Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗେମଚେଞ୍ଜର ହେବ ରାହୁଲ ପ୍ରସଙ୍ଗ !

ଭୁବନେଶ୍ୱର: ମାତ୍ର ଅଳ୍ପ କିଛି ସମୟରେ ବଦଳିଯାଇଛି ଦେଶର ରାଜନୈତିକ ଚିତ୍ର। ଯିଏ ବ୍ୟାକଫୁଟରେ ଥିଲା ସେ ଫ୍ରଣ୍ଟଫୁଟରେ ଆଉ ଯିଏ ଫ୍ରଣ୍ଟରେ ଥିଲା ସେ ବ୍ୟାକରେ। ରାହୁଲଙ୍କ ପ୍ରସଙ୍ଗ ପରେ ଏବେ ଦେଶରେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଓ…

ପୁଣି ନୂଆ ବିବାଦ ଘରରେ ରାହୁଲ ! କ୍ଷମା ନମାଗିଲେ, FIR ଧମକ ଦେଲେ ବୀର ସାବରକରଙ୍କ ନାତି

ନୂଆଦିଲ୍ଲୀ : ସତେ ଯେମିତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଡ଼ିଛି ରାହୁ ଦଶା ! ପ୍ରଥମେ ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତା ହରାଇବାକୁ ପଡିଥିବାବେଳେ ଏବେ ପୁଣି ଏକ ନୂଆ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ରାହୁଲ। ଏଥର ବୀର ଦାମୋଦର ସାବରକରଙ୍କ ନାତି…

ଏମିତି ଏକ ମନ୍ଦିର,ଯାହା ସମ୍ପୂର୍ଣ୍ଣ କାଚରେ ନିର୍ମିତ

ଇନ୍ଦୋର: ଇନ୍ଦୋର ସହରରେ ରହିଛି କାଚର ମନ୍ଦିର, ଯାହା କେବଳ ମଧ୍ୟପ୍ରଦେଶ ନୁହେଁ ସମଗ୍ର ଦେଶରେ ପ୍ରସିଦ୍ଧ । ଏହି ମନ୍ଦିର ଆଧ୍ୟାତ୍ମିକତା ସହିତ ଏହାର ସ୍ଥାପତ୍ୟ, ଗଠନ ଏବଂ ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ । ସେଥିଲାଗି ବର୍ଷ ତମାମ ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ବାସ୍ତବରେ,…

ସୁନ୍ଦର ଦେଖାଯିବା ପାଇଁ ୧୭ ବର୍ଷ ବୟସରେ ଖର୍ଚ୍ଚ କଲେ ୧୦ କୋଟି ଟଙ୍କା

ବ୍ରିଟେନ: ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଏବଂ ଫିଟ୍ ଦେଖାଯିବାକୁ ଚାହାଁନ୍ତି । ଏଥିପାଇଁ ଅନେକ ଜିମ୍ ଯାଇ ନିୟମିତ ବ୍ୟାୟାମ ବି କରନ୍ତି । ସୁସ୍ଥ ଖାଦ୍ୟ ଖାଆନ୍ତି । ଅନେକ ନିଜର ଚେହେରାକୁ ସୁନ୍ଦର କରିବା ପାଇଁ ପାଣି ପରି ପଇସା ବି ଖର୍ଚ୍ଚ କରନ୍ତି । କିନ୍ତୁ ଏପରି ଜଣେ ୧୭ ବର୍ଷୀୟା ଯୁବତୀ…

ଉମେଶ ପାଲ୍ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜୀବନ ସଜ୍ଜା

ପ୍ରୟାଗରାଜ: ୨୦୦୬ ଉମେଶ ପାଲ୍ ଅପହରଣ ମାମଲାରେ ୟୁପିର ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଦିନେସ ପାସୀ ଓ ସୌଲତ ହନିଫକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏମପି/ଏମଏଲ୍ଏ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୩ ଅଭିଯୁକ୍ତଙ୍କୁ ୧ ଲକ୍ଷ ଲେଖାଏ ଜରିମାନା କରିଛନ୍ତି…

ମୋଦିଙ୍କୁ ଟାର୍ଗେଟରେ ରଖିଥିଲେ ରାହୁଲ, ତେଣୁ ଦେଶରୁ ବିଦେଶ ସବୁଠି ମିଛ କହୁଥିଲେ-ସ୍ମୃତି ଇରାନୀ

ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଜନୀତି ସରଗମର ହୋଇପଡିଛି । କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବାସଭବନ ଛାଡିବା ପାଇଁ ବି ନୋଟିସ ଦିଆଯାଇଛି…

ସେନାର ୬୫୩ ଗୁଳି ହଜିଗଲା, ସହରକୁ ଲକଡାଉନ କରିଦେଲେ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଏଠାକାର ସୈନିକଙ୍କ ୬୫୩ ଗୁଳି ହଜି ଯାଇଥିଲା । ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ଅନୁସାରେ ରିୟାଙ୍ଗଗ୍ୟାଙ୍ଗର ହେସନ ସହରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଉଛି ।…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ବାପା-ମା’: ଆସୁଛି କଡା ନିୟମ

ନୂଆଦିଲ୍ଲୀ:ପିଲାମାନଙ୍କ ସଫଳତା ବାପା-ମା’ଙ୍କ ଜୀବନର ସର୍ବଶ୍ରେଷ୍ଠ ଖୁସି ଭରିଦେଇଥାଏ । ପିଲାଙ୍କ ପ୍ରଶଂସାରେ ଜୀବନର ସବୁ କଷ୍ଟର ମୂଲ୍ୟ ସେମାନେ ପାଇଥାନ୍ତି । ତେଣୁ ପିଲା ଭଲ ଗୀତଟିଏ ଗାଉ ବା ଭଲ ପୋଜରେ ଫଟୋଟିଏ ଉଠାଉ..ଏହାକୁ ସୋସସିଆଲ ମିଡିଆରେ ସେୟାର କରିଦିଅନ୍ତି ବାପା-ମା । ସେଥିରେ…

ରାହୁଲଙ୍କୁ ପୁଣି ଝଟକା: ମାସକ ଭିତରେ ସରକାରୀ ବାସଭବନ ଛାଡିବା ପାଇଁ ଆସିଲା ନୋଟିସ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ । ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟଙ୍କ ଦଣ୍ଡାଦେଶ, ସଦସ୍ୟତା ରଦ୍ଦ ପରେ ଏବେ ଆଉ ଏକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ରାହୁଲ । ସଦସ୍ୟତା ପଦ ଯିବା ପରେ ଏବେ ତାଙ୍କୁ ସରକାରୀ ଘର ଛାଡିବା ପାଇଁ ନୋଟିସ ଆସିଛି…

କ୍ଷୀରରେ ପାଣି କିମ୍ବା ଆଉ କିଛି ମିଶିଥିଲେ ଘରେ ବସି ୩୦ ସେକେଣ୍ଡରେ ଜାଣିପାରିବେ

ଚେନ୍ନାଇ: କ୍ଷୀରରେ ପାଣି ମିଶିଥିଲେ ଜଣାପଡ଼େ। ହେଲେ କେତେ ପରିମାଣରେ ମିଶିଛି ତାହା ଅନୁମାନେ କରଯାଏ କିନ୍ତୁ ସଠିକ ଭାଗମାପ କହି ହୁଏ ନାହିଁ। ଏବେ ଏହି ସମସ୍ୟାର ସମାଧାନ ହୋଇଛି। ଚେନ୍ନାଇ ସ୍ଥିତି ମାଡ୍ରାସ ଆଇଆଇଟିର ଗବେଷକମାନେ ଏହି ସମସ୍ୟାର ସମାଧାନ କରିଛନ୍ତି। ଏକ କାଗଜ ଆଧାରିତ ଥ୍ରୀ…