Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ…

ଜମି ବଦଳରେ ଚାକିରୀ ମାମଲା: ଲାଲୁ ଓ ରାବଡିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜମି ବଦଳରେ ଚାକିରୀ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୫୦୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଏହି ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର…

ଛତିଶଗଡ଼ରେ ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୫ ଶ୍ରମିକଙ୍କର ମୃତ୍ୟୁ

ରାୟପୁର: ଛତିଶଗଡର ମହାସମୁନ୍ଦ ଜିଲ୍ଲାରେ ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଆଜି ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜିଲ୍ଲାର ଗଢଫୁଲଝର ଗ୍ରାମରେ ଏକ ଇଟାଭାଟି ଉପରେ ଶୋଇଥିବାବେଳେ ପାଞ୍ଚ ଜଣ ଶ୍ରମିକଙ୍କର ଶ୍ୱାସରୁଦ୍ଧ…

ଜେଡ ପ୍ଲସ ସୁରକ୍ଷା ହଟାଇବାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସତ୍ୟପାଲ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରୁଥିବା ସତ୍ୟପାଲ ମଲିକଙ୍କ ଜେଡ଼ ପ୍ଲସ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି । ଆଉ ଏହାକୁ ନେଇ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ…

ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା କରୋନାର ନୂଆ ୬୧୮ଟି ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଗତ କିଛି ଦିନ ହେବ ଦେଶରେ ୪୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୮ଟି ନୂଆ କରୋନା ମାମଲା ଆସିଛି ।…

ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ

ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି  ୨୪ ଘଣ୍ଟାରୁ କମ ସମୟ  ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।…

ସ୍ମାର୍ଟଫୋନରେ ଗୋପନୀୟତାକୁ ଗୁରୁତ୍ୱ, ସରକାର ଆଣିପାରନ୍ତି ନୂଆ ନିୟମ

ନୂୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ବର୍ତ୍ତମାନ କମ୍ପାନୀଗୁଡ଼ିକୁ ସ୍ମାର୍ଟଫୋନରେ ପ୍ରି-ଇନଷ୍ଟଲଡ ଆପ ଆସୁଛି। ହେଲେ…

ମୁଦ୍ଦା ‘ଆଦାନୀ’: ୧୭ ବିରୋଧୀ ଦଳ ଗୋଷ୍ଠୀରୁ ଦୂରେଇ ରହିଲା ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁଦ୍ଦା ଗୋଟିଏ। କିନ୍ତୁ ଏକାଠି ପ୍ରତିବାଦ କିମ୍ବା ବୈଠକରେ ସାମିଲ ନହୋଇ ବିରୋଧୀ ଅଲଗା ଅଲଗା ସ୍ଥାନରେ ପ୍ରତିବାଦ କରିବା ଶାସକ ଦଳ ବିଜେପିକୁ ବେଶ ସୁହାଇଛି। ଆଦାନୀ ପ୍ରସଙ୍ଗରେ ବିରୋଧୀ ମେଳିରୁ ଦୂରେଇ ମଙ୍ଗଳବାର ଏକାକୀ ଟିଏମସି ପ୍ରତିବାଦ କରିଛି। ଏହାପରେ…

ଆଇପିୟୁରେ ପାକିସ୍ତାନ ଉପରେ ବର୍ଷିଲେ ସସ୍ମିତ ପାତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାହରିନରେ ଚାଲିଛି ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର 146 ତମ ବୈଠକ। ଏହି ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜବାବରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି।…

ଆମେରିକାର ଡ୍ରୋନକୁ ମାରି ଖସାଇ ଦେଲା ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଆମେରିକା ସହିତ ଋଷର ବିବାଦ ରହିଛି। ଏହି ସମୟରେ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଛି ଋଷର ଏସୟୁ-27 ଯୁଦ୍ଧ ବିମାନ। ବ୍ଲାକ ସି ବା କଳା ସାଗର ଉପରେ ଏକ ଆମେରିକୀୟ ଡ୍ରୋନ୍ ତଳକୁ ଖସାଇ ଦେଇଛି ପୁଟିନ ସେନା। ଆମେରିକା ସେନା ଦେଇଥିବା ସୂଚନା…