Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪ ବର୍ଷ ପାଇଁ ଭାରତ ଜାତିସଙ୍ଘର ପରିସଂଖ୍ୟାନ ଆୟୋଗକୁ ନିର୍ବାଚିତ: ଜୟଶଙ୍କର

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ପହିଲାରୁ ୪ ବର୍ଷ ପାଇଁ ଭାରତ ଜାତିସଙ୍ଘର ଷ୍ଟାଟିସକାଲ କମିସନ (UN Statistical Commission)କୁ ନିର୍ବାଚିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।ଦେଶର ବିବିଧତା ଓ ଜନସଂଖ୍ୟା କ୍ଷେତ୍ରରେ…

ସରକାରଙ୍କ ନୀତିକୁ ସମାଲୋଚନା କରିବା ଦେଶ ବିରୋଧୀ ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବାର ଅର୍ଥ ସରକାର ବିରୋଧୀ ବା ଦେଶ ବିରୋଧୀ ନୁହଁ। ଏକ ମାଲାୟମ ନ୍ୟୁଜ ଚ୍ୟାନେଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହା ସ୍ପଷ୍ଚ କରିଛନ୍ତି। ସେହିପରି 'ବନ୍ଦ ଲଫାଫା'କୁ ନେଇ…

ନଈ ପାଣିରେ ଶହ ଶହ ମଦ ବୋତଲ, ମାଛ ଧରାଳୀ ଖୁସ୍‌

ନ୍ୟୁୟର୍କ: ସବୁଦିନ ଭଳି ସେଦିନ ସକାଳୁ ନଈକୁ ମାଛ ଧରିବାକୁ ଯାଇଥିଲେ ଲୋକେ । ହେଲେ ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କୁ ଏମିତି କିଛିଜିନିଷ ମିଳିବ ଯାହାକୁ ପାଇଁ ସେମାନେ ଖୁସିରେ ନାଚିଯିବେ । ନଈକୂଳରେ ପହଞ୍ôଚବା ବେଳକୁ ସେମାନଙ୍କ ନଜରକୁ ଆସିଲା ଶହ ଶହ ମଦ ବୋତଲ । ତାହା ପୁଣି ସିଲ୍…

କୁକୁର କରୁଛି କ୍ୟାଟୱାକ୍

କୁକୁର ପାଳିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ସେଥିଲାଗି ନିଜ ସଉକ ଅନୁସାରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ବି ରଖିଥାନ୍ତି । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ କୁକୁର କ୍ୟାଟୱାକ୍ କରୁଥିବା ଦେଖିବାକୁ ମିଳିଛ, ଯାହା ଉଭୟ କୁକୁର ଓ ଏହାର ମାଲିକଙ୍କୁ ଚର୍ଚ୍ଚାର ପରିଧିକୁ ଟାଣି ଆଣିଛି…

ଘର କାମ ବେଳେ ବାହାରିଲା ପୁରୁଣା ବାକ୍ସ: ସେଥିରେ ଯାହା ଥିଲା ଲୋକେ ଦେଖି ତାଜୁବ

ହାଇଦ୍ରାବାଦ: ଆଗରୁ ବ୍ୟାଙ୍କର ସୁବିଧା ନ ଥିବାରୁ ଲୋକମାନେ ସୁନା,ରୂପା, ଟଙ୍କା ତଥା ମୂଲ୍ୟବାନ ଜିନିଷସବୁ ବାକ୍ସରେ ପୁରାଇ ମାଟି ତଳେ ପୋତିକି ରଖୁଥିଲେ । ଯଦି ଏମିତି ଏକ ବାକ୍ସ କେହି ପାଆନ୍ତି, ସେତେବେଳେ ସେମାନଙ୍କର ଭାଗ୍ୟ ଖୋଲିଥାଏ । ଆନ୍ଧ୍ରପ୍ରଦେଶର ଏକ ଛୋଟିଆ ଗ୍ରାମରେ ପୁରୁଣା ଘର…

ଯୁବତୀଙ୍କୁ ସୁରକ୍ଷା ଦେଉଛି କୁକୁଡ଼ା: ରାତିରେ ଏକୁଟିଆ ଗଲେ ସାଙ୍ଗରେ ବି ଯାଏ କୁକୁଡ଼ା

ଲଣ୍ଡନ: ଘର ଓ ବ୍ୟକ୍ତିଗତ ସୁରକ୍ଷା ପାଇଁ ଅନେକ ଲୋକେ ଘରେ କୁକୁର ରଖିଥାନ୍ତି । ଏହି ଧାରା ସବୁଠି ଲୋକମାନେ ଅନୁପାଳନ କରିଥାନ୍ତି । କିନ୍ତୁ ଭାବନ୍ତୁ, ଯଦି କେହି ଏକାକୀ ବାହାରକୁ ଗଲାବେଳେ ସାଙ୍ଗରେ କୁକୁର ବଦଳରେ କୁକୁଡ଼ା ନେଇ ଯାଆନ୍ତି,ତେବେ ଲୋକଙ୍କ ଧାରଣା କ’ଣ ହେବ । କୁକୁର ବଦଳରେ…

କର୍ଣ୍ଣାଟକ ନିର୍ବାଚନ’ ରାହୁଲ ଡରରେ ରଣନୀତି ଫେଲ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଇମ୍ପାକ୍ଟ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଯେଉଁ କଂଗ୍ରେସ ଅଲୋଡ଼ା ହୋଇପଡିଥିଲା ଏବଂ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରାଯାଉଥିଲା ସେହି ରାହୁଲଙ୍କ ପାଇଁ ଆଜି ବହୁ ନେତା କଂଗ୍ରେସକୁ ଆସୁଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ…

ଭଉଣୀ ହେବ ତ ଏମିତ: ଯାହା କରନ୍ତି ସବୁ ଏକାଭଳି

ନ୍ୟୁୟର୍କ: ଅନେକ ସମୟରେ ଦେଖାଯାଏ, ଭାଇ-ଭାଇଙ୍କ ଅପେକ୍ଷା ଭଉଣୀ -ଭଉଣୀଙ୍କ ସମ୍ପର୍କ ଅତି ନିବିଡ଼ । ମଲା ପର୍ଯ୍ୟନ୍ତ ସେମାନଙ୍କ ଭିତରେ ଏ ସମ୍ପର୍କ ସାଇତା ହୋଇ ରହିଥାଏ । କେବଳ ଭାରତରେ ନୁହେଁ ସବୁଠି ସମାନ ମାନସିକତା ଦେଖିବାକୁ ମିଳେ । ନ୍ୟୁୟର୍କର ଏପରି ୩ ଭଉଣୀ ଅଛନ୍ତି ଯେଉଁମାନେ…

ହନୁମାନ ଚାଳିଶା ଚୌପାଇରେ ୪ ତ୍ରୁଟି ଦର୍ଶାଇଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ: ତୁଳସୀ ପୀଠାଧିଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହନୁମାନ ଚାଳିଶା ଚୌପାଇର ୪ଟି ତ୍ରୁଟି ଦର୍ଶାଇଛନ୍ତି । ଯେଉଁମାନେ ହନୁମାନ ଚାଳିଶାକୁ ମୁଦ୍ରଣ କରିଛନ୍ତି ସେମାନେ ଏହାକୁ ସଂଶୋଧନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ସେ ରାମଚରିତମାନସକୁ ରାଷ୍ଟ୍ରୀୟ ଗ୍ରନ୍ଥ ଘୋଷଣା…

ବିଶାଳ ମାଛ ଉଦ୍ଧାର, ଯାହାର ଓଜନ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଗଭୀର ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ଅଛନ୍ତି, ଯାହା ବିଷୟରେ ଆମେ ଅଜ୍ଞ । ନିକଟରେ କିଛି ଯୁବକ ସମୁଦ୍ର ଭିତରେ ନୌଯାତ୍ରା କରିବା ସମୟରେ ଧରିଛନ୍ତି ବିଶାଳକାୟ ମାଛ । ଯାହାର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ବିଶାଳକାୟ ମାଛର ଫଟୋ ସୋସିଆଲ ମିଡିଆରେ ଖୁବ୍…