Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ୍ୟାବିନେଟରୁ ଇସ୍ତଫା ଦେଲେ ଆପ୍‌ ନେତା ଫୌଜା ସିଂହ ସରାରି

ଚଣ୍ଡିଗଡ଼: କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ଆମ ଆଦମୀ ପାର୍ଟି ମନ୍ତ୍ରୀ ଫୌଜା ସିଂହ ସରାରି। ପଞ୍ଜାବ ଆପ୍ ସରକାରରେ ଜନମଙ୍ଗଳ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଫୌଜା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ…

ଜୋଶୀମଠ ଭୂସ୍ଖଳନ ବିପଦ: ୬୦୦ ପରିବାରକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡ ଜୋଶୀମଠ ସହର ଏବେ ବିପଦରେ। ଧୀରେ ଧୀରେ ତଳକୁ ଖୁସୁଛି ସହରର ମାଟି। ଫାଟିଲାଣି ଲୋକଙ୍କ ଘର ଦ୍ୱାର। ଚିନ୍ତାରେ ଜନତା ଓ ସରକାର। ହିମାଳୟ କ୍ଷେତ୍ର ଅନ୍ତର୍ଗତ ଗାଢ଼ବାଲ ହିମାଳୟ ଉପରେ ୧୮୯୦ ମିଟର ଉଚ୍ଚାରେ ଏହି ଛୋଟିଆ ସହରର ଅବସ୍ଥିତ। ସହରର ଜନସଂଖ୍ୟା ୨୦ ହଜାରରୁ ଅଧିକ…

ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ କ୍ୟାଲେଣ୍ଡର ରିଲିଜ୍‌ 

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ରିଲିଜ୍‍ ହୋଇଯାଇଛି । କାଲିକଟ୍‍ ସହର ମାଲାବାର ଖ୍ରୀଷ୍ଟିଆନ୍‍ କଲେଜରେ ସେ ଇତିହାସର ଆସୋସିଏଟ୍‍ ପ୍ରଫେସର । ନାଁ ତାଙ୍କର ବଶିଷ୍ଠ । ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‍ ଆୟୋଜିତ…

ଢୁଳେଇ ପଡ଼ିଲେ ଡ୍ରାଇଭର, କାନ୍ଥରେ ପିଟି ହେଲା ବସ୍

କୋଟାୟାମ: ସାବରୀମାଳା ମନ୍ଦିର ଶ୍ରାଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଦର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧.୩୦ ମିନିଟ ସମୟରେ କେରଳ କୋଟାୟାମର ପାଲା ସ୍ଥିତ ମନାଥୁରରେ ଏହି ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ବସ୍‌ଟି କାନ୍ଥରେ…

ଦାନ୍ତରେ ଟାଣି ଟାଣି ନେଲେ ୧୫ ହଜାର ୭୩୦ କିଲୋର ଟ୍ରକ୍… ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜର ଅନ୍ତର୍ନିହିତ ଶାରୀରିକ କ୍ଷମତା ପ୍ରଦର୍ଶନ କରି ଲୋକଙ୍କୁ ଆକର୍ଷିତ କରିଥାଆନ୍ତି । ତାଙ୍କର ଏପରି କୌଶଳ କୌଣସି ସୁପର ହିରୋଠାରୁ ବି କମ୍‌ ନ ଥାଏ । ନିକଟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରି ଫେରାର୍ ଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିଶ୍ର ବେଙ୍ଗାଲୁରୁରୁ ଧରାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶଙ୍କର ମିଶ୍ର ବେଙ୍ଗାଲୁରୁର ଏକ ଘରେ ଲୁଚି ରହିଥିବା ବେଳେ ଖବର…

୨୦୨୨ ଭାରତର ପଞ୍ଚମ ସବୁଠାରୁ ଗରମ ବର୍ଷ ଥିଲା: ପାଣିପାଗ ବିଭାଗ

ନୂଆଦିଲ୍ଲୀ: ୧୯୦୧ ମସିହା ପରେ ୨୦୨୨ ଭାରତର ପଞ୍ଚମ ସବୁଠାରୁ ଗରମ ଅନୁଭୁତ ହୋଇଥିବା ବର୍ଷ ଥିଲା। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ୨୦୨୨ରେ ଭୁପୃଷ୍ଠରେ ପ୍ରବାହିତ ବାୟୁର ବାର୍ଷିକ ହାରାହାରୀ ତାପମାତ୍ରା ଏକ ଦୀର୍ଘକାଳୀନ ହାରାହାରୀ ତାପମାତ୍ରା ଠାରୁ ୦.୫୧ ଡିଗ୍ରୀ ସେଲ୍‌ସିୟସ…

ବିଲେଇର ଦାମ୍ ୮୦୦ କୋଟି

ବ୍ୟୁରୋ: ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତେ ଗୃହପାଳିତ ପଶୁ ବା ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । କିଏ କୁକୁର, ବିଲେଇ ଓ ଗାଈ ରଖିବାକୁ ପସନ୍ଦ କେରତ ଆଉ କିଏ ବିଭିନ୍ନ ପକ୍ଷୀ ରଖିବାକୁ ପସନ୍ଦ କରେ । ହେଲେ ଆଜି ଆାମେ ଆପଣଙ୍କୁ ଏମିତି ଗୃହପାଳିତ ପଶୁ ବିଷୟେର କହିବୁ ଯାହା ଜାଣିଲେ ଆପଣ…

୨୦ ଆଇପିଏସ୍ ଅଫିସରଙ୍କ ସହ ମୋଟ ୭୪ ପୁଲିସ ଅଫିସରଙ୍କୁ ଜାମ୍ମୁ-କାଶ୍ମୀରକୁ ଟ୍ରାନ୍ସଫର କଲେ ସରକାର

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ନରହତ୍ୟା ଜାରି ରହିଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ନିକଟରେ ୧୮ କମ୍ପାନୀ ସିଆର୍‌ପିଏଫ୍‌ ଫୋର୍ସ ପଠାଇଥିଲା। ଏବେ ଗତକାଲି ୨୦ ଆଇପିଏସ୍ ଅଫିସରଙ୍କ ସହ ମୋଟ ୭୪…

ଭାରତରେ ୧ ହଜାର କର୍ମଚାରୀ ଛଟେଇ କରିପାରେ ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ବିଶ୍ୱସ୍ତରରେ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ନିକଟରେ ଘୋଷଣା କରିଛି। ସେଥିରୁ ଭାରତରୁ ପ୍ରାୟ ଏକ ହଜାର କର୍ମଚାରୀ ଛଟେଇ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କମ୍ପାନୀ ଷ୍ଟୋର କର୍ମଚାରୀ ପିଏକ୍ସଟି(ପିପୁଲ…