Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ହଠାତ ପାଇଲଟଙ୍କ ସିଟରୁ ବାହାରିଲା ବିଷାକ୍ତ ନାଗ..

ନୂଆଦିଲ୍ଲୀ:୧୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ । ହଠାତ ପାଇଲଟ ଦେଖିଲେ ବିମାନ ଭିତରେ ଏକ ନାଗସାପ । ଖୁବ ବିଷାକ୍ତ ପ୍ରଜାତିର ଥିଲା ଏହି ସାପ । ସାପକୁ ଦେଖି ଡରି ଯାଇଥିଲେ ପାଇଲଟ । ହେଲେ ତାଙ୍କ ହାତରେ ଥିଲା ଯାତ୍ରୀଙ୍କ ଜୀବନ । ସେ ନିଜକୁ ଶାନ୍ତ କରିଥିଲେ । ତାଙ୍କର ଧୈର୍ଯ୍ୟ ଏବଂ…

କେଉଁଠି ଜନ୍ମ ହୋଇଥିଲେ ହନୁମାନ ? କର୍ଣ୍ଣାଟକ ନା ଆନ୍ଧ୍ରପ୍ରଦେଶ…

ହାଇଦ୍ରାବାଦ: କେଉଁଠି ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ । ପ୍ରଭୁ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟରେ ଏବେ ବି ବିବାଦ ଲାଗି ରହିଛି । ଦୁଇ ରାଜ୍ୟର ଲଢ଼େଇ ଭିତରେ ଗୋଟିଏ ପଟେ ଆନ୍ଧ୍ରର ତିରୁପତି ଦେବସ୍ଥାନମ…

ସମୁଦ୍ର ପରି ସମସ୍ୟାକୁ ସାମ୍ନା କରିବାକୁ ଦେଶ ଏବେ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ୪୪ ତମ ପ୍ରତିଷ୍ଠା ଦିବସରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସମୁଦ୍ର ସଂଖ୍ୟକ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ହନୁମାନଙ୍କୁ ସ୍ମରଣ କରି ମୋଦି କହିଥିଲେ…

ସିନେମା ଷ୍ଟାର୍ କିଚ୍ଚା ସୁଦୀପଙ୍କର ଫିଲ୍ମ ଓ ଶୋ’ ବ୍ୟାନ୍ କରିବାକୁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ୍ ହେଲେ…

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଷ୍ଟାର୍ କିଚ୍ଚା ସୁଦୀପଙ୍କର ଫିଲ୍ମ ବ୍ୟାନ୍ କରିବାକୁ ନିର୍ବାଚନ କମିଶନଙ୍କର ଦ୍ୱାରସ୍ଥ ହେଲେ ଶିବମୋଗର ଜଣେ ଓକିଲ। କିଚ୍ଚା ସୁଦୀପ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ। ଏହି ସମୟରେ ତାଙ୍କର ଫିଲ୍ମ ଓ ଶୋ ଭୋଟରଙ୍କ ଉପରେ ପ୍ରଭାବ ପକାଇବ। ତେଣୁ ତାଙ୍କ…

ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ପରଲୋକ

ରାଞ୍ଚି: ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହୋତଙ୍କର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ଜନିତ ଚିକିତ୍ସା ଚାଲୁଥିଲା। ମାର୍ଚ୍ଚ ୧୪ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ…

ମନି ଲଣ୍ଡରିଂ ମାମଲାରେ ସତୈନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆର୍ଥିକ ହେର୍‌ଫେର୍ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କ ଜାମିନ୍ ଆବେଦନ ପୁଣି ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ। ଗୁରୁବାର କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ୍ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ୨୦୨୨ ମେ ମାସରେ ପ୍ରବର୍ତ୍ତନ…

ରେକର୍ଡ ଭାଙ୍ଗୁଛି ସଂକ୍ରମଣ; ୨୫ ହଜାର ପାର୍ କଲା କରୋନା ସକ୍ରିୟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୫୩୩୫ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା…

ଜନତାଙ୍କୁ ଆଶ୍ୱସ୍ତି; ବଢ଼ିବନି ସୁଧହାର, ଲଗାଥର ୬ ଥର ରେପୋରେଟ୍ ବୃଦ୍ଧି ପରେ ଏଥର ବ୍ରେକ୍‌

ନୂଆଦିଲ୍ଲୀ: ଲଗାତର ୬ ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କର ରେପୋରେଟ୍ ବୃଦ୍ଧିରେ ବ୍ରେକ୍ ଲାଗିଛି। ଏଥର ଆର୍‌ବିଆଇ ସୁଧହାର ବଢ଼ାଇବା ନାହିଁ ବୋଲି ଘୋଷଣା କରିଛି। ଗତ ୩ ଦିନ ହେଲା ଚାଲିଥିବା ଆର୍‌ବିଆଇ ମନିଟାରୀ ପଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥର ରେପୋରେଟ୍ ବଢାଯିବ…

ମା’ଙ୍କୁ ଛାଡିଦେଲେ ବୃଦ୍ଧାଶ୍ରମରେ; କୋଟି କୋଟି ଟଙ୍କାର ସମ୍ପତ୍ତି ବାଣ୍ଟିନେଲେ ୪ ପୁଅ

ଆଗ୍ରା:ପୁଣି ବାର୍ଦ୍ଧକ୍ୟର ବିଡମ୍ବିତ କାହାଣୀ । ଉତ୍ତର ପ୍ରଦେଶରେ ହରିଆଣା ଘଟଣାର ପୁନରାବୃତ୍ତି । ଏଠି ବି ସମ୍ପତ୍ତି ଆଗରେ ହଜି ଯାଇଥିଲା ସମ୍ପର୍କ । ଲୁହ ନିଗାଡି ଯିଏ ମଣିଷ କରିଥିଲା, ହାତ ଧରି ଯିଏ ଚାଲିବା ଶିଖେଇଥିଲା ସେମାନେ ପାଲଟି ଯାଇଥିଲା ବୋଝ । ସେ ଥିଲା ଅବହେଳିତ ବୁଢୀ ମା’ ଟିଏ…

ବଢୁଛି ଟ୍ରମ୍ପଙ୍କ ଅଡୁଆ; ହୋଇପାରେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ:ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଗିରଫ ହୋଇ ଜାମିନରେ ଆସିଥିଲେ ବି ବିପଦ ଟଳିନି । ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଦି ହୋଇପଡୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାଲି ପର୍ଣ୍ଣ ଷ୍ଟାରଙ୍କ ମୁହଁ ବନ୍ଦ ରଖିବା ମାମଲା ନୁହେଁ,  ଟ୍ରମ୍ପଙ୍କ…