Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଗ୍ ବ୍ରଦରର ପ୍ରତିଯୋଗୀ ହେବେ ଲୋକପ୍ରିୟ କଳାକାର ଅବଦୁ ରୋଜିକ୍

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ । ତାଜାକିସ୍ତାନର ଅବଦୁ ରୋଜିକ୍ ଏହି ରିଆଲିଟି ସୋ’ରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ବିଗ୍ ବସ୍ ୧୬ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଥିଲେ ଅବଦୁ। ପୂର୍ବରୁ  ଭାରତରେ ଅବଦୁଙ୍କ…

୩ ହଜାର ୯୦୦ କର୍ମଚାରୀଙ୍କୁ ଛଟେଇ କରିବ ଆଇବିଏମ୍‌

ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି ବିଭିନ୍ନ କମ୍ପାନୀ । ପ୍ରଥମେ ଟ୍ୱିଟର,ଗୁଗୁଲ ପରେ ଆମାଜନ ଆଉ ଏବେ ଆଇବିଏମ କ୍ରପ୍‌ କମ୍ପାନୀ ଏହି ତାଲିକାରେ ଯୋଡ଼ି ହୋଇଯାଇଛି । ପ୍ରଥମେ ଟ୍ୱିଟର କମ୍ପାନୀର ସିଇଓ ଏଲନ୍‌ ମସ୍କ କମ୍ପାନୀରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ…

ନାଇଜେରିଆରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ : ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ । ବୋମା ମାଡ଼ରେ ୧୨ରୁ ଅଧିକ ଗୋ-ପାଳକ ଏବଂ ସେଠାରେ ଉପସ୍ଥିତ ଥିବା ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ମାନଙ୍କୁ…

ବର୍ଜ୍ୟବସ୍ତୁରୁ ପୋଟ୍ରେଟ୍ ତିଆରି ନିଶାରେ ମାତିଛନ୍ତି ନାଇଜେରିଆ ଯୁବକ

ନୂଆଦିଲ୍ଳୀ : ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତଙ୍କର କିଛି ନା କିଛି ହବି ଥାଏ । କାହାର ବହି ପଢିବା ,ଗୀତ ଗାଇବା କି ଗୀତ ଶୁଣିବା, ରୋଷେଇ କରିବା ତ ଆଉ କାହାର ଅଳିଆ ଆବର୍ଜନାରୁ ସୁନ୍ଦର ଆର୍ଟ କରିବା  ଆଦି ଥାଏ। ହେଲେ କେହି ପୁରୁଣା ଚପଲରୁ ପୋଟ୍ରେଟ୍ ତିଆରି କରିବା କେବେ ଶୁଣିଛନ୍ତି…

୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ଥାନେ : ମହାରାଷ୍ଟ୍ରର ଭିୱାଣ୍ଡିରୁ ଆସିଲା ଲଜ୍ଜାଜନକ ଘଟଣା। ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ କରାଯାଇଛି ହତ୍ୟା । ସୂଚନା ଅନୁଯାୟୀ, ପିଡ଼ୀତାଙ୍କ ବାପା ଜଣେ ସ୍କ୍ରାପ ଦୋକାନ କରିଥିବା ବେଳେ ମା’ ବ୍ୟାଗ ତିଆରି ୟୁନିଟରେ କାମ କରନ୍ତି । ଘଟଣା ଦିନ ପୀଡ଼ିତାଙ୍କ ପରିବାର ଲୋକ କାମ…

ଖନନ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଏକାଧିକ ଘର: ଜଣେ ମୃତ, ଏକାଧିକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆଗ୍ରାରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଖନନ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ଘର ଭୁଶୁଡ଼ି ପଡ଼ିଛି। ଏଥିରେ ଏକାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ…

ବିବିସି ଡକ୍ୟୁମେଣ୍ଟାରୀ: ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରିବୁ ବୋଲି କହିଲା ଆମେରିକା

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର…

ଦୁଇ ବର୍ଷର ବ୍ୟାନ୍ ପରେ ଫେସ୍‌ବୁକ୍‌ସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ପୁଣିଥରେ ଫେସ୍‌ବୁକ୍‌ସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ବର୍ଷ ବ୍ୟାନ୍ ଲାଗିବା ପରେ ‘ମେଟା’ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ପୁନଃ ସକ୍ରିୟ କରି ଦେଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡୋନାଲ୍ଡ…

SCO ବୈଠକରେ ଭୁଟ୍ଟୋଙ୍କ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ସମ୍ପର୍କ ଧୀରେ ଧୀରେ ସୁଧୁରିବା ଭଳି ମନେ ହେଉଛି। ନିକଟରେ ଦୁବାଇରେ ଭାରତ ଉତ୍ତମ ସମ୍ପର୍କ ରଖିବା କଥା କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଦ ସରିଫ। ଆଉ ଏବେ ଭାରତ ଗୋଆରେ ହେବାକୁ ଥିବା ସାଂଘାଇ କୋପରେସନ ଅର୍ଗାଇନାଇଜେସନ(SCO) ମିଟିଂରେ ଯୋଗ ଦେବାକୁ…

ବିନାଶ ମୁହାଁ ବିଶ୍ବ !

ନୂଆଦିଲ୍ଲୀ: ବିନାଶ ମୁହାଁ ଏବେ ସାରା ବିଶ୍ବ । ବିଧ୍ବଂସ ଆଉ କିଛି ଦୂରରେ । ହେଲେ ଡୁମ୍ସଡେ କ୍ଲକରୁ ବୈଜ୍ଞାନିକମାନେ କମ୍ କରିଛନ୍ତି ୧୦ସେକେଣ୍ଡ । ଦୀର୍ଘ ତିନି ବର୍ଷ ଧରି ଡୁମ୍ସଡେ ଘଣ୍ଟାରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ…