Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରକାଶ ପାଇଲା UPSC-୨୦୨୧ ରେଜଲ୍ଟ : ଟପ୍ ୫ରେ ୪ ଝିଅ , ଶ୍ରୁତି ଶର୍ମା ଟପ୍ପର

ଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଇଡବ୍ଲୁଏସ ବର୍ଗରେ ୭୩, ଓବିସିରେ ୨୦୩, ଅନୁସୂଚିତ…

[ଦେଖନ୍ତୁ ଭିଡିଓ] କର୍ଣ୍ଣାଟକରେ ସଭାବେଳେ ରାକେଶ ଟିକାୟତଙ୍କ ଉପରେ କାଳିମାଡ

ଦିଲ୍ଲୀ : କୃଷକ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ ହୋଇଛି । କର୍ଣ୍ଣାଟକରେ ତାଙ୍କ ଉପରକୁ କାଳି ଫୋପଡାଯାଇଛି । ସଭା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଏହାଭିତରେ ଟିକାୟତଙ୍କ ଉପରେ କାଳିମାଡ ହୋଇଥିଲା ।  ତାଙ୍କ ସହ ଉପସ୍ଥିତ ଥିବା ୟୁଦ୍ଧବୀର ସିଂହଙ୍କ ଉପରେ ମଧ୍ୟ…

ନେପାଳ ତାରା ଏୟାର -୯ ଏନଏଇଟି ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ: ନେପାଳର ତାରା ଏୟାର -୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି ।…

ସାବଧାନତା ର ସହ ମାସ୍କଡ ଆଧାର କାର୍ଡ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ମାସ୍କଡ ଆଧାର କାର୍ଡ ବ୍ୟବହାର ପାଇଁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ରଦ୍ଧ କରିଛି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି । ଗତ ୨୭ ତାରିଖରେ ୟୁଆଇଡି ର ବେଙ୍ଗାଲୁରୁ ଶାଖା ମାସ୍କଡ ଆଧାର ବ୍ୟବହାର ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା । ଏହି ବିଜ୍ଞପ୍ତିରେ ଆଧାର…

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ରେ ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ରବିବାର ବିଜେପି ଏ ନେଇ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ନିର୍ମଳ ସୀତାରମଣ, ପୀୟୁଷ ଗୋୟଲଙ୍କ ପରି କେନ୍ଦ୍ର ମନ୍ତ୍ରୀଙ୍କ ନାମ ରହିଛି । ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ନାମ ହେଲା- ସୁଶ୍ରୀ…

ଦୁନିଆକୁ ଡରାଇବା ଲକ୍ଷ୍ୟରେ ଡ୍ରୋନ କ୍ଷମତା ଦେଖାଇଲା ଇରାନ

ତେହେରାନ: ଦୁନିଆକୁ ଡରାଇବା ଲକ୍ଷ୍ୟରେ ଆଜି ଇରାନ ତାର ଶକ୍ତିଶାଳୀ ଓ ଅତ୍ୟାଧୁନିକ ଡ୍ରୋନ କ୍ଷମତା ପ୍ରଦର୍ଶନ କରିଛି । ଇରାନର ସରକାରୀ ଟିଭି ଚ୍ୟାନେଲରେ ଏହି ଡ୍ରୋନଗୁଡିକର ଫଟୋ ଦେଖା ଯାଇଥିଲା । ଏହା ମାରାତ୍ମକ ଏବଂ ମିସାଇଲଯୁକ୍ତ ଡ୍ରୋନ ବୋଲି ଜଣାପଡିଛି । ଏହାକୁ ଏକ ଗୁପ୍ତ ସ୍ଥାନରେ…

କାଲି ପଂଜାବ ସରକାର କମାଇଥିଲେ ସୁରକ୍ଷା ବ୍ୟବସ୍ଥା, ଦିନକ ପରେ ଗୁଳିମାଡରେ ଟଳିଲେ ଗାୟକ ସିଦ୍ଧୁ

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କୁ ଆଜି କେତେକ ଆତତାୟୀ ଗୁଳିମାରି ହତ୍ୟା କରିଛନ୍ତି । ମନାସା ନିକଟବର୍ତୀ ଜବାହରକେରେ ଏହି ଗୁଳିକାଣ୍ଡରେ ସିଦ୍ଧୁଙ୍କ ସହ ଥିବା ଅନ୍ୟ ୨ଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ…

ଆମେରିକା ଆକାଶରେ ୟୁଏଫଓ !

ୱାଶିଂଟନ: ଏଲିୟନ୍ସ ଅଛନ୍ତି କି ନାହିଁ ତାର ସଠିକ ପ୍ରମାଣ ଆଜି ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ । ବିଭିନ୍ନ ସମୟରେ ଏହାର ପ୍ରମାଣ ନେଇ ଦାବୀ ହେଉଥିଲେ ମଧ୍ୟ ତାହା ସହଜରେ ଗ୍ରହଣୀୟ ହୋଇପାରି ନାହିଁ । ଏବେ ନିକଟରେ ପେଂଟାଗନରେ ଥିବା ଆମେରିକା ସଂସଦରେ ଏ ନେଇ କେତେକ ବଳିଷ୍ଠ ପ୍ରମାଣ ଓ ଭିଡିଓ…

ପାରାଦୀପ ବନ୍ଦରରେ ୱେଷ୍ଟର୍ଣ୍ଣ ଡକ୍ ଏବଂ ହାର୍ବର ଅପଟିମାଇଜେସନ ହେବ

ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ଦୀର୍ଘ ମିଆଦ ଉନ୍ନତି ସକାଶେ ତୀବ୍ର ନିର୍ଦ୍ଧିଷ୍ଟି ପୁଞ୍ଜି ନିବେଶର ଆବଶ୍ୟକତା ଅଛି । ଯାହା ଏହି ବନ୍ଦରକୁ ଏକ ମେଗା ବନ୍ଦରରେ ପରିଣତ କରିବ ଏବଂ ଅର୍ନ୍ତଜାତୀୟ ପଣ୍ୟ ପରିବହନ ମାତ୍ରା ବୃଦ୍ଧି କରିବ । ଏଥିପାଇଁ ପିପିପି ଢ଼ାଞ୍ଚାରେ ହାର୍ବର ର ଅପଟିମାଇଜେସନ ଓ…

ରୁଷ ବିପକ୍ଷ ଲଢ଼େଇରେ ୟୁକ୍ରେନ ହରାଇଲାଣି ୫୦ରୁ ଊର୍ଦ୍ଧ୍ୱ ଆଥଲେଟ

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୩ ମାସରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ରୁଷ କବଳରୁ ନିଜ ମାତୃଭୂମିକୁ ବଂଚାଇବା ପାଇଁ ୟୁକ୍ରେନବାସୀ ସଂଘର୍ଷ ଜାରୀ ରଖିଛନ୍ତି । ଏହି ଲଢ଼େଇରେ ସେନା ବ୍ୟତୀତ ସାଧାରଣ ନାଗରିକମାନେ ମୁକାବିଲା ଜାରୀ ରଖିଛନ୍ତି । ୟୁକ୍ରେନର କ୍ରୀଡା ମନ୍ତ୍ରୀ ୱାଦିମ ଗୁଟଜିତୋଙ୍କ ମତରେ…