Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୪ ପୂର୍ବୁର ନକ୍ସଲ ମୁକ୍ତ ହେବ ଭାରତ: ଗୃହମନ୍ତ୍ରୀ

ରାୟପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ଦେଶକୁ ନକ୍ସଲ ସମସ୍ୟାରୁ ମୁକ୍ତ କରିବା ଦିଗରେ ମୋଦୀ ସରକାର କାମ କରୁଛନ୍ତି। ଶନିବାର ଛତିଶଗଡର କୋରବା ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି…

ମାନିଲା ଆମେରିକା: ମୋଦୀଙ୍କ ପାଖରେ ରହିଛି ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବାର କ୍ଷମତା

ଓ୍ୱାଶିଂଟନ: ୧୧ ମାସରେ ପହଞ୍ଚିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ କହିଛି ଯେ ୟୁକ୍ରେନରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ଜରୁରୀ। ଆମେରିକା ବିଶ୍ୱାସ କରେ ଯେ କେବଳ ଭାରତ ରୁଷ…

ଛତିଶଗଡର ପ୍ରଥମ ମହିଳା ଅଗ୍ନିବୀର ହିସା: ଝିଅର ପାଠ ପାଇଁ ଜମି, ଅଟୋ ବିକ୍ରି କରିଦେଇଛନ୍ତି କ୍ୟାନସର ଆକ୍ରନ୍ତ ବାପା

ରାୟପୁର: ଜଣେ ଅଟୋ ଡ୍ରାଇଭରର ଝିଅ କଠିନ ପରିଶ୍ରମ ଏବଂ ସାହସ ବଳରେ ଛତିଶଗଡର ପ୍ରଥମ ମହିଳା ଅଗ୍ନିବୀର ହୋଇଛନ୍ତି। ଏହି ସୁନା ଝିଅର ନାମ ହେଉଛି - ହିସା ବାଘେଲ । ସେ ମୂଳତଃ ଛତିଶଗଡର ଦୁର୍ଗ ଜିଲ୍ଲାର ବୋରିଗାର୍କା ଗାଁର ବାସିନ୍ଦା।ସେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ନିଯୁକ୍ତି ୨୦୨୩…

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

ନୂଆଦିଲ୍ଳୀ: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ…

ଏକୁଟିଆ ଅର୍ଥଡକ୍ସ କ୍ରିସମାସ ପାଳନ କଲେ ପୁତିନ

ମସ୍କୋ:ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଅର୍ଥଡକ୍ସ କ୍ରିସମାସ ଏକୁଟିଆ ପାଳନ କରିଛନ୍ତି । ଏହା ପୂର୍ବରୁ ପୁତିନ ସର୍ବଦା କ୍ରିସମାସ ପାଳନ କରିବା ପାଇଁ ରୁଷର ଅନ୍ୟ ରାଜ୍ୟଗୁଡିକୁ ଯାଉଥିଲେ । ମସ୍କୋରେ ଜାର ଶାସକଙ୍କ ପାଇଁ ନିର୍ମାଣ କରାଯାଇଥିବା ଚର୍ଚ୍ଚରେ ସେ ଏକୁଟିଆ ପ୍ରେୟାର…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲା ୫ ବର୍ଷର ଅଭିମନ୍ୟୁ; ଖାଲି ଦେହରେ ରାହୁଲଙ୍କ ହାତ ଧରି ଚାଲିଲା

ରୋହତକ: ଭାରତ ଯୋଡୋ ଯାତ୍ରାକୁ ନେଇ ବେଶ ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଶିଶୁ ।  ଏହି ଶିଶୁକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ । ୫ ବର୍ଷର ଅଭିମନ୍ୟୁ ଶର୍ମା ଖାଲି ଦେହରେ ରାହୁଲଙ୍କ ସହ ବୁଲୁ୍‌ଥିବା ଦେଖିବାକୁ…

କାର ତଳେ ଘୋଷାଡି ହୋଇ ଆଖି ବୁଜିଥିବା ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ଶାହରୁଖ

ନୂଆଦିଲ୍ଲୀ: ମହାନତା ଦେଖାଇଲେ ବଲଉଡ ହିରୋ କିଙ୍ଗ ଖାନ ଶାହରୁଖ । ଅସହାୟ ପରିବାରକୁ ବଢାଇଲେ ସହାୟତାର ହାତ ।  ରାଜଧାନୀ ଦିଲ୍ଲୀରେ ସୁଲତାନପୁରୀ-କଞ୍ଝାବଲା ଘଟଣାରେ ମୃତ୍ ଅଞ୍ଜଳି ସିଂହଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଶାହରୁଖ । ଶାହରୁଖଙ୍କ ଏନଜିଓ ମିର ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ…

ବିରିୟାନି ଖାଇ ଚାଲିଗଲା ଯୁବତୀଙ୍କ ଜୀବନ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିରିୟାନି ଖାଇବା ହେଲା କାଳ । ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ଯୁବତୀଙ୍କୁ ଭାରି ପଡ଼ିଲା । ବିରିୟାନି ଖାଇ ମୃତ୍ୟୁବରଣ କଲେ ୨୦ ବର୍ଷୀୟ ଯୁବତୀ । ଏଭଳି ଘଟଣା ବେଙ୍ଗାଲୁରୁର କସରଗଡ଼ ନିକଟସ୍ଥ ପେରୁମ୍ବାଲା ଅଞ୍ଚଳରେ ଘଟିଛି । ମୃତ ଯୁବତୀଙ୍କ ଜଣକ ହେଲେ ଅଞ୍ଜୁ ଶ୍ରୀପାର୍ବତୀ…

ପିଏଏଫଏଫକୁ ଆତଙ୍କବାଦୀ ସଂଗଠନ ଘୋଷିତ କଲେ ଗୃହ ମନ୍ତ୍ରାଣଳୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ପିପୁଲ୍ସ ଆଂଟି ଫାସିଷ୍ଟ ଫ୍ରଂଟକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ପାକିସ୍ତାନ ଦ୍ୱାରା ଏହାକୁ ଫଣ୍ଡିଂ କରାଯାଉଥିଲା । ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ଛାୟା ଦଳ ଭାବେ ଏହା ଭାରତରେ କାର୍ଯ୍ୟ କରୁଥିଲା । ଜମ୍ମୁ-କଶ୍ମୀର ଏବଂ…

କ୍ୟାବିନେଟରୁ ଇସ୍ତଫା ଦେଲେ ଆପ୍‌ ନେତା ଫୌଜା ସିଂହ ସରାରି

ଚଣ୍ଡିଗଡ଼: କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ଆମ ଆଦମୀ ପାର୍ଟି ମନ୍ତ୍ରୀ ଫୌଜା ସିଂହ ସରାରି। ପଞ୍ଜାବ ଆପ୍ ସରକାରରେ ଜନମଙ୍ଗଳ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଫୌଜା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ…