Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରାଜିଲରେ ଦଙ୍ଗା : ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଲା

ନୂଆଦିଲ୍ଲୀ : ବ୍ରାଜିଲର ସେନାମୁଖ୍ୟ ହେଲେ ବହିଷ୍କାର। ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲଭା । ଦୁଇ ସପ୍ତାହ ତଳେ ବ୍ରାଜିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ରାଷ୍ଟ୍ରପତି। ଆର୍ଜେଣ୍ଟିନା…

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ

ଆଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ…

ନେପାଳ ବିମାନ ଦୁର୍ଘଟଣା: ୪ ଭାରତୀୟଙ୍କ ମୃତ ଦେହକୁ ଅପେକ୍ଷା କରିଛନ୍ତି ପରିବାର

ନୂଆଦିଲ୍ଲୀ: ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଅପେକ୍ଷା କରି ରହିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ନେପାଳର ପୋଖରାରେ ୟେତି…

କୁକୁଡ଼ାର ଦାମ୍‌ ୧ଲକ୍ଷ ୬୨ ହଜାର ଟଙ୍କା

ବ୍ୟୁରୋ : ସମସ୍ତଙ୍କୁ ଚିକେନ୍‌ ଖାଇବାକୁ ପସନ୍ଦ ଥାଏ । ସେଥିପାଇଁ କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ । ଆଉ ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଆପଣମାନେ ଭଲଭାବରେ ଜାଣିଥିବେ ଯେ କୁକୁଡ଼ା ଅନେକ ପ୍ରଜାତିର ଅଛନ୍ତି।…

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା…

ଶାହରୁଖ କିଏ ମୁଁ ଜାଣିନି ବୋଲି କହିବା ପରେ ରାତି ୨ଟାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ଅଭିନେତା

ନୂଆଦିଲ୍ଲୀ: ଆସାମ ଥିଏଟରେ ଲାଗିଥିବା ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ପୋଷ୍ଟର ଚିରିବା ଓ ନିଆଁ ଲଗାଇବା ଘଟଣାରେ ଗତକାଲି ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଶାହରୁଖ ଖାନ୍ କିଏ ମୁଁ ଜାଣିନି। ତାଙ୍କ ଫିଲ୍ମ ବିଷୟରେ ବି ମୋତେ ଜଣା…

ମୋଦୀଙ୍କ ଉପରେ ବିବିସିର ୱେବ୍‌ ସିରିଜ୍: ଶେୟାର ହୋଇଥିବା ୟୁଟ୍ୟୁବ୍ ଭିଡିଓ ଓ ଟ୍ୱିଟର ବ୍ଲକ୍‌ କଲେ ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ରିଟିସ୍ ମିଡିଆ ବିବିସି କରିଥିବା ୱେବ୍‌ ସିରିଜ୍‌କୁ ଭାରତ ସରକାର ବ୍ଲକ୍‌ କରିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ନେତା ମନ୍ତ୍ରୀ ଓ ଅମଲାମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି। ବିବିସି ୟୁଟ୍ୟୁବ୍‌ରେ ଛାଡ଼ିଥିବା ଏହି…

ରେସଲର ଆନ୍ଦୋଳନ: କ୍ରୀଡ଼ାମନ୍ତ୍ରାଳୟର ହସ୍ତକ୍ଷେପ ପରେ WFI ଜେନେରାଲ କାଉନ୍‌ସିଲ ବୈଠକ ରଦ୍ଦ

ନୂଆଦିଲ୍ଲୀ: ଜେନେରାଲ କାଉନ୍‌ସିଲ ବୈଠକ ରଦ୍ଦା କଲା ଭାରତୀୟ କୁସ୍ତି ସଂଘ(WFI)।  ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ସହ ଅନ୍ୟାନ୍ୟ ଅଭିଯୋଗ ଲାଗିବା ପରେ ସଂଘ ପକ୍ଷରୁ ଜାନୁଆରୀ ୨୨ ରବିବାର ଜେନେରାଲ୍ କାଉନସିଲ୍ ବୈଠକ ଡକାଯାଇଥିଲା। ଏଥିରେ ସମସ୍ୟା ସମ୍ପର୍କରେ…

ଚୀନରେ ୮୦% ଲୋକ ବର୍ତ୍ତମାନ କରୋନା ସଂକ୍ରମିତ: ଦ୍ୱିତୀୟ ଲହର ଆଶଙ୍କା କମ୍‌ ବୋଲି କହିଲେ ବୈଜ୍ଞାନିକ

ବେଜିଂ: ଚୀନରେ ୮୦ ପ୍ରତିଶତ ଲୋକ ବର୍ତ୍ତମାନ କରୋନା ସଂକ୍ରମିତ। ତେଣୁ ଆସନ୍ତା ଦୁଇ-୩ ମାସ ମଧ୍ୟରେ କରୋନା ସଂକ୍ରମଣ ଭୟାବହତା କ୍ଷୀଣ ଦେଖାଯାଉଛି। ଶନିବାର ଚୀନର ଜଣେ ସରକାରୀ ବୈଜ୍ଞାନିକ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ଏହି ସୂଚନା ଦେଇଛନ୍ତି। ତେବେ ଲୁନାର ନ୍ୟୁ ଇୟର ଚାଲିଥିବାରୁ…

ଆକାଶମାର୍ଗରୁ ବୋମା ବର୍ଷାକଲା ଆମେରିକା: ୩୦ ଆତଙ୍କବାଦୀ ମୃତ

ମୋଗାଦିଶୁ: ଆତଙ୍କବାଦ ସହ ଯୁଝୁଥିବା ସୋମାଲିଆରେ ଆମେରିକାର ଆତଙ୍କବାଦୀ ସଫେଇ ଅଭିଯାନ। ଆକାଶମାର୍ଗରୁ ଆତଙ୍କବାଦୀଙ୍କ ଠିକଣା ଉପରେ ବୋମା ବର୍ଷାଇଲା ଆମେରିକା ସେନା। ଏଥିରେ ଅଲ୍‌ ଶବାବ ଆତଙ୍କବାଦୀ ସଂଗଠନ ୩୦ ଆତଙ୍କବାଦୀଙ୍କୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର(୨୦ ଜାନୁଆରି)…