Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହନୁମାନ ଜୟନ୍ତୀ ପାଇଁ ଆଗୁଆ ସତର୍କତା, ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତାକାଲି(ଗୁରୁବାର) ପବିତ୍ର ହନୁମାନ ଜୟନ୍ତୀରେ ଯେପରି ରାମନବମୀ ହିଂସାର ପୁନାରାବୃତ୍ତି ନ ଘଟେ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି । ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ ପାଳନ, ସତର୍କତା ଅବଲମ୍ବନ ସହ ଆଇନ ଶୃଙ୍ଖଳା…

ରାହୁଲଙ୍କୁ ବିଜୁଳି ବେଗରେ ବିଦା କଲେ କିନ୍ତୁ ବିଜେପି ସାଂସଦଙ୍କ ବେଳକୁ ବିଳମ୍ବ କାହିଁକି : ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ମୋଦି ସରକାର ଡବଲ୍ ଷ୍ଟାଣ୍ଡାର୍ଡ ନୀତି ଆପଣାଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖଡ଼ଗେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ବିଜୁଳି ବେଗରେ ଅଯୋଗ୍ୟ ସାଂସଦ ଘୋଷିତ କରିବାକୁ…

ହୋଟେଲର ଅଜବ ନିୟମ: ଖାଦ୍ୟ ଖାଇବା ସମୟରେ ମୋବାଇଲ ଦେଖିପାରିବେ ନାହିଁ ଗ୍ରାହକ

ଟୋକିଓ: ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ଅନୁଚିତ୍ ବୋଲି ସମସ୍ତେ ପିଲାମାନଙ୍କୁ ପରାମର୍ଶ ଦେଇଥାନ୍ତିି । ଆଜିର ସମୟରେ ପିଲାମାନେ ଟିଭି ଅପେକ୍ଷା ମୋବାଇଲ ଏବଂ ଟାବଲେଟରେ ବ୍ୟସ୍ତ ରହୁଛନ୍ତି । କେବଳ ପିଲାମାନେ ନୁହଁନ୍ତି, ବୟସ୍କମାନେ ମଧ୍ୟ ଏଥିରେ ସମ୍ପୃକ୍ତ । ଖାଇବା ସମୟରେ ମୋବାଇଲ୍…

୫ ବର୍ଷ ଝିଅ ଅନଲାଇନରେ ମଗାଇଲା ଖେଳଣା; ମା’ଙ୍କ ଆକାଉଣ୍ଟରୁ ଚାଲିଗଲା ଅଢେଇ ଲକ୍ଷ

ରାୟପୁର: ୫ ବର୍ଷର କୁନି ଝିଅଟି ଦେଖୁଥିଲା ଘରେ ସମସ୍ତେ ଅନଲାଇନରେ ଅର୍ଡର କରୁଥିଲେ । ସେ ବି କରିଲା । ମନ ପସନ୍ଦର ଖେଳଣା ମଗାଇ ଚାଲିଥିଲା । ଯେତେ ଦେଖୁଥିଲା ଲୋଭ ବଢୁଥିଲା  । ଶେଷରେ ଏତେ ଖେଳଣା ମଗାଇଥିଲା ଯେ, ତାକୁ ଦେଖି ବାପା-ମା’ଙ୍କର ହୋଶ ଉଡିଗଲା । ଛୋଟ ପିଲାଟିର ଏହି ଖେଳଣା…

ରାହୁଲ ଗାନ୍ଧିଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟାର୍ଗେଟ, କହିଲେ; ଗଣତନ୍ତ୍ର ସହିତ ଖେଳୁଛି କଂଗ୍ରେସ

କଂଗ୍ରେସ ପାଇଁ କିଛି ଫାଷ୍ଟ୍ କ୍ଲାସ ଓ ବାକି ଥାର୍ଡ କ୍ଲାସ୍ ସିଟିଜେନ୍ । ଏକଥା ଆମେ ନୁହେଁ, ସାମ୍ବାଦିକ ସମ୍ମିଳନୀ କରି ବୁଧବାର କିଛି ଏଭଳି କହିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦିନେ ରାହୁଲ ଗାନ୍ଧିଙ୍କ ନିକଟତମ ଭାବେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ…

ଏଇ ଗାଁରେ ମିଳୁଛି ପ୍ଲାଷ୍ଟିକ ବଦଳରେ ସୁନା

ଶ୍ରୀନଗର: ହୁ ହୁ ବଢୁଛି ସୁନାଦର । ୬୦ ହଜାର ଛୁଇଁବା ପରେ ସୁନା କିଣିବା ସାଧାରଣ ବର୍ଗଙ୍କ ପାଇଁ ସ୍ୱପ୍ନ ହୋଇପଡିଛି । ହେଲେ ସୁନା କିଣିବାର ଥିଲେ ଏଇ ଗାଁକୁ ଆସିପାରନ୍ତି । କାରଣ ଏଠି ସହଜରେ ପାଇବେ ସୁନା  ।  ସୁନା  କିଣିବା ପାଇଁ ଆପଣଙ୍କୁ ୬୦ ହଜାର ନୁହେଁ ଦେବାକୁ ପଡିବ ପ୍ଲାଷ୍ଟିକ ।…

ବିଡ଼ମ୍ବନା: ଯୁବକ ଜଣକ ଯାହାକୁ ଭଲ ପାଇ ବାହାହେଲେ, ପ୍ରକୃତରେ ସେ ଥିଲେ ତାଙ୍କ ସାବତ ଭଉଣୀ

ନ୍ୟୁୟର୍କ: ଆମ ଦେଶରେ ବିବାହକୁ ନେଇ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ସେମିତି କିଛି ନାହିଁ । ଗୋଟିଏ କଥା ସମସ୍ତେ ଜାଣନ୍ତି ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ରକ୍ତ ସମ୍ପର୍କ ରହିବା ଉଚିତ୍ ନୁହେଁ । ଆଉ ଭାଇ ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ । ତଥାପି,…

ବଢ଼ୁଛି କି କରୋନା ସଂକ୍ରମଣ, ସତର୍କ କରାଇଲେ ବିଶେଷଜ୍ଞ ଓ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪ ହଜାର ୪୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୩ ହଜାର ୯୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଜାରି କରିଛି। ତେବେ ହଠାତ୍ ଦେଶରେ କୋଭିଡ ସଂକ୍ରମିତଙ୍କ…

ଇରାନ ବିପକ୍ଷରେ ଏକାଠି ହେଲେ ୨୩ ଦେଶ, କାହିଁକି ଚୁପ୍ ରହିଲା ଭାରତ ?

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ପରିଷଦରେ ସୋମବାର ଇରାନ ବିରୋଧରେ ଆସିଥିବା ପ୍ରସ୍ତାବରେ ଭାରତ ଭୋଟିଂରେ ସାମିଲ୍ ହୋଇ ନାହିଁ । ୟୁଏନ୍ଏଚ୍ଆରସିରେ ଆଗତ ଉକ୍ତ ପ୍ରସ୍ତାବରେ ଇରାନରେ ସାଧାରଣ ଲୋକଙ୍କ ମାନବାଧିକାର କ୍ଷୂର୍ଣ୍ଣ ନେଇ ସରକାରଙ୍କ ନିନ୍ଦା କରାଯାଇଥିଲା । ଉକ୍ତ ପ୍ରସ୍ତାବ…

ଅରୁଣାଚଳର ୧୧ ଜାଗାର ନାମ ପରିବର୍ତ୍ତନ ପରେ ଚୀନ ଉପରେ ବର୍ଷିଲା ଆମେରିକା

ନ୍ୟୁୟର୍କ:   ଅରୁଣାଚଳ ପ୍ରଦେଶର ୧୧ଟି ଜାଗାର ନାଁ ଚୀନ ବଦଳାଇବା ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା । ଚୀନର ଏପରି ବେଆଇନ କାମକୁ ଆମେରିକା ଖୋଲାଖୋଲି ଆଲୋଚନା କରି କହିଛି, ଚୀନ ଭାରତ ଅଧିକୃତ ଅଞ୍ଚଳର ଇଲାକାର ଏପରି ନାମକରଣ କରିବା ଏବଂ ଏହାକୁ ନିଜର ବୋଲି ଦାବି କରିବା ଘଟଣାକୁ ସେ…