Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେପାଳରୁ ଜୋମସୋମ ଯାଉଥିବା ବିମାନ ନିଖୋଜ: ବିମାନରେ ଥିଲେ ୨୨ ଯାତ୍ରୀ, ୪ଜଣ ଭାରତୀୟ

ଦିଲ୍ଲୀ : ନେପାଳରୁ ଜୋମସୋମ ଯାଉଥିବା ବିମାନ ନିଖୋଜ ୨୨ଜଣ ଯାତ୍ରୀଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଛନ୍ତି । ଏହି ବିମାନରେ ୪ ଭାରତୀୟଙ୍କ ସମେତ ମୋଟ…

କୂଅ ଭିତରୁ ୫ ମୃତ ଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ୩ ଭଉଣୀ ଓ ଦୁଇ ଛୋଟ ଛୁଆ

ଜୟପୁର:ଗୋଟିଏ କୂଅରୁ ୩ ଭଉଣୀ ଓ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ଜଣ ମହିଳା ସମ୍ପର୍କରେ ଭଉଣୀ । ଗୋଟିଏ ଘରୁ ତିନି ଜଣ ବିବାହ କରିଥିଲେ। ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ଏବଂ ଯୌତୁକ ପାଇଁ ଏହି ତିନି ମହିଳା…

ଭୁବନେଶ୍ୱରରେ ଜାତୀୟ ଖଣିଜ କଂଗ୍ରେସ; ଜେଏସପିର ଗ୍ୟାସିଫିକେସନ ଟେକ୍ନୋଲୋଜି ପ୍ରଶଂସନୀୟ

ଭୁବନେଶ୍ୱର: ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍…

ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ : ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହି ନୂଆ ଭାଇରସ ଗୋଷ୍ଠୀ…

ସମ୍ଭୋଗ ସୁଖ ପରେ ଚାଲିଗଲା ସ୍ମରଣ ଶକ୍ତି !

ଲିମରେକ: ଆୟର୍ଲାଣ୍ଡର ସମ୍ଭୋଗ ସୁଖ ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପତ୍ନୀଙ୍କ ସହ ଆନନ୍ଦ ଉଠାଇବାର ୧୦ ମିନିଟ ପରେ ହଠାତ ଉକ୍ତ ବ୍ୟକ୍ତିଜଣଙ୍କ ତାଙ୍କ ସ୍ମରଣ ଶକ୍ତି ହରାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାକୁ ପଡିଥିଲା ।…

କୁକୁର ଦେହରେ ତୀର ଆର ପାର ହୋଇଯାଇଥିଲା, ତା ପରେ ହେଲା ଚମତ୍କାର

ନ୍ୟୁୟର୍କ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ଅବା ମାରିପାରିବ । ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି । ୪ ମାସର ଏକ ନିରୀହ କୁକୁର ଛୁଆକୁ କିଏ ଜଣେ ନୃଶଂସ ମଣିଷ ତୀର ମାରି ଦେଇଥିଲା । ତୀରଟି କୁକୁରର ବେକରେ ପଶି ଆର ପଟକୁ ବାହାରିଥିଲା । ଅସହ୍ୟ ଯନ୍ତ୍ରଣାର ଛଟପଟ ହେଉଥିବା ଏହି କୁକୁରର…

ୟୁପି ସରକାରଙ୍କ ବଡ ନିଷ୍ପତି: ମହିଳାଙ୍କୁ ରାତି ଡ୍ୟୁଟି ମନା

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଆଜି ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ମହିଳାମାନେ ରାତି ଡ୍ୟୁଟି କରିପାରିବେ ନାହିଁ । ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିବାକୁ ହେଲେ ଲିଖିତ ଭାବେ…

ମହାନ୍ ସ୍ୱାଧୀନତା ସଂଗ୍ରାମୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ଜନ୍ମତିଥୀ: ଯାହାଙ୍କୁ ହୋଇଥିଲା ଦୁଇଟି ଜନ୍ମର…

- ଦେବଦତ୍ତ ରଥ ଭୁବନେଶ୍ୱର: ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ ସେତେବେଳେ ସାବରକର କହିଥିଲେ, “୫୦ ବର୍ଷର…

୧୧ଟି ଦେଶରେ ସୀମିତ ଥିବା ମଙ୍କିପକ୍ସ ୨୦ଟି ଦେଶକୁ ଡେଇଁଲାଣି: ହୁ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମାଙ୍କି ପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର…

ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିଜେ ଏକ ସାକ୍ଷାତକାରରେ ଦେଲେ ସୂଚନା

ଅହମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ, ଖୁବଶୀଘ୍ର ବିଜେପିରେ ଯୋଗଦେବେ । ହାର୍ଦ୍ଦିକଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହେବେ। ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। ଆସନ୍ତା 3-4 ଦିନ ମଧ୍ୟରେ ହାର୍ଦ୍ଦିକ ପଟେଲ ପଦ୍ମ ପୋଖରୀରେ…