Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କମୁଛି ଟେଷ୍ଟିଂ ବଢୁଛି ସଂକ୍ରମଣ; ୩୫ ହଜାର ଅତିକ୍ରମ କଲା କରୋନା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶରେ ଗତକାଲି ଭଳି ଆଜି ବି ଦୈନିକ ସଂକ୍ରମଣ ୬ ହଜାର ତଳକୁ ରହିଛି। ଗତ ୨୪ ଘଣ୍ଟାରେ ୫୮୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସକ୍ରିୟ ସଂଖ୍ୟା ୩୫,୧୯୯ରେ ପହଞ୍ଚିଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।…

ସୋନିପଥ ମସ୍‌ଜିଦ୍‌ରେ ଆକ୍ରମଣ; ୧୯ ଜଣଙ୍କ ନାଁରେ ମାମଲା ରୁଜୁ

ଚଣ୍ଡିଗଡ଼: ରାମନବମୀ ଠାରୁ ଦେଶରେ ସାମ୍ପ୍ରଦାୟିକ ସ୍ଥିତି ବିଗିଡ଼ିଯାଇଛି। ଉତ୍ତର ଠାରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଠାରୁ ଆରମ୍ଭ କରି ପୂର୍ବ  ଭାରତରେ ସବୁଠି ଛୋଟବଡ଼ ହିଂସା ଦେଖିବାକୁ ମିଳୁଛି। କୁହୁଳି ଥିବା ଧୂଆଁ ବେଳେ ବେଳେ ହିଂସା ରୂପ ନେଉଛି। ହରିଆଣା ସୋନିପଥ ସନ୍ଦଲ କଲାଁ ଗାଁରେ ପୁଣି…

ଖାଲସା ଏକାଠି କରିବାର ଶକ୍ତି ବିଛିନ୍ନତାବାଦୀ ନୁହେଁ: ୟୁଏସ ଭାରତୀୟ ରାଷ୍ଟ୍ରଦୂତ

ୱାଶିଂଟନ ଡିସି: ଭାରତରେ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ, ବ୍ରିଟିଶ କଲମ୍ବିଆ ଓ ସାନ୍‌ଫ୍ରାନ୍ସିକୋରେ ଭାରତୀୟ ଦୂତାବାସରେ ଭଙ୍ଗାରୁଜା କରିବା ପରେ ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଏକ…

ବର୍ଷା ପବନରେ ମନ୍ଦିର ଉପରେ ଉପୁଡି ପଡିଲା ପୁରୁଣା ନିମ ଗଛ; ୭ ମୃତ, ୩୦ରୁ ଅଧିକ ଆହତ

ଅକୋଲା: ମୁସଳଧାରାରେ ପର୍ଷା ଓ ପବନ ଯୋଗୁ ମନ୍ଦିରର ଟିଣ ଚାଦର ଉପରେ ଉପୁଡ଼ି ପଡ଼ିଲା ପୁରୁଣା ନିମ ଗଛ। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଘଟଣା ଘଟିଛି ମହାରାଷ୍ଟ୍ର ଅକୋଲା ଜିଲ୍ଲା ବାଲାପୁର ବ୍ଲକ୍‌ ପାରସ ଗାଁରେ। ରବିବାର ସନ୍ଧ୍ୟାରେ ମୁସଳଧାରାରେ ବର୍ଷା…

ପାକ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରକୁ ପଶିଗଲେ ଅଜଣା ଯୁବକ; ଜାଣି ପାରିଲେନି ସୁରକ୍ଷାକର୍ମୀ

ଇସଲାମବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ତାଙ୍କ ସରକାରୀ ବାସ ଭବନରେ ପଶି ଗଲେ ଜଣେ ଅଜଣା ବ୍ୟକ୍ତି । ବ୍ୟକ୍ତି ଜଣ ଆଫଗାନିସ୍ତାନର ବୋଲି ଜଣାଯାଇଛି ।  ପରେ ସୁରକ୍ଷାକର୍ମୀ ତାଙ୍କୁ ଧରି ପୋଲିସ ଜିମା ଦେବା ପରେ ତାଙ୍କୁ ଆତଙ୍କବାଦ ବିରୋଧୀ…

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବହୁତ ବଡ ଖୁସ ଖବର ।କେନ୍ଦ୍ର ସରକାର ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି  ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ପରେ କର୍ମଚାରୀଙ୍କୁ ୪୨ ପ୍ରତିଶତ ବଦଳରେ ମିଳିବ ୫୦…

ଦିଲ୍ଲୀରେ ବଢୁଛି କରୋନା: ୬୯୯ ନୂଆ ସଂକ୍ରମିତ ଚିହ୍ନଟ, ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରବିବାର ଦିନ ଦିଲ୍ଲୀରେ ୬୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ରାଜଧାନୀରେ କରୋନା…

୧୨ ବର୍ଷରେ ବଡ଼ିବିଲଡ଼ର: ଏଥିପାଇଁ କରନ୍ତି କଠିନ ପରିଶ୍ରମ

ବ୍ରାଜିଲ: ସୁନ୍ଦର ବଡ଼ି ତିଆରି କରିବା ଆଦୌ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ସମୟ ବିତାଇବା ସହ ସେହି ଅନୁସାରେ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼େ । ତେବେ ଯୁବ ବୟସର ସୁନ୍ଦର ବଡ଼ି ପାଇଁ ଜିମ୍ ଯିବା ଏକ ସାଧାରଣ କଥା । କିନ୍ତୁ ମାତ୍ର ୧୨ ବର୍ଷ…

ଗ୍ଲାମରସ୍ ଲୁକ୍‌ରେ ମହିଳା ପୋଲିସ୍ : ଲୋକେ ଭେଟିବାକୁ ଏତେ ବ୍ୟାକୁଳ ଯେ ଅପରାଧ ଘଟାଇବାକୁ ପ୍ରସ୍ତୁତ

କଲମ୍ବିଆ: ଦୁନିଆରେ ଏପରି ଅନେକ ବୃତ୍ତି ଅଛି ଯେଉଁଥିରେ ଗ୍ଲାମରସ୍ ଦେଖାଯିବାର କୌଣସି ସୁଯୋଗ ନାହିଁ । ପୋଲିସ ଚାକିରି ସେଥିମଧ୍ୟରୁ ଗୋଟିଏ । ପୋଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟ ୟୁନିଫର୍ମରେ ରହିବାକୁ ପଡ଼ିଥାଏ । ବାକି ସମୟ ସେମାନେ ଆରାମ କରିବାକୁ ଚାହାଁନ୍ତି । କିନ୍ତୁ କଲମ୍ବିଆର ଜଣେ…

ହୋଟେଲର ଅଜବ ନିୟମ: ୯୦ ମିନିଟରେ ଶେଷ କରିବାକୁ ପଡ଼ିବ ପୁରା ଖାଦ୍ୟ

ନ୍ୟୁୟର୍କ: ଅଧିକାଂଶ ଲୋକ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି ନିଜ ପରିବାର ସହିତ ଯାଉଥିବା ବେଳେ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ଯାଇଥାନ୍ତି । କିଛି ସମୟ ଏକାଠି ବସି କଥାବାର୍ତ୍ତା କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି । କିନ୍ତୁ ଆମେରିକାର ନ୍ୟୁୟର୍କ ସିଟିର ହୋଟେଲଗୁଡ଼ିକ…