Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆର ପାରିରେ ଆଧୁନିକ ଭାଗିରଥୀ

ବାଙ୍ଗାଲୋର: ପଣ୍ଡ ମ୍ୟାନ ଓ ୱାଟର ୱାରିୟର ଭାବେ ପରିଚିତ କଲମାନେ କାମେଗୌଡାଙ୍କ ଆଜି ୮୨ ବର୍ଷରେ ପରଲୋକ ହୋଇଯାଇଛି । ଏହି ଜଳ ଯୋଦ୍ଧାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ତାଙ୍କୁ ପ୍ରଶଂସା କରିଥିଲେ । ମାଣ୍ଡ୍ୟାର ଦସନାଦୋଡ୍ଡୀ ଗ୍ରାମର କାମେଗୌଡା…

ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଦେଶର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ…

ଅଭିନେତ୍ରୀ ବୈଶାଳୀ ଠକ୍କର କାହିଁକି କଲେ ଆତ୍ମହତ୍ୟା ? ଜଣାପଡ଼ିଲା ରହସ୍ୟ..

ମୁମ୍ବାଇ: ସାମ୍ନାକୁ ଆସିଲା ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟାର ରହସ୍ୟ । ଗତକାଲି ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଇନ୍ଦୋର ଠାରେ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ମନରେ ଗଭୀର ଦୁଃଖ ଦେଇଥିଲା। ତେବେ ଚର୍ଚ୍ଚିତ ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ…

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଜାରି, ୨୦ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କିଏ ହେବେ ହାଇକମାଣ୍ଡ ?

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ହାତରୁ ଖସିବ କଂଗ୍ରେସ କମାଣ । ଶଶୀ ଥରୁର୍ ନା ମଲ୍ଲିକାର୍ଜୁନ୍ ଖଡ଼ଗେ କିଏ ହେବେ କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ହେଉଛି । ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ରର ୬୭ଟି ବୁଥରେ ଭୋଟ୍ ଦେଉଛନ୍ତି ୯୩୦୦ରୁ ଅଧିକ କଂଗ୍ରେସ ନେତା ।…

ମନ୍ଦିରରେ ମୁସଲମାନଙ୍କ ହନୁମାନ ଚାଳିଶା, ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଚତୁଃପାର୍ଶ୍ୱ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଏବଂ ହିନ୍ଦୁମାନେ ଏକତ୍ର ହୋଇ ପଢୁଛନ୍ତି ହନୁମାନ ଚାଳିଶା। ସାଙ୍ଗରେ ଜୟ ଶ୍ରୀରାମ ଧ୍ୱନୀ ମଧ୍ୟ ଦେଉଛନ୍ତି। ଶନିବାର ଏହାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାଟି ଏବେ…

ଆଜି କ’ଣ ଗିରଫ ହେବେ ମନୀଷ ସିସୋଦିଆ?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦ୍ବିତୀୟ ଥର ପାଇଁ ଆଜି ସିବିଆଇ ଜେରାର ସାମ୍ନା କରିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀ ସିବିଆଇ ଅଫିସକୁ ଆସି ସେ ଆଜି ନିଜ ପକ୍ଷ ରଖିବେ। ଏହାପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି। ୧୦ ହଜାର କୋଟି ଟଙ୍କାର…

ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ…

ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ପଠାଇବ ଟଙ୍କା

ନୂଆଦିଲ୍ଲୀ: ଆଜି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ପଠାଇବେ ଟଙ୍କା। ପୂର୍ବାହ୍ନ ୧୧.୪୫ ଟା ସମୟରେ ନୂଆଦିଲ୍ଲୀରେ ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ ୨୦୨୨ର ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ମୋଦୀ ପିଏମ୍ -…

ଆଜି କଂଗ୍ରେସ ସଭାପତି ନିର୍ବାଚନ, ଜାଣନ୍ତୁ କିପରି ରହିବ ଭୋଟିଂ ପ୍ରକ୍ରିୟା

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ଆଜି ହେବାକୁ ଯାଉଛି। ଦୀର୍ଘ ୨୨ ବର୍ଷ ପରେ ଜଣେ ଅଣ ଗାନ୍ଧୀ ନେତା ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଏଥିପାଇଁ ଆଜି ଭୋଟିଂ ହେବ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳର ନୂଆ ସଭାପତି କିଏ ହେବେ ସେ ନେଇ ଚୟନ କରିବେ ଦଳୀୟ ନେତା।…

ବିଜାପୁରରେ ପୋଲିସ କ୍ୟାମ୍ପ ଉପରେ ମାଓବାଦୀଙ୍କ ହମଲା

ବିଜାପୁର: ଛତିଶଗଡରେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମାଓବାଦୀଙ୍କ ରୋକିବାରେ ସଫଳ ହୋଇପାରି ନାହାନ୍ତି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ବିଜାପୁର ଜିଲ୍ଲାରେ ଥିବା ତରେମ ଥାନା ନିକଟରେ କୋବ୍ରା 210 ବାଟାଲିୟନର କ୍ୟାମ୍ପ ଉପରେ ମାଓବାଦୀମାନେ ଗୁଳି ଚଳାଇଛନ୍ତି। ମାଓବାଦୀମାନଙ୍କ ଏହି…