Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ…

ଜେଲ ପରି ରେଷ୍ଟୁରାଣ୍ଟ, ଗ୍ରାହକଙ୍କୁ କଏଦୀ ଭଳି ଦିଆଯାଏ ଚର୍ଚ୍ଚା

ନୂଆଦିଲ୍ଲୀ : ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟକୁ ଯାଇଥାଆନ୍ତି । ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରେଷ୍ଟୁରାଣ୍ଟମାନ ଖୋଲାଯାଇଛି । ଆଉ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ଖାଦ୍ୟପେୟର ବି ବ୍ୟବସ୍ଥା…

୮୧ ବର୍ଷ ବୟସରେ ୮୦ ଦିନରେ କଲେ ବିଶ୍ୱ ଭ୍ରମଣ ଦୁଇ ବନ୍ଧୁ

ଟେକ୍ସାସ:କୁହାଯାଏ ଯେ ପ୍ରତ୍ୟେକ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କିଛି ବନ୍ଧୁ ଏପରି ଅଛନ୍ତି ଯେ ସେମାନେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାନ୍ତି । ଆମେ ଆପଣଙ୍କୁ ଏପରି ଦୁଇ ବନ୍ଧୁଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୮୧ ବର୍ଷ ବୟସରେ ବିଶ୍ୱ ଭ୍ରମଣ କରିବାକୁ ଯାଇଥିଲେ ଓ ମାତ୍ର…

ରାହୁଲଙ୍କୁ ଆହୁରି ଲୋକପ୍ରିୟ କରିଚାଲିଛି ବିଜେପି !

ଭୁବନେଶ୍ୱର: ରାହୁଲଙ୍କୁ ଲଗାତର ଟାର୍ଗେଟ। ରାଜନୈତିକ ନେତାମାନେ ପରସ୍ପର ବିରୋଧରେ ଟିପ୍ପଣୀ ଦେବା କିମ୍ବା ବିବାଦୀୟ ଟିପ୍ପଣୀ ଦେବା ମଧ୍ୟ କିଛି ନୂଆ ନୁହେଁ। ନିର୍ବାଚନ ଆସିଲେ ଏହି ଟିପ୍ପଣୀ ବହୁଳ ଭାବେ ଦେଖାଯାଏ। କିନ୍ତୁ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀ ସର୍ବାଧିକ ଟାର୍ଗେଟର…

ରାହୁଲଙ୍କ ଉପରେ ବର୍ଷିଲେ ରବିଶଙ୍କର, ପଚାରିଲେ ଆପଣଙ୍କ ପ୍ରକୃତ ଏଜେଣ୍ଡା କଣ ?

ବିହାରର ପାଟଣାରୁ ସୋମବାର ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ରବିଶଙ୍କର ପଚାରିଛନ୍ତି, ରାହୁଲ ଗାନ୍ଧି କଣ ବୋଫର୍ସ ଦୁର୍ନୀତି ବିରୋଧରେ କିଛି କେବେ କହିଛନ୍ତି, ନା ନ୍ୟାସନାଲ ହେରାଲଡ୍ କେସ ଉପରେ, ଯେଉଁଥିରେ ସେ…

ଅମୃତପାଲର ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଅମୃତସର: ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ଗିରଫ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଅମ୍ରିତ ପାଲର ଅତି ନିକଟତମ ସହଯୋଗୀ ପପଲପ୍ରୀତ ସିଂହଙ୍କୁ ଗିରଫ କରିଛି । ପଞ୍ଜାବ ହୋଶିଆରପରରୁ ତାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ଏବଂ ପଞ୍ଜାବ କାଉଣ୍ଟର…

୧୩୮ ବର୍ଷ ପରେ ଘରେ ଜନ୍ମ ହେଲା ଝିଅ, ସାରା ବିଶ୍ୱ କଲା ସ୍ୱାଗତ

ନୂଆଦିଲ୍ଲୀ: ଆମେରିକାର ଗୋଟିଏ ପରିବାରରେ ଝିଅ ଜନ୍ମ ହେଉ ନ ଥିଲେ । ୬ ପିଢ଼ୀ ଓ ୧୩୮ ବର୍ଷ ପରେ ଶେଷରେ ସେମାନଙ୍କ ଘରକୁ ଝିଅଟିଏ ଆସିଲା । କନ୍ୟା ସନ୍ତାନ ଜନ୍ମ କରିବା ପରେ ସୋସିଆଲ ମିଡିଆରେ ଏହି ପରିବାର ତାଙ୍କ କାହାଣୀ ଶେୟାର କରିଥିଲେ । ଏବେ ସାରା ବିଶ୍ୱ କନ୍ୟା ସନ୍ତାନଙ୍କୁ ସ୍ୱାଗତ…

କ୍ଷମା ମାଗିଲେ ଧର୍ମଗୁରୁ ଦଲାଇ ଲାମା

ନୂଆଦିଲ୍ଲୀ: ଏକ କାର୍ଯ୍ୟକ୍ରମରେ ଜଣେ ନାବାଳକଙ୍କୁ ଚୁମ୍ବନ ଦେବା ଭିଡିଓ ଭାଇରାଲ ହେବା ପରେ ଶେଷରେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ଟିମ ପକ୍ଷରୁ ଜାରୀ କରାଯାଇଥିବା ବିବୃତିରେ କୁହାଯାଇଛି ଧର୍ମଗୁରୁ କୌଣସି ଉଦ୍ଦେଶ୍ୟ ରଖି ଏପରି କାର୍ଯ୍ୟ କରି…

ମଝି ଆକାଶରେ କ୍ର୍ୟୁ ମେମ୍ବରଙ୍କ ସହ ଝଗଡା ; ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଅଧାବାଟରୁ ଫେରିଲା ବିମାନ

ନୂଆଦିଲ୍ଲୀ: ଫ୍ଲାଇଟ ଭିତରେ ଯାତ୍ରୀଙ୍କ ହଙ୍ଗାମା ।ପରିସ୍ଥିତି ଏମିତି ହେଲା ଯେ, ଯାତ୍ରୀଙ୍କୁ ଓହ୍ଳାଇବା ପାଇଁ ବାଧ୍ୟ ହୋଇଥିଲେ ପାଇଲଟ । ଶେଷରେ ଏୟାର ଇଣ୍ଡିଆର ଏହି ବିମାନ ପୁଣି ଦିଲ୍ଲୀ ଫେରିଲା ଏବଂ ଯାତ୍ରୀଙ୍କୁ ଓହ୍ଲାଇବା ପରେ ପୁଣି ଥରେ ଉଡାଣ ଭରିଥିଲା । ଏୟାର ଇଣ୍ଡିଆର ଏଆଇ ୧୧୧…

ଜେଲ୍‌ରେ ଏଚ୍‌ଆଇଭି ଆତଙ୍କ; ୪୪ ରୋଗୀ ସଂକ୍ରମିତ ହେବା ପରେ ଚିନ୍ତାରେ ଥାନା ବାବୁ ଓ ଡାକ୍ତର

ନୈନିତାଲ: ଜେଲ୍ ଭିତରେ ମାତିଲା ଏଚ୍‌ଆଇଭି ସଂକ୍ରମଣ। ଚିନ୍ତାର ଥାନା ବାବୁ ଓ ଡାକ୍ତର। ଉତ୍ତରାଖଣ୍ଡର ହଲଦୱାନୀ ଜେଲ୍‌ରେ ୪୪ ଜଣ କଏଦୀ ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ବି ଅଛନ୍ତି। ଏନେଇ ସୁଶୀଲ ତିୱାରୀ ହସ୍‌ପିଟାଲ୍‌ର ଏଆର୍‌ଟି(ଆଣ୍ଟିରେଟ୍ରୋଭାଇାଲ ଥେରାପୀ)…