା, ମାଡ଼ ଖାଉଥିବା ଯୁବକଙ୍କର ଶୀଘ୍ର ହୁଏ ବିବାହ

ଯୋଧପୁର: ଯେଉଁଠି ପୁରୁଷଙ୍କୁ ଦେଖନ୍ତି ମହିଳାମାନେ ଲାଠି ସାହାଯ୍ୟ ଗୋଡ଼େଇ ଗୋଡ଼େଇ ପିଟନ୍ତି । ଏଥିରେ ପୁରୁଷମାନେ କ୍ରୋଧିତ ନ ହୋଇ ଖୁସି ଅନୁଭବ କରିଥାନ୍ତି । ଆପଣ ଭାବୁଥିବେ କିଏ ମାଡ଼ ଖାଇବା ପରେ ଖୁସି ଅନୁଭବ କରେ ? ହଁ, ଏପରି ଦେଖିବାକୁ ମିଳେ ରାଜସ୍ଥାନର ଯୋଧପୁରରେ ଐ÷ତିହାସିକ ‘ଧିଙ୍ଗା…

ଜୈନ୍ୟ ସାଧୁମାନେ ପାଳନ୍ତି କଷ୍ଟକର ନିୟମ: ସେଭିଂ ନୁହେଁ, ମୁହଁ, ମୁଣ୍ଡରୁୁ କେଶ ଛିଣ୍ଡାଇ କରନ୍ତି ସଫା

ଶିବପୁରୀ: ମୁଣ୍ଡ ଏବଂ ମୁହଁର ପ୍ରତ୍ୟେକ କେଶକୁ ହାତରେ ଝିଙ୍କିକି ଛିଣ୍ଡାଇବା କେତେ ଯେ କଷ୍ଟକର ଅନୁଭବି ହିଁ କହିପାରିବେ । କିନ୍ତୁ ଜୈନ୍ୟ ସାଧୁମାନେ ମୁଣ୍ଡ ଓ ମୁହଁରେ ଥିବା କେଶକୁ ଏଭଳି ଭାବେ ଝିଙ୍କି କରି ଛିଣ୍ଡାଇଥାନ୍ତି । ଏହା ଯନ୍ତ୍ରଣା ହେଉଥିଲେ ବି ଏହି ନିୟମ ମାନିବାକୁ ସେମାନେ…

ଦୁନିଆର ସବୁଠାରୁ ଛୋଟ କୁକୁର: ଓଜନ ମାତ୍ର ଅଧା କିଲୋ

ଇଟାଲୀ: ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେଥିମଧ୍ୟରୁ କିଛି ଆମେ ପାଳିଥାଉ । ହେଲେ କୁକୁର ପାଳିବା ଅଧିକାଂଶ ଲୋକଙ୍କର ସଉକ୍ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହା ଦୁନିଆର ସବୁଠାରୁ ଛୋଟ କୁକୁର ବୋଲି କୁହାଯାଏ । ତାକୁ ଆପଣ ପକେଟରେ ମଧ୍ୟ ପୁରେଇ ନେଇପାରିବେ । କେବଳ ସେତିକି ନୁହେଁ,…

ଟୁଇଟର ପେଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ; ୟୁଜର୍ସ ପଚାରିଲେ ‘ଟେସଲା’ ଭାରତକୁ ଆସିବ କି ?

ନୂଆଦିଲ୍ଲୀ:ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଟୁଇଟରକୁ ହାତକୁ ନେବା ପରେ ଏବେ ସେ  ଏକାଧିକ ପରିବରର୍ତ୍ତନ ଆଣି ସାରିଲେଣି।  ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଟୁଇଟର ପେଜରେ ଫଲୋ କରି ପୁଣି ଥରେ ଚର୍ଚ୍ଚାକୁ…

ବିଶ୍ୱର ଏକ ନମ୍ବର ଟେନିସ ଖେଳାଳିଙ୍କ ଅଣ୍ଡରଓୟାର ଚୋରାଇ ନେଲେ ଫ୍ୟାନ୍ସ

ବେଜିଂ: ଅନେକ ସମୟରେ ଫ୍ୟାନ୍ସମାନଙ୍କ ପାଇଁ ସେଲିବ୍ରିଟିମାନେ ଅସୁବିଧାରେ ପଡିଥାନ୍ତି । ଅଜବ ଅଜବ ହରକତ କରନ୍ତି ଫ୍ୟାନ୍ସମାନେ । ହେଲେ ଫ୍ୟାନ୍ସ ଏଇ ଟେନିସ ପ୍ଲେୟାରଙ୍କୁ ଯେମିତି ହରକତ କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।   ହୋଟେଲ ଭିତରେ ପଶି ଖେଳାଳି ରହୁଥିବା ରୁମରୁ…

ଆଇଏମଡିର ପୂର୍ବାନୁମାନ: ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ

ନୂଆଦିଲ୍ଲୀ:  ୨୦୨୩ରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷା…

ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା: ଆର୍‌ଏସ୍‌ଏସ୍ ରୁଟ୍‌ ମାର୍ଚ୍ଚକୁ ଦେଲେ ଅନୁମତି

ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କକ ଝଟ୍‌କା। ଆର୍‌ଏସ୍‌ଏସ୍‌ର ରୁଟ୍ ମାର୍ଚ୍ଚ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି। ସୂଚନା ଅନୁସାରେ, ତାମିଲନାଡୁରେ ୪୭…