Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦୀଙ୍କୁ ଟେନସେନ ଦେବାକୁ ଚାହୁଁନାହାନ୍ତି ମମତା: ଅଧୀର ରଞ୍ଜନ

କୋଲକାତା: ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଳି ସମସ୍ତଙ୍କୁ ଜଣା। ଏବେ କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ ଗୋଟିଏ ସହମତି ହୋଇଛି। ଯେଉଁଥିପାଇଁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମୋଦୀଙ୍କ ବିରୋଧରେ ଆଗ ଭଳି କିଛି…

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ'ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ…

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଗଲା ଡମ୍ପର; ୬ ମୃତ

ଲକ୍ଷ୍ନୌ: ଉନ୍ନାବ ଜିଲ୍ଲାର ଲକ୍ଷ୍ନୌ-କାନପୁର ହାଇୱେ ଉପରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଡମ୍ପର ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଇଛି । ଫଳରେ ୬ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି ।…

ଆଇଟି ପରେ ଆମେରିକା ଗଣମାଧ୍ୟମରେ ଆରମ୍ଭ ହେଲା କର୍ମଚାରୀ ଛଟେଇ

ନ୍ୟୁୟର୍କ:ଗୁଗୁଲ, ଟୁଇଟର, ଆମାଜନ ପରେ ଏବେ ଆମେରିକା ଗଣମାଧ୍ୟମ ପାଇଁ କଠିନ ସମୟ । ଅନେକ ବଡ ବଡ ଗଣମାଧ୍ୟମ ମାନ୍ଦାବସ୍ଥା କାରଣରୁ କର୍ମଚାରୀ ଛଟେଇ କରିବା ପାଇଁ ଘୋଷଣା କରିଛନ୍ତି । ଶୀତ ଆରମ୍ଭରୁ ଛଟେଇ ଆରମ୍ଭ ହେବ ବୋଲି ଅନେକ କମ୍ପାନୀ ଘୋଷଣା କରି ସାରିଛନ୍ତି । ଭକ୍ସ ମିଡିଆ (Vox…

ରାହୁଲ-ସଞ୍ଜୟଙ୍କ କଦମତାଳ; ଏକ ନୂଆ ସମୀକରଣର ସୂଚନା

ନୂଆଦିଲ୍ଲୀ: କଂଗ୍ରେସର ଭାରତଯୋଡୋ ଯାତ୍ରାରେ ଶିବସେନା କଶ୍ମୀରରେ ଦ୍ଵିତୀୟ ଥର ପାଇଁ ଏଣ୍ଟ୍ରି ମାରିଛି ଯାହା ଖାଲି ମହାରାଷ୍ଟ୍ର ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ୨୦୨୪ ପାଇଁ ଏକ ନୂଆ ସମୀକରଣର ସଙ୍କେତ ଦେଉଛି । କଂଗ୍ରେସ ହାତ ଧରି ଶିବସେନା ଖାଲି ବିଏମସି ନିର୍ବାଚନରେ ନିଜକୁ…

ଋଣ କରି ଭିକାରି ହେଲେ କୋଟିପତି: ବିକି ଦେଲେ କୋଠା ଓ ଜେଟ

ବେଜିଂ : ଚୀନରେ ଅର୍ଥନୀତି ସାଂଘାତିକ ସ୍ଥିତିରେ । ଅନେକ କୋଟିପତିଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଲାଣି । ଅନେକ କୋଟିପତିଙ୍କ ସଂପତ୍ତି ଦ୍ରୁତ ଗତିରେ ହ୍ରାସପାଉଥିବା ଲକ୍ଷ୍ୟ କରାଯାଇଛି । ଚୀନର ରିଅଲ ଇଷ୍ଟେଟ କମ୍ପାନୀ ଚାଇନା ଏଭରଗ୍ରାଣ୍ଡର ଚେୟାରମ୍ୟାନ ହୁଇ କା ୟାନଙ୍କ ସଂପତ୍ତି ଦ୍ରୁତ…

ଚାଇନିଜ୍‌ ନୂଆବର୍ଷ ପାଳନ ବେଳେ ଗୁଳିକାଣ୍ଡ , ୯ ମୃତ

କାଲିଫୋର୍ଣ୍ଣିଆ: ଶନିବାର ଆମେରିକାର କାଲିଫୋର୍ଣ୍ଣିଆରେ  ଘଟିଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୂଯାୟୀ ଏହି ଘଟଣା ଶନିବାର ରାତି ୧୦ ଟା ପରେ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ହାତରେ ମେସିନ ଗନ୍…

ଘୁଷୁରୀ ମୃତ୍ୟୁ ପାଇଁ ଚକ୍ରବ୍ୟୁହ ରଚୁଥିଲେ ନିଜେ ଫସିଲେ

ନୂଆଦିଲ୍ଲୀ:ଏକ ଘୁଷୁରିକୁ ମାରିବାକୁ ଯାଇ  ହଙ୍ଗକଙ୍ଗରେ ଜଣେ ୬୧ ବର୍ଷିୟ କଂସେଇଙ୍କର ମୃତ୍ୟୁ ଘଟିଛି । ଏହି ଖବରଟି ପୁଲିସ ସୂତ୍ରରୁ ସୂଚନା ପାଇଁ ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଚୀନ୍‌ର ମେନ୍‌ଲାଣ୍ଡ୍‌ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ହଙ୍ଗକଙ୍ଗ ସହରର ଉତ୍ତରପାର୍ଶ୍ବ ଉପକଣ୍ଠରେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ୧୩ ଘଣ୍ଟା ରେଡ୍‌

ନୂଆଦିଲ୍ଲୀ : ବଢିଲା ଜୋ ବାଇଡେନଙ୍କ ଅଡ଼ୁଆ । ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ  ରାଷ୍ଟ୍ରପତି ଜୋ ବାଇଡେନଙ୍କ ୱିଲମିଙ୍ଗଟନରେ ଥିବା ବାସଭବନ ଚଢାଉ କରିଛନ୍ତି । ୧୩ ଘଣ୍ଟା ଖୋଜାଖୋଜି କରିବା ପରେ ୬ଟି ଗୋପନୀୟ ତଥ୍ୟ ପାଇଛନ୍ତି ।  ଜୋ ବାଇଡେନ କିଛି ହାତ ଲେଖା ନୋଟ୍‌…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…