Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମର ଲେଡି ସିଂଘ ସବ୍-ଇନ୍ସପେକ୍ଟ ଜୁନମୋନୀ ରାଭାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଦିଶପୁର: ଆସାମର ଲେଡି ସିଂଘମ ସବ୍‌-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ କାର୍‌ ଏକ କଣ୍ଟେନର ଟ୍ରକ ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ନାଗାଓଁ ଜିଲ୍ଲା କାଳିଆବୋର ସବ୍‌-ଡିଭିଜନ ଜାଖଳବନ୍ଧ ଥାନା ଅଧିନରେ ଆସୁଥିବା…

ଏଣିକି ସପ୍ତାହରେ ୬ଦିନ ରାଷ୍ଟ୍ରପତି ଭବନ ବୁଲି ପାରିବେ ସାଧାରଣ ଜନତା

ନୂଆଦିଲ୍ଲୀ: ଆସନ୍ତା ମାସରୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ । ପ୍ରଥର ଥର ପାଇଁ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ ଦିନ ବୁଲି ଦେଖିବାର ସୁଯୋଗ ମିଳିବ  । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି…

ହିନ୍ଦ୍ ମହାସାଗାରରେ ଓଲଟି ପଡ଼ିଲା ଚୀନ ଜାହାଜ; ୩୯ ନିଖୋଜ, ସର୍ଚ୍ଚ ଅପରେସନ ଜାରୀ

ବେଜିଂ: ହିନ୍ଦ ମହାସାଗାରରେ ଓଲଟିପଡ଼ିଲା ମାଛ ମାରୁଥିବା ଚୀନ ଜାହାଜ ଲୁ ପେଙ୍ଗ ୟୁଆନ ୟୁ ୦୨୮ । ଗତକାଲି ୩ଟା ବେଳେ ଜାହାଜଟି ଓଲଟିପଡ଼ିବାରୁ ୩୯ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ଜାରି ରହିଛି। ଜାହାଜରେ ମୋଟ ୩୯ ଜଣ ଥିବା ବେଳେ ୧୭ ଜଣ ଚୀନ ଜାହାଜ ଚାଳକ ୧୭ ଇଣ୍ଡୋନେସିଆର…

ମ୍ୟାମାଁରରେ ତାଣ୍ଡବ ରଚୁଛି ବାତ୍ୟା ‘ମୋକା’; ଗଲାଣି ୮୧ ଜୀବନ

ନୂଆଦିଲ୍ଲୀ: ବାତ୍ୟା ‘ମୋକା’ ଏବେ ମ୍ୟାମାଁରରେ ତାଣ୍ଡବ ରଚୁଛି । ମୋକା ପ୍ରଭାବରେ ସେଠାରେ ୮୧ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନେକ ନିଖୋଜ ଅଛନ୍ତି । ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ହଜାର ହଜାର ଘର ମାଟିରେ ମିଶି ଯାଇଛି । ପ୍ରଥମେ ମୋକା ମ୍ୟାଁମାରର ଉପକୂଳବର୍ତ୍ତୀ …

ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର, ଓଡ଼ିଶାରୁ ପାଇଲେ ୪୭୩ ଯୋଗ୍ୟ ପ୍ରାର୍ଥୀ

ନୂୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ…

ମିରୱାଜ୍ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡିଲେ ଦୁଇ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ନେତା ମିରୱାଇଜ ଫାରୁକଙ୍କ ହତ୍ୟା ଘଟଣାର ୩୩ ବର୍ଷ ପରେ ଧରାପଡ଼ିଲେ ଅପରାଧି। ଦୁଇ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କଲା ଜାମ୍ମୁ-କାଶ୍ମୀର ପୁଲିସ। ୧୯୯୦ ମସିହା ମେ’ ୨୧ ତାରିଖରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୩ ବର୍ଷ ପରେ ପୁଲିସ୍‌ ୨…

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ। ଫୋନ୍ କରି ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ। ତେବେ କେଉଁଆଡ଼ୁ ଫୋନ୍ ଆସିଥିଲା ତାହାରା ଟ୍ରାସିଂ ଚାଲିଛି ବୋଲି ମଙ୍ଗଳବାର ଦିଲ୍ଲୀ ପୁଲିସ ସୂଚନା ଦେଇଛି। ପୁଲିସର ସୂଚନା ଅନୁସାରେ, ଏହି ହତ୍ୟା ଧମକ ସୋମବାର ଆସିଥିଲା।…

ଲେହ ବିମାନବନ୍ଦରରେ ଫସିଲା ଭାରତୀୟ ବାୟୁସେନାର ବିମାନ

ଲେହ: ଲେହ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଫସିଯାଇଛି । ମାଲବାହୀ ବିମାନ ସି ୧୭ ଗ୍ଲୋବମାଷ୍ଟରରେ ତ୍ରୁଟି ଯୋଗୁ ଏହା ରନୱେରେ ଫସି ରହିଥିଲା । ଏଥିପାଇଁ ଅନ୍ୟ ଯାତ୍ରୀ ବିମାନ ଉଡାନକୁ ସାମୟିକ ଭାବେ ବାତିଲ କରାଯାଇଛି । ଲେହକୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ ଓ ଭିସ୍ତାରା…

‘2024 ନିର୍ବାଚନ’, ବିଜେପିଠୁ ଲୋକସଭା ସିଟ ଛଡାଇନେବେ ବିରୋଧୀ !

ଭୁବନେଶ୍ୱର: ବିଜେପି ଓ ବିରୋଧୀଙ୍କ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ। ଦେଶରେ କ୍ଷମତାକୁ ନେଇ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିକୁ ହରାଇବାକୁ ହେଲେ ଆଞ୍ଚଳିକ ସ୍ତରରେ ନିଜ ଭିତରେ ଲଢେଇ ନ କରି ବିରୋଧୀ ଦଳଗୁଡିକ ମଧ୍ୟରେ ଯିଏ ଯେଉଁଠି ଦୃଢ଼ ଅଛି ସେ ସେଠି…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କୁ ପିସିସି ସଭାପତି ଅଫର !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସକୁ ପାଇଲଟ ଅଡୁଆ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବରୁ ଲଢେଇ କରି ବିଫଳ ହୋଇଥିବା ପାଇଲଟ ଏବେ ନିର୍ବାଚନ ପୂର୍ବରୁ ଗେହଲଟ ସରକାର ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି। ଦୁର୍ନୀତି ପ୍ରସଙ୍ଗକୁ ନେଇ ପ୍ରଥମେ ଦିନିକିଆ ଅନଶନ ଓ ଏବେ ପାଞ୍ଚଦିନିଆ…