Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ବାସନ୍ଦ ହେଲେ ପାକିସ୍ତାନର ସ୍ୱର୍ଣ୍ଣ ପଦକ ବିଜେତା ଅଲିମ୍ପିଆନ

ଲାହୋର: ପାକିସ୍ତାନ ହକି ଫେଡେରେଶନ ପୂର୍ବତନ ଅଲିମ୍ପିଆନ ରଶିଦ ଉଲ ହାସନଙ୍କୁ ୧୦ ବର୍ଷ ପାଇଁ ବାସନ୍ଦ କରିଛି । ୧୯୮୪ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପାକିସ୍ତାନ ଟିମର ସେ ସଦସ୍ୟ ଥିଲେ । କିଛି ଦିନ ତଳେ ପାକିସ୍ତାନ ହକିର ପତନ ପାଇଁ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ…

୨୫ ବର୍ଷରେ ତରଳି ଗଲାଣି ୨୦୦୦ ବର୍ଷ ଧରି ଏଭେରେଷ୍ଟରେ ଜମି ରହିଥିବା ବରଫ !

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ଧିରେ ଧିରେ ବିପଦ ସୃଷ୍ଟି କରୁଛି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ଚେତାଇବା ସତ୍ୱେ ଏହାର ପ୍ରଭାବ କିଛି ପଡୁ ନାହିଁ । ନିକଟରେ ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ମାଂଉଟ ଏଭେରେଷ୍ଟରେ ଜମି ରହିଥିବା ବରଫ ଶୃଙ୍ଗ ଦ୍ରୁତ ବେଗରେ ତରଳିବାରେ…

ଆଇପିଏଲ୍ ପାଇଁ ପିଏସ୍‌ଏଲ୍ ଛାଡିଲେ ଆଣ୍ଡି ଫ୍ଲାୱାର୍ !

ନୂଆଦିଲ୍ଲୀ: ଜାରି ରହିଛି ପାକିସ୍ତାନ ପ୍ରିମିଅର୍ ଲିଗ୍ (ପିଏସ୍‌ଏଲ୍‌) । ପିଏସଏଲ୍ ଦଳ ମୁଲତାନ୍ ସୁଲତାନ୍ସ ଦଳକୁ ଝଟ୍‌କା ଦେଲେ କୋଚ୍ ଆଣ୍ଡି ଫ୍ଲାୱାର୍ । ଚଳିତବର୍ଷ ହେବାକୁ ଆଇପିଏଲ୍ ପାଇଁ ସେ ପିଏସ୍‌ଏଲ୍ ଛାଡିଥିବା ସୂଚନା ରହିଛି । ଚଳିତବର୍ଷ ଆଇପିଏଲରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଦଳ…

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ…

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା । ଗତକାଲି ମଧ୍ୟପ୍ରଦେଶ…

ନାଇଜେରିଆରେ ତୈଳବାହୀ ଜାହଜରେ ନିଆଁ, ସମୁଦ୍ରରେ ମିଶୁଛି ବ୍ୟାରେଲ ବ୍ୟାରେଲ ତୈଳ

ଆବୁଜା: ନାଇଜେରିଆରେ ଟ୍ରିନିଟି ସ୍ପିରିଟ ନାମକ ଏକ ଜାହଜ ସମୁଦ୍ର ମଧ୍ୟରେ ନିଆଁ ଲାଗି ବିସ୍ଫୋରଣ ହେବା ଫଳରେ ବଡ ଧରଣର ପରିବେଶୀୟ ସଙ୍କଟ ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ବ୍ୟାରେଲ ବ୍ୟାରେଲ ତେଲ ସମୁଦ୍ରରେ ମିଶୁଛି । ଏକ୍ସପ୍ଲୋରେସନ ଆଣ୍ଡ ପ୍ରଡକ୍ସନ କମ୍ପାନୀର ଜାହଜରେ ହଠାତ ନିଆଁ ଲାଗି…

ଓବେସୀଙ୍କୁ ଗୁଳିମାଡ ଘଟଣାର ଖୋଲୁଛି ଗୁମର, କେନ୍ଦ୍ର ସରକାର ଦେଲେ ‘Z’ କ୍ୟାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ଏଆଇଏମଆଇଏମ ସଭାପତି ଆସାଦୁଦ୍ଦିନ ଓବେସୀଙ୍କୁ କାର ଉପରକୁ ଗୁଳିମାଡ ଘଟଣାର ବଡ ଖୁଲାସା । ଓବେସୀ କହିଛନ୍ତି ସମସ୍ତେ ଜାଣଥିଲେ ଆମେ ମେରୁଟରୁ ଦିଲ୍ଲୀ ଯାଇଛୁ । ଅଟୋମୋବାଇବେ ଟୋଲ ପ୍ଲାଜା ନିକଟରେ ଗାଡି ସ୍ଲୋ ହୁଏ ସେହି ସମୟରେ ଆକ୍ରମଣକାରୀ ମାନେ ଗୁଳିମାଡ କରିଥିଲେ । ପ୍ରାୟ ୪…

ଘୁଞ୍ଚିଲା NEET ପିଜି ପରୀକ୍ଷା, ମାର୍ଚ୍ଚ ୧୨ରେ ଆଉ ହେବନି

ନୂଆଦିଲ୍ଲୀ: ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା । ପରୀକ୍ଷାକୁ ୬-୮ ସପ୍ତାହ ପାଇଁ ସ୍ଥଗିତ ରଖଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବା ପାଇଁ ଦାବି ହୋଇ…

ଦେଶରେ ଦେଢ଼ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଦୈନିକ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪୯ହଜାର ୩୯୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୩ ପ୍ରତିଶତ କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ରହିଛି ୯.୨୭ ପ୍ରତିଶତ । ସାପ୍ତାହିକ…

ପଞ୍ଜାବ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନିଙ୍କ ପୁତୁରାଙ୍କୁ ଗିରଫ କଲା ଇଡି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଝଟକା । ତାଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବାଲି ଖନନ ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।…