Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭.୩ କିଲୋର ଶିଶୁ ଜନ୍ମ

ସାଧାରଣତଃ ଏକ ସୁସ୍ଥ ସବଳ ଶିଶୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ବାପାମାଆ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ହେଲେ ବ୍ରାଜିଲରେ ଏମିତି ଏକ ଶିଶୁ ଜନ୍ମ ହୋଇଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ନବଜାତ ଶିଶୁର ଓଜନ ୭ କିଲୋ ୩ ଶହ ଗ୍ରାମ । ଦୁନିଆର…

ଏମିତି ସ୍କୁଲ ଯେଉଁଠି ଜଣେ ଛାତ୍ରକୁ ଜଣେ ଶିକ୍ଷକ

ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀସ୍ତରରେ ଅନେକ ବ୍ୟୟ ଅଟକଳ ମଧ୍ୟ କରାଯାଉଛି । ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା, ପାଠ୍ୟସାମଗ୍ରୀ ଆଦି…

ଗତ ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ; ଏଥର ୬.୦ ତୀବ୍ରତାରେ ପୁଣି ଥରିଲା ତୁର୍କୀ; ଗଲାଣି ୧୮୦୦ରୁ ଅଧିକ ଜୀବନ

ଇସ୍ତାନବୁଲ: ତୁର୍କିରେ ବିପଦ ଟଳିବାର ନାଁ ନେଉ ନାହିଁ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ପୂରା ଦେଶକୁ ଥରାଇ ସାରିଲାଣି। ଗତ ୨୪ ଘଣ୍ଟାରେ ତୁର୍କିରେ ଦୁଇଟି ବଡ଼ ବଡ଼ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଏବେ ପୁଣି ତୃତୀୟ ଭୂମିକମ୍ପ ହୋଇଛି। ଯଦିଓ ତୃତୀୟ ଭୂମିକମ୍ପ ପୂର୍ବ ଦୁଇଟି ତୁଳନାରେ ସେତେ…

ଜେସିବିରେ କନିଆ ଘର ଗଲା ବର

ଆଜିକାଲି ବିବାହ କରିବାକୁ ବର କାର, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ । ଏବେ ପୁଣି ଫେଶନ ହେଲାଣି ପାଲିଙ୍କିରେ ପୁରୁଣା ଢଙ୍ଗରେ କନିଆ ଘର ଯାଉଛି ବର । କିନ୍ତୁ ଜଣେ ବର ଜେସିବିରେ ବସି ବିବାହ କରିବାକୁ ଆସିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ପୁସ୍ତକକୁ ରୋକ ଲଗାଇଲା ଆମାଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ପୁସ୍ତକ ମୋଦି ଆଣ୍ଡ ମିକୁ ବ୍ୟାନ କରିଛି ଆମାଜନ । ସୌରଭ ଦତଙ୍କ ଏହି ପୁସ୍ତକ ହିନ୍ଦୁତ୍ୱ ଉପରେ ଆଧାରିତ ହୋଇଥିବାରୁ ବ୍ୟାନ କରାଯାଇଛି ବୋଲି ଯୁକ୍ତି ବାଢ଼ିଛି ଆମାଜନ । ସୌରଭ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଟୁଇଟ…

ରାଫେଲ ଡିଲକୁ ନେଇ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ୍‌; ମିଛ ଯେତେ ବଡ଼ ହେଲେ ବି ସତ ଆଗରେ ଦିନେ ହାରିବ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର(ଫେବ୍ରୁଆରୀ ୬) କର୍ଣ୍ଣାଟକ ତୁମକୁରରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(HAL)ର ହେଲିକପ୍ଟର ଫ୍ୟାକ୍ଟ୍ରିର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଲାଇଟ୍‌ ୟୁଟିଲିଟ ହେଲିକପ୍ଟରର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ…

ସରିଫ ମାନିଲେ, ପାକିସ୍ତାନ ଏବେ ଭିକ ମାଗି ବଞ୍ଚିଛି, କଶ୍ମୀର ଏଜେଣ୍ଡା ପାଇଁ ସମ୍ବଳ ନାହିଁ

ଇସଲାମବାଦ: ପାକିସ୍ତାନ ଏବେ ଭିକାରୀ, ଏମିତି ସ୍ଥିତିରେ କଶ୍ମୀର ଏଜେଣ୍ଡାକୁ ଆମେ କାର୍ଯ୍ୟକାରୀ  କରିପାରିବୁ ନାହିଁ- କହୁ କହୁ ଏମିତି ବଡ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ନିଜେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି, ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟରେ । ଏକ…

କିଏ ଏହି ଗବେଷକ ? ତୁର୍କି ସମେତ ୪ ଦେଶରେ ଭୂମିକମ୍ପ ହେବା ନେଇ ସତର୍କ କରାଇଥିଲେ

ନୂଆଦିଲ୍ଲୀ: ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଏବେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ଭୟଭୀତ କରାଇ ଦେଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ଭୂମିକମ୍ପ ନେଇ ଜିଓଲୋଜିକାଲ ଇନଷ୍ଟିଚ୍ୟୁଟର…

ତୃତୀୟ ଥର ପାଇଁ ସ୍ଥଗିତ ହେଲା ଦିଲ୍ଲୀ ମେୟର ନିର୍ବାଚନ: ସୁପ୍ରିମକୋର୍ଟ ଯିବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ବି ମେୟର କି ଡେପୁଟି ମେୟର ନିର୍ବାଚନ ହୋଇପାରିଲା ନାହିଁ। ମେୟର ନିର୍ବାଚନ ଆୟୋଜନ ପୂର୍ବରୁ ଦୁଇଥର ଫେଲ୍ ମାରିଥିବା ବେଳେ ସୋମବାର ତୃତୀୟ ଥର ଫେଲ୍ ମାରିଛି। ଆଜି(ଫେବ୍ରୁଆରୀ-୬) ପୁଣିଥରେ ସଦନରେ ମୁହାଁମୁହିଁ ହୋଇଛନ୍ତି…

ତୁର୍କିରେ ଭୂମିକମ୍ପ ପାଇଁ ସହଯୋଗର ହାତ ବଢ଼ାଇଲା ଭାରତ, ରିଲିଫ ସାମଗ୍ରୀ ସହ ଯିବ ଏନ୍‌ଡିଆର୍‌ଏଫ୍ ଟିମ୍

ତୁର୍କି: ତୁର୍କିରେ ଗୋଟିଏ ଦିନରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଛାରଖାର କରିଦେଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସୁଧା ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି। ପାଖାପାଖି ୧୭୦୦ ବିଲ୍ଡିଂ ଭାଙ୍ଗି ଚୁରମାର ହୋଇଯାଇଛି। ଏଭଳି ଏକ ବିପଦ ସମୟରେ ତୁର୍କିକୁ…