Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଣ୍ଡନରେ ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଆକ୍ରମଣ, ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ଭାରତର ସମନ

ନୂଆଦିଲ୍ଲୀ: ବ୍ରିଟେନ୍ ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ଲଣ୍ଡନରେ ଥିବା ଭରାତୀୟ ଉଚ୍ଚା ଆୟୋଗ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଖିଲିସ୍ତାନୀ ଉଗ୍ରବାଦୀମାନେ କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ହଟାଇବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।…

ରେଳ ଷ୍ଟେସନ୍‌ରେ ଯାତ୍ରୀ ଅପେକ୍ଷା କରିଥିବା ବେଳେ ଟିଭି ସ୍କ୍ରିନ୍‌ ଚାଲିଲା ଅଶ୍ଳୀଳ ଭିଡିଓ; ତଦନ୍ତ ଆରମ୍ଭ

ପାଟନା: ବିହାରର ପାଟନା ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ ଶତାଧିକ ଯାତ୍ରୀ। ଟ୍ରେନ୍‌ ଆସିଲେ ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଯିବେ। ଷ୍ଟେସନ୍‌ରେ ଲାଗିଥିବା ଟିଭିରେ ଚାଲୁଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଅଶ୍ଳୀଳ ଫିଲ୍ମ(ପର୍ଣ୍ଣ ଫିଲ୍ମ) ଦେଖାଇବା ଆରମ୍ଭ ହୋଇଗଲା। ପ୍ରାୟ ୩ ମିନିଟ ଧରି…

ଆତ୍ମସମର୍ପଣ କଲେ ଅମୃତପାଲଙ୍କ ଦାଦା, ଡ୍ରାଇଭର: ଅମୃତପାଲଙ୍କୁ ଧରିବା ପୋଲିସ ନାକେଦମ

ଚଣ୍ଡିଗଡ:ଖଲିସ୍ତାନ ସମର୍ଥକ ତଥା ବାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କ ସହ ତାଙ୍କ ସହଯୋଗୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ବିଳମ୍ବିତ ରାତିରେ ଅମୃତପାଲ ସିଂହଙ୍କ ଚାଚା ହରଜିତ ସିଂହ ଏବଂ ତାଙ୍କର ଡ୍ରାଇଭର ପଞ୍ଜାବ ପୋଲିସ  ପାଖରେ ଆତ୍ମସମର୍ପଣ କରିଛନ୍ତି ।…

ଗ୍ୟାରେଜ୍‌ରେ କାମ କରନ୍ତି ଗ୍ଲାମରସ୍ ଲେଡ଼ି ମେକାନିକ୍‌

କାଲିଫର୍ନିଆ: ଯେତେବେଳେ କୌଣସି କାର୍ଯ୍ୟ ପାଇଁ ଶାରିରୀକ ଦକ୍ଷତାର ଆବଶ୍ୟକ ପଡ଼େ ସେତେବେଳେ ପ୍ରଥମେ ଆସନ୍ତି ପୁରୁଷ । କିନ୍ତୁ ଜଣେ ସୁନ୍ଦରୀ ମହିଳା ଯଦି ମେକାନିକ କାର୍ଯ୍ୟକୁ ଆପଣାନ୍ତି ତେବେ ଏକଥା ଶୁଣିବା ପରେ ଆପଣଙ୍କୁ କେମିତି ଲାଗିବ । ବାସ୍ତବରେ ଜଟିଳ ମେକାନିକ କାର୍ଯ୍ୟକୁ ଦକ୍ଷତାର ସହ…

ଘରେ କଲେ ଦୁନିଆର ସବୁଠୁ ବଡ଼ ଆକ୍ୱାରିୟମ

ଇସ୍ରାଏଲ୍‌: ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ସଉକ ଥାଏ । କିଏ ଘରେ ପାଳିତ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି ତ ଆଉ କିଏ ଆକ୍ୱାରିୟମରେ ରଙ୍ଗବେରଙ୍ଗର ମାଛ ରଖିଥାନ୍ତି । କିନ୍ତୁ ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ନିଜ ଘରେ ତିଆରି କରିଛନ୍ତି ଏକ ବୃହତ୍ତ ଆକ୍ୱାରିୟମ୍ । ଏହାକୁ…

ଶୁଖିଲା ପନିପରିବାକୁ ରାସାୟନିକ ପଦାର୍ଥରେ ମିଶାଇ କରାଯାଉଛି ସତେଜ: ଭାଇରାଲ ଭିଡ଼ିଓରେ ଜଣାପଡ଼ିଲା କାରନାମା

ସୋସିଆଲ୍ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଏହିପରି ଅନେକ ଜିନିଷ ମଧ୍ୟ ଦେଖାଯାଏ ଯାହା ଆପଣଙ୍କ ଦୈନନ୍ଦିନ ଜୀବନ ଓ ସ୍ୱାସ୍ଥ୍ୟ ପାଇଁ ଦେଖିବା ଏବଂ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପନିପରିବା ଓ ଶାଗକୁ ଆପଣ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରାଥମିକତା ଦିଅନ୍ତି । ହେଲେ ସୋସିଆଲ…

ରାଜସ୍ଥାନର ଚର୍ଚ୍ଚିତ ‘ଥାର ମହୋତ୍ସବ’: ଦୁଇ କୋଟି ଟଙ୍କାର ଅଳଙ୍କାର ପିନ୍ଧି ମଞ୍ଚରେ ଝଲସିଲେ ଯୁବତୀ

ରାଜସ୍ଥାନ: ଆପଣ କୌଣସି ଝିଅ ମେକଅପ୍ ହୋଇ ଭଲ ପୋଷାକ ପିନ୍ଧି ପ୍ରତିଯୋଗିତାରେ ସାମିଲ ହୋଇଥିବା ଦେଖିଥିବେ ନିଶ୍ଚୟ । କିନ୍ତୁ ରାଜସ୍ଥାନରେ ଏପରି ଏକ ଉତ୍ସବ ଆୟୋଜିତ ହୋଇଛି ଯେଉଁଠି ପୋଷାକ ତୁଳନାରେ ଅଳଙ୍କାରକୁ ଗୁରୁତ୍ୱ ଦିଆଯାଉଛି । ଆଶ୍ଚର୍ଯ୍ୟର କଥା ହେଲା ଏହି ପ୍ରତିଯୋଗିତାରେ ଭାଗ…

ସବୁଠି ‘ନାଟୁ-ନାଟୁ’ର କ୍ରେଜ: ପାକିସ୍ତାନରେ ନାଚିଲେ ଯୁବକଯୁବତୀ

ମୁମ୍ବାଇ: ଓସ୍କାର ଜିତିବା ପରେ ‘ନାଟୁ ନାଟୁ’ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁ ଧୁମ୍‌ରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ପାକିସ୍ତାନୀ…

‘ଥାଲ ସେବା’: ୫ ବର୍ଷରେ ଖାଇଲେଣି ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ଉତ୍ତରାଖଣ୍ଡ: ଏବେକା ମହଙ୍ଗା ଯୁଗରେ ଚା’ କପଟିଏ ପିଇବା ପାଇଁ ଯେତେବେଳେ ଅତିକମ୍‌ରେ ୧୦ ଟଙ୍କାଟିଏ ଦେବାକୁ ପଡ଼ୁଛି ସେଭଳି ସମୟରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ମିଲ୍ ଖୁଆଇବା କିଭଳି ସମ୍ଭବ ? ସରକାରୀ ଭାବେ ନୁହେଁ ବ୍ୟକ୍ତିଗତ ଉଦ୍ୟମରେ ୫ ଟଙ୍କାରେ ଲୋକଙ୍କୁ ମିଲ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି…

ଆସନ୍ତୁ ଜାଣିବା କେଉଁ ଦେଶର ରାଷ୍ଟ୍ରପତି କହିଲେ ଚିକେନ ପଞ୍ଝା ଖାଇ ଜୀବନ ବଂଚାଅ

କାହିରା: ମିଶରରେ ଏବେ ଆର୍ଥୀକ ମାନ୍ଦାବସ୍ଥା ଏତେ ମାତ୍ରାରେ ବୃଦ୍ଧି ପାଇଛି ସାଧାରଣ ଲୋକଙ୍କ କ୍ଷେତ୍ରରେ ଚଳିବା କଷ୍ଟକର ହୋଇ ପଡିଛି । ଏହି ଅବସ୍ଥାରେ ସେମାନେ ସରକାରଙ୍କଠାରୁ ସାହାଯ୍ୟ ଆଶା କରୁଥିବା ବେଳେ ସେଠାକାର ରାଷ୍ଟ୍ରପତି ଏ ଭଳି ପରାମର୍ଶ ଦେଇଛନ୍ତି ଯେ, ତାହା ଲୋକଙ୍କୁ ଅସନ୍ତୁଷ୍ଟ…