Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାଜ୍ ହୋଟେଲରେ ଖାଇବା ପରେ ଖୁଚୁରା ଦେଲେ ଗ୍ରାହକ, ଲୋକେ କଲେ ଥଟ୍ଟା

ଯଦି ଆପଣ ଏକ ପଞ୍ଚ ତାରକା କିମ୍ବା ସାତ ତାରକା ହୋଟେଲକୁ ଖାଇବାକୁ ଯାଉଛନ୍ତି, ତେବେ ଆପଣ ବିଲ୍ କେମିତି ଭରନ୍ତି ? ଆପଣ ଭାବୁଥିବେ ଏହା ଏକ ନିର୍ବୋଧ ପ୍ରଶ୍ନ ହୋଇପାରେ । ବିଲ ପାଇଁ ନଗଦ ଟଙ୍କା ଦେବାକୁ ହେବ । ନଚେତ୍ କ୍ରେଡ଼ିଟ୍ କାର୍ଡ଼ , ଡ଼େବିଟ୍ କାର୍ଡ଼ ଅଥବା କ୍ୟୁଆରକୋଡ଼୍ ମାଧ୍ୟମରେ ବିଲ୍…

ବାହାଘର ପୂର୍ବରୁ ବିମାନବନ୍ଦରରୁ ବର ନିଖୋଜ

ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର…

ଦୁନିଆର ସବୁଠୁ ନିଆରା ସମ୍ପର୍କ, ବାପା-ପୁଅ ସମ୍ପର୍କ

ନୂଆଦିଲ୍ଲୀ: ବାପା ପୁଅର ସମ୍ପର୍କ ଦୁନିଆରେ ସବୁଠୁ ସୁନ୍ଦର ଏବଂ ନିଆରା  । ବାପା ବୁଢା ହେଲେ ବି ସେ ନିଜ ପୁଅର ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଠିକ୍ ସେମିତି ପୁଅ ମଧ୍ୟ ବାପାଙ୍କ ଯତ୍ନ ନେଇଥାନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ପୂର୍ବରୁ କେବେ ଦେଖି ନଥିବେ । ଏହି…

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ବିଜୟୀ, ବିଜେପିର ରେଖାଙ୍କୁ ହରାଇଲେ ଶୈଲି ଓବେରଇ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନର ପ୍ରାୟ ଅଢ଼େଇ ମାସ ପରେ ମେୟର ନିର୍ବାଚିତ ହୋଇଛନ୍ତି । ଆପର ଶୈଲି ଓବେରଇ ବିଜେପିର ରେଖା ଗୁପ୍ତାଙ୍କୁ ୩୪ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଶୈଳି ଓବେରଇଙ୍କୁ ୧୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରେଖା ପାଇଛନ୍ତି ୧୧୬ ଖଣ୍ଡ ଭୋଟ୍ ।…

ଅଜବ ମାନସିକତା : ପ୍ରସବ ଯନ୍ତ୍ରଣା ବେଳେ ହସପିଟାଲରେ ମେକଅପ୍ ନେଲେ ମହିଳା

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ବିଶେଷ ମୁହୂର୍ତ୍ତ । ପ୍ରସବ ସମୟରେ ଅସହ୍ୟ ଯନ୍ତ୍ରଣା ଭୋଗିଥାନ୍ତି ମହିଳାମାନେ । ସେଥିଲାଗି ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଆମେରିକାରେ ଜଣେ ମହିଳା ଏହି ପ୍ରସବ ବେଦନା ସମୟର ସ୍ମୃତିକୁ ମନେ…

ସରକାର ବିରୋଧରେ ସୁପ୍ରିମକୋର୍ଟ ଗଲେ ହାଇକୋର୍ଟର ୭ ଜଣ ବିଚାରପତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଯେଉଁଥିରେ ସେମାନଙ୍କର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ ଆକାଉଣ୍ଟ ବନ୍ଦ ଥିବା ଦାବି କରାଯାଇଛି। ବିଚାରପତିଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ…

୮ ଜଣଙ୍କୁ ହତ୍ୟା କଲା ହାତୀ; ଦଳରୁ ଅଲଗା ହେବା ପରେ ରାଗରେ କରୁଛି ଆକ୍ରମଣ

ରାଞ୍ଚି: ଦୁଇ ଦିନରେ ୮ ଜଣଙ୍କୁ ହତ୍ୟାକଲା ହାତୀ। ଝାରଖଣ୍ଡର ଦୁଇ ଜିଲ୍ଲାରେ ହାତୀ ଆକ୍ରମଣରେ  ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଇତ୍‌କିର ବୋରିଆ ଗାଁରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଲହର୍ଡାଗା ଜିଲ୍ଲାରେ ୪ ଜଣଙ୍କୁ ହତ୍ୟା କରିଛି ହାତୀ। ଲହର୍ଡାଗା…

ଶିକ୍ଷକତା ଛାଡ଼ି ଜିଆ ଖତ ବ୍ୟବସାୟରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଏହି ଯୁବକ

ଚଣ୍ଡୀଗଡ଼: ହରିୟାଣାର ମହେନ୍ଦ୍ରଗଡର ବାସିନ୍ଦା ଦୀପକ ସିଂ ଗତ ତିନିବର୍ଷ ଧରି ଭର୍ମିକମ୍ପୋଷ୍ଟ ବା ଜିଆ ଖତ ବ୍ୟବସାୟ କରୁଛନ୍ତି। ସେ ଏହି ବ୍ୟବସାୟକୁ କେବଳ ଚାରିଟି ବେଡ଼ ବା ଶଯ୍ୟାରେ ଆରମ୍ଭ କରିଥିବାବେଳେ, ଆଜି ତାଙ୍କର ୧୦୦ରୁ ଅଧିକ ଶଯ୍ୟା ଅଛି ଏବଂ ସେ ମାସକୁ ୬୦ ହଜାର ଟଙ୍କା ଲାଭ…

ବ୍ୟାଙ୍କ ଚାକିରି ଛାଡ଼ି ଛତୁରୁ ବିସ୍କୁଟ, ଆଚାର ତିଆରି କରୁଛନ୍ତି ଏହି ଯୁବକ

ଡେରାଡୁନ: ଉତ୍ତରାଖଣ୍ଡ ତେହେରୀ ଗଡ଼ୱାଲର ଏକ ଛୋଟ ଗାଁ ଭେନସକୋଟିରେ ରହୁଥିବା ଛତୁ ଚାଷୀ କୁଲଦୀପ ବିଷ୍ଟ ପିଲାଦିନରୁ ତାଙ୍କ ଜେଜେବାପା ଚାଷ କରୁଥିବାର ଦେଖିଆସୁଥିଲେ | ତେବେ କୁଲଦୀପଙ୍କ ପିତା ଜଣେ ଶିକ୍ଷକ ଥିବାରୁ ସେ ଚାହୁଁଥିଲେ ଯେ କୁଲଦୀପ ଅଧିକ ପାଠ ପଢନ୍ତୁ ଏବଂ ଚାକିରି କରନ୍ତୁ। ଏହି…

ପରୀକ୍ଷାରେ ହିଜାବ ପିନ୍ଧିବାକୁ ଅନୁମତି ମିଳୁ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷାରେ ବସିଲା ବେଳେ ହିଜାବ ପିନ୍ଧିବାକୁ ଦିଆଯାଉ। ଏଭଳି ଦାବି କରି ସୁପ୍ରିମକୋର୍ଟରେ ଫେରାଦ ହେଲେ ଛାତ୍ରୀ। ବୁଧବାର କର୍ଣ୍ଣାଟକ କିଛି ଛାତ୍ରୀ ଓକିଲ ସହାୟତାରେ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛନ୍ତି। କର୍ଣ୍ଣାଟକରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯…