Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକ୍ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଭାଇ-ଭଉଣୀ ସମ୍ପର୍କକୁ ନେଇ କୁତ୍ସିତ ପ୍ରଶ୍ନ; ସୋସିଆଲ ମିଡିଆରେ ଝଡ

ଇସଲାମବାଦ: ପାକିସ୍ତାନର ଏକ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରୁକୁ ନେଇ ଖୁବ ଚର୍ଚ୍ଚା । ଏହି ପ୍ରଶ୍ନ ଭାଇ ଭଉଣୀର ସମ୍ପର୍କକୁ ନେଇ କରାଯାଇଛି । ଅର୍ଥାତ ଭାଇଭଉଣୀ ସେକ୍ସକୁ ନେଇ ପଚରାଯାଇଛି ପ୍ରଶ୍ନ । ଏପରି ପ୍ରଶ୍ନପତ୍ରକୁ ନେଇ ସୋସିଆଲ ମିଡିଆରେ ଝଡ ବହୁଛି । ଅନେକ…

ପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟା !

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା। ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ…

ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ; ଥରିଲା ଚୀନ

ବେଜିଂ: ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ତାଣ୍ଡବ ରଚିବା ପରେ ଏସିଆ ମହାଦେଶରେ ବିଭିନ୍ନ ଦେଶରେ ଭୂମିକମ୍ପ ଧାରା ଜାରି ରହିଛି। ଗୁରୁବରା ତାଜିକିସ୍ତାନ ୬.୮ ତୀବ୍ରତାର ଭୂମିକମ୍ପ ହୋଇଛି। ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି। ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ…

ପୁଟିନ ଆଣବିକ ଚୁକ୍ତି ପ୍ରତ୍ୟାହାର କରିବା ବଡ଼ ଭୁଲ୍ ନିଷ୍ପତ୍ତି: ବାଇଡେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଟିନ ଆମେରିକା ସହିତ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। କହିବାକୁ ଗଲେ ଏକରକମ ବାତିଲ କରିଛନ୍ତି। ଏପରି କରି ପୁଟିନ ସାରା ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ବର୍ତ୍ତମାନ ସେ ୟୁକ୍ରେନ ଯୁଦ୍ଧରେ ଜିତିବା ପାଇଁ ପରମାଣୁ…

ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ…

ଉଦ୍ଧବ-ଏକନାଥ ଦଳୀୟ ଚିହ୍ନ ବିବାଦ: କୋର୍ଟ ରୁମରେ କିଏ କ’ଣ କହିଲେ?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ଦଳ ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ (ଧନୁ ତୀର) ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଏହା ବିରୋଧରେ ଉଦ୍ଧବ ଠାକରେ ଗୋଷ୍ଠୀ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।…

ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ସର୍ବନିମ୍ନ ବୟସ ୬ ବର୍ଷ ହେଉ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍କୁଲରେ ଛୋଟ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ହେଉ। କେନ୍ଦ୍ରଶିକ୍ଷା ମନ୍ତ୍ରାଳୟ ଏଭଳି ଏକ ପରାମର୍ଶ ଦେଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଏହିପରି ଏକ ପରାମର୍ଶ ଦେଇଛି କେନ୍ଦ୍ର। ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ…

ମନ୍ଦିରରେ ସାପ ସହ ଖେଳିଲା ପିଲା, ଜୀବନ ଭୟରେ ଦୌଡ଼ିଲେ ଶ୍ରଦ୍ଧାଳୁ

ଯେ କେହି ଦେଖିଲା ହତ୍‌ବାକ୍ ହୋଇଗଲା । ଆଉ ଦୃଶ୍ୟଟି ବି ଥିଲା ଏମିତି ହତ୍‌ବାକ୍ କରିଦେଲା ଭଳି ଘଟଣା । ଏକ ଜିଅନ୍ତା ସାପକୁ ହାତରେ ଧରିଛି ଛୋଟ ପିଲାଟିଏ । ସାପ ତାକୁ ଆକ୍ରମଣ କରିବ କିମ୍ବା ଆତ୍ମରକ୍ଷା ପାଇଁ ଚେଷ୍ଟା କରିବ ସେସବୁ ବାବଦରେ ପିଲାଟିର ଖାତିର ନାହିଁ । ଯେମିତି ହାତରେ ତାର…

ରାଜକୁମାର ହେଲେ ଭୁଟାନର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ପୁ: ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇଛନ୍ତି । ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ ମୋବାଇଲ ୱାଲେଟ ସହିତ ନାଗରିକଙ୍କୁ ଯୋଡାଯାଇଛି । ଏଥିପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛି । ଏଥିରେ ବ୍ୟକ୍ତିଗତ ସୂଚନା ଏବଂ…