Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ଋଷ–ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କର ତେଲ ଡିପୋରେ ବଡ଼ ଧରଣର ବିସ୍ଫୋରଣ

ଦିଲ୍ଲୀ : ଦିନକୁଦିନ ତୀବ୍ରତର ହେଉଛି ୟୁକ୍ରେନ୍–ଋଷ ଯୁଦ୍ଧ । ୟୂକ୍ରେନରେ ଋଷର ସଂହାର ଲୀଳା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦୁଇ ରାଷ୍ଟ୍ର କେହି ବି ପଛ ଘୁଞ୍ଚା ଦେଉନଥିବା ବେଳେ ବଳି ପଡୁଛନ୍ତି ସାଧାରଣ ନିରୀହ ଲୋକ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢିବାରେ…

ସାହସ ଦେଖାଇଲା ୟୁକ୍ରେନର କୁନି ପିଲା, ଜୀବନ ବଞ୍ଚାଇବା ପାଇଁ ହଜାରେ କିଲୋମିଟର ଯାତ୍ରା

ଭୁବନେଶ୍ୱର: ଋଷର ଆକ୍ରମଣ ପରେ ୟୁକ୍ରେନର ପରିସ୍ଥିତି ଅତ୍ୟନ୍ତ ଭୟଭିତ ହୋଇ ପଡ଼ିଛି । ବର୍ତ୍ତମାନ ୟୁକ୍ରେନର ଅଧିକାଂଶ ଲୋକେ ଅନ୍ୟ ଦେଶରେ ଆଶ୍ରୟ ନେବା ପାଇଁ ୟୁକ୍ରେନ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନର ଜଣେ ୧୧ ବର୍ଷର ପିଲା ଆଶ୍ଚର୍ଯ୍ୟଜନକ ସାହସ ଦେଖାଇଛି । ନିଜ ଜୀବନ ବଞ୍ଚାଇବା…

[ଦେଖନ୍ତୁ ଭିଡିଓ] ଟାର୍ଗେଟରେ ୟୁକ୍ରେନ୍ : ବଳ ବଢାଇବାକୁ ଋଷ ସହିତ ସିରିଆ ସେନା ସାମିଲ

ଦିଲ୍ଲୀ: ଦିନକୁଦିନ ତୀବ୍ରତର ହେଉଛି ୟୁକ୍ରେନ୍–ଋଷ ଯୁଦ୍ଧ। ୟୂକ୍ରେନରେ ଋଷର ସଂହାର ଲୀଳା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦୁଇ ରାଷ୍ଟ୍ର କେହି ବି ପଛ ଘୁଞ୍ଚା ଦେଉନଥିବା ବେଳେ ବଳି ପଡୁଛନ୍ତି ସାଧାରଣ ନିରୀହ ଲୋକ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି।…

ୟୁକ୍ରେନର ୪ ସହରରେ ସାମୟିକ ଯୁଦ୍ଧବିରତି ଘୋଷଣା କଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍-ୟୁକ୍ରେନ୍ ଭିତରେ ୧୨ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ଘନ ଘନ ମିସାଇଲ୍, ରକେଟ୍ ମାଡ଼ ହେଉଛି । ଟ୍ୟାଙ୍କରୁ ହେଉଛି ହମଲା । ଏହାରି ଭିତରେ ୟୁକ୍ରେନରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଆଜି ଦିନ ସାଢ଼େ ୧୨ଟାରୁ ଯୁଦ୍ଧଗ୍ରସ୍ତ ୪ଟି…

ଉତ୍ତରପ୍ରଦେଶରେ ଆଜି ସରିବ ନିର୍ବାଚନ, ୫୪ଟି ଆସନ ମତଦାନ ଜାରି

ଲକ୍ଷ୍ନୌ: ଆଜି ସରିବ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଆଜି ଶେଷ ପର୍ଯ୍ୟାୟରେ ମତଦାନ ନିଆଯାଉଛି । ଆଜି ୫୪ ଆସନରେ ଭୋଟ ଗ୍ରହଣ ଚାଲିଛି । ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଉତ୍ତରପ୍ରଦେଶ ଭୋଟର । ଆଜି ଆଜମଗଡ଼, ଜାଉଁପୁର, ଗାଜିପୁର, ସୋନଭଦ୍ର, ବାରଣାସୀ, ମାଉ,…

୧୪ ବର୍ଷ ପରେ ରେକର୍ଡ ସ୍ତରରେ ଅଶୋଧିକ ତୈଳ ଦର, ବ୍ୟାରେଲ୍ ପିଛା ଦାମ୍ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ଅଶୋଧିତ ତୈଳ ବଜାରରେ ନିଆଁ । ତୈଳ ବଜାରରେ ଦେଖିବାକୁ ମିଳିଛି ଯୁଦ୍ଧର ପ୍ରଭାବ । ଅଶୋଧିତ ତୈଳ ଦାମ କ୍ରମାଗତ ଭାବରେ ବଢ଼ି ଚାଲିଛି । ୨୦୦୮ ପରେ ଆଜି ରେକର୍ଡ ସ୍ତର ଛୁଇଁଛି । ବିଶ୍ୱ ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା…

ରୁଷର ଧମକରେ ଡରିଗଲା ପୋଲାଣ୍ଡ, ୟୁକ୍ରେନକୁ ଦେବନି ଫାଇଟର ଜେଟସ

ମସ୍କୋ: ନାଟୋ, ଆମେରିକା ଏବଂ ଅନ୍ୟ ଦେଶର ସାହସରେ ୟୁକ୍ରେନ ଶକ୍ତିଶାଳୀ ରୁଷକୁ ମୁକାବିଲା କରିବା ପାଇଁ ଅଂଟା ଭିଡିଥିଲା । ମାତ୍ର ରୁଷ ଆକ୍ରମଣ କରିବା ପରେ ୟୁକ୍ରେନ ହାତ ଛାଡି ଦେଇଥିଲେ ସମସ୍ତେ । ଇତି ମଧ୍ୟରେ ପୋଲାଣ୍ଡ ମାଧ୍ୟମରେ ଫାଇଟର ଜେଟସ ସପ୍ଲାଇ ନେଇ ଆଲୋଚନା ଚାଲିଥିବା ବେଳେ ଆଜି…

ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରୁଷ୍ ସହ ୟୁକ୍ରେନର ଯୁଦ୍ଧ ଭିତରେ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କଥା ହେବେ…

ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ମୃତ୍ୟୁ । ରମଲ୍ଲା ସ୍ଥିତ ଦୂତାବାସ ନିକଟର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣା ପଡିନି । ୨୦୦୮ ବ୍ୟାଚ୍ ଆଇଏଫଏସ୍ ଅଫିସର ମୁକୁଲ ଆର୍ୟ୍ୟ । ପୂର୍ବରୁ କାବୁଲ ଓ…

ଋଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ହାଭରଶୋଭକା ବିମାନବନ୍ଦର ନଷ୍ଟ

ଭୁବନେଶ୍ୱର: ଋଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ଆଜି ଋଷର କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନର ଭିନ୍ୟତସିଆରେ ଥିବା ହାଭରଶୋଭକା ବିମାନ ବନ୍ଦର ନଷ୍ଟ ହୋଇଛି । ଏନେଇ ୟୁକ୍ରେନର ରାଷ୍ଟପତି ଭୋଲଦିମିର ଜେନେଲକ୍ସି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ…