Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ୧ ହଜାର କର୍ମଚାରୀ ଛଟେଇ କରିପାରେ ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ବିଶ୍ୱସ୍ତରରେ ୧୮ ହଜାର କର୍ମଚାରୀ ଛଟେଇ କରିବା ନେଇ ନିକଟରେ ଘୋଷଣା କରିଛି। ସେଥିରୁ ଭାରତରୁ ପ୍ରାୟ ଏକ ହଜାର କର୍ମଚାରୀ ଛଟେଇ କରିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କମ୍ପାନୀ ଷ୍ଟୋର କର୍ମଚାରୀ ପିଏକ୍ସଟି(ପିପୁଲ…

ଇଡିର ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଆଉ ଏକ ଆଶ୍ୱସ୍ତି ମିଳିଛି । ଇଡି ପକ୍ଷରୁ ଜାରୀ କରାଯାଇଥିବା ଦ୍ୱିତୀୟ ଚାର୍ଜଶିଟରେ ବି ସିସୋଡିଆଙ୍କ ନାମ ନାହିଁ । ତେବେ ଅନ୍ୟ ୧୨ଜଣଙ୍କ ନାମ ଏଥିରେ ରହିଛି । ପୂର୍ବରୁ ୫ଜଣଙ୍କୁ ଇଡି ଗିରଫ…

କେମିତି ହଜିଯାଏ ନୂଆବର୍ଷ ସଙ୍କଳ୍ପ ? ସୋସିଆଲ ମିଡିଆରେ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ଭୁବନେଶ୍ୱର: ନୂଆ ବର୍ଷର ରିଜୋଲ୍ୟୁଶନ ପ୍ରାୟ ସମସ୍ତେ କରନ୍ତି । ହେଲେ ଏହି ରିଜଲ୍ୟୁଶନ କେତେଦିନ କାମ କରେ ତାହା କିଏ ହିସାବ ରଖେ ? ଏମିତି ରିଜଲ୍ୟୁଶନ ପ୍ରତିବର୍ଷ ହୁଏ..ହଜେ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏମିତି ହଜି ଯାଉଥିବା ରିଜୋଲ୍ୟୁଶନର ଚିତ୍ର କେବେ ଦେଖିଛନ୍ତି ? ଶିଳ୍ପପତି…

କଲେଜିୟମ୍ ବିବାଦ, ୩ ଦିନରେ ୪୪ ବିଚାରପତିଙ୍କ ନାଁ ସୁପ୍ରିମକୋର୍ଟଙ୍କୁ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କଲେଜିୟମ୍ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ନରମ ପଡ଼ିଛନ୍ତି । ଏବେ ସୁପ୍ରିମକୋର୍ଟର ୫ ବିଚାରପତି, ୩ ହାଇକୋର୍ଟର ମୁ୍ଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ନିଯୁକ୍ତି ଉପରେ ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର…

ଆପ୍‌ ଓ ବିଜେପି କାଉନସିଲରଙ୍କ ହଟ୍ଟଗୋଳ ଓ ଠେଲାପେଲା ପରେ ସ୍ଥଗିତ ରହିଲା ମେୟର ନିର୍ବାଚନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଓ ବିଜେପି କାଉନସିଲରଙ୍କ ମଧ୍ୟରେ ମାରପିଟ୍‌ ଯୋଗୁ ଘୁଞ୍ଚିଲା ଦିଲ୍ଲୀ ମେୟର ନିର୍ବାଚନ। କାଉନସିଲରମାନଙ୍କର ପ୍ରବଳ ହଟ୍ଟୋଗଳ ସହ ଠେଲାପେଲା ପରେ ଏମ୍‌ସିଡି ଗୃହକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ପରେ ଆଜି…

ଭାରତ ଯୋଡ଼ ଯାତ୍ରାର ପ୍ରଭାବ ! ଗୁଲାମଙ୍କ ହାତ ଛାଡ଼ି ପୁଣି କଂଗ୍ରେସକୁ ଫେରିଲେ ବହୁ ବରିଷ୍ଠ ନେତା

ଶ୍ରୀନଗର: ଦଳର କର୍ମୀଙ୍କୁ ଯୋଡ଼ୁଛି କି ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା? କାରଣ ଏହି ଯାତ୍ରା ଜାମ୍ମୁ-କାଶ୍ମୀର ପ୍ରବେଶ କରିବା ପୂର୍ବରୁ ଆଗୁଆ ବଳ ଗୋଟାଲାଣି କଂଗ୍ରେସ। ଏବେ ପୁଣି ଏକା ପଡ଼ିଯିବେ ଗୁଲାମ ନବୀ ଆଜାଦ। କାରଣ ଆଜି ଏକାଧିକ କଂଗ୍ରେସ କର୍ମୀ ଗୁଲାମ ନବୀ ଆଜାଦଙ୍କୁ ଏକା କରି ଦେଇ…

ବିଶ୍ବର ସବୁଠୁ ବଡ଼ ସୁଇମିଂପୁଲ…

ନୂଆଦିଲ୍ଲୀ : ଆପଣମାନେ ଜାଣିଥିବେ ସାଧାରଣତ ଲୋକମାନେ ନଦୀ, ସମୂଦ୍ର, ବା ପୋଖରୀରେ ଗାଧୋଇବାକୁ ପସନ୍ଦ କରନ୍ତି । ଏବଂ ସେଥିମଧ୍ୟରୁ ଅେନକଙ୍କର ଇଛା ଥାଇବି ଡରିକି ଗାଧୋଇନଥାନ୍ତି । ଆଉ ସେଥିପାଇଁ ସେମାନେ ସୁଇମିଂପୁଲକୁ ନିଜର ଇଛା ପୁରଣ କରିବାକୁ ଯାଇଥାନ୍ତି । ଦେଖିବାକୁ ଗଲେ ବତ୍ତର୍ମାନ…

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଋତୁକାଳୀନ ଫଳ

କୋଲାକାତା: ଏଣିକି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଚିକେନ୍ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ। ଏହି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ମାତ୍ର ୪ ମାସ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଜାନୁଆରୀ ମାସରୁ ସରକାରଙ୍କର ଏହି ଯୋଜନା ଆରମ୍ଭ ହୋଇ ଏପ୍ରିଲ…

ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ପରେଡ୍ କରାନ୍ତି: ଅଶୋକ ଗେହେଲୋଟ୍

ଉଦୟପୁର: ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ଲୋକଙ୍କ ସାମ୍ନାରେ ପରେଡ୍ କରାନ୍ତି। ଫଳରେ ତାଙ୍କୁ ଲାଜ ଲାଗନ୍ତା। ଆଉ ସେ ଅପରାଧ କରିବା ପୂର୍ବରୁ ଭାବନ୍ତେ। ଗୁରୁବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ…

ଆଫଗାନିସ୍ତାନ ସୀମା ନିକଟରେ ୧୧ ଆତଙ୍କବାଦୀ ମାରିଲେ ପାକ ସେନା

ଲାହୋର: ପାକିସ୍ତାନ ସୁରକ୍ଷାକର୍ମୀ ଆଫଗାନିସ୍ତାନ ସୀମା ନିକଟରେ ଦକ୍ଷିଣ ୱଜିରସ୍ତାନରେ ୧୧ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ଏଥିରେ ୨ ଆତ୍ମଘାତୀ ଆତଙ୍କୀ ସାମିଲ । ସର୍ଚ୍ଚ ଅପରେଶନ ବେଳେ ସେମାନଙ୍କୁ ଏହି ସଫଳତା ମିଳିଛି । କମାଣ୍ଡର ହଫିଜୁଲ୍ଲା ତୋରେ ଓରଫ ତୋରେ ହାଫିଜ ଏଥିରେ ମୃତ୍ୟୁବରଣ…