Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ନିୟମିତ ଚାଲିବ ସମତା ଏକ୍ସପ୍ରେସ

ଭୁବନେଶ୍ୱର: ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ…

ସରକାର ବଞ୍ଚେଇବାକୁ ପାକିସ୍ତାନ ଆର୍ମି କୁ ଭିକ ମାଗିଥିଲେ ଇମ୍ରାନ୍

ଇସଲାମାବାଦ: ସରକାର ବଞ୍ଚେଇବାକୁ ଇମ୍ରାନ ଖାନ୍ ପାକିସ୍ତାନ ଆର୍ମିକୁ ଭିକ ମାଗିବାକୁ ପଛେଇନଥିଲେ । ୯ ଏପ୍ରିଲରେ ପାକିସ୍ତାନ ସୁପ୍ରିମ କୋର୍ଟରେ ଅନାସ୍ଥା ଭୋଟ୍ ଶୁଣାଣି ଆଗରୁ ଇମ୍ରାନ ତାଙ୍କ ଦେଶର ଶକ୍ତିଶାଳୀ ଆର୍ମି ଶରଣ ପଶିଥିଲେ । ଯେକୌଣସି ଉପାୟରେ ତାଙ୍କ ସରକାର ବଞ୍ଚେଇଦେବାକୁ ଭିକ…

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

‘ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସିପଡ଼ିଲେ କ୍ଷତିପୂରଣ ଦେବ ରେଳ ବିଭାଗ’

ମୁମ୍ବାଇ: ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସପଡି ଦୁର୍ଘଟଣାର ଶିକାର ହେଲେ କ୍ଷତିପୂରଣ ଦେବ ରେଳ ବିଭାଗ । ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ଭାରତୀ ଡାଙ୍ଗରେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଯାତ୍ରୀ ଟ୍ରେନରୁ ଖସିପଡିବା ପରେ ଗୋଡରେ ଆଘାତ ଲାଗିଥିଲା ।…

ଜୁନ୍ ପ୍ରଥମ ସପ୍ତାହରେ ଜୟପୁର ରୁ ବିମାନ ଚଳାଚଳ ଆରମ୍

ଜୟପୁର: ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କୋରାପୁଟର ଜୟପୁରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ଯାୟରେ…

କମଲା ହାରିସ୍ କରୋନା ସଂକ୍ରମିତ ଚିହ୍ନଟ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଙ୍ଗଳବାର କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର କମଲାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇନି । ଏବଂ ସେ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରକାଶ…

ଏଠାରେ ୩୦ ବର୍ଷ ହେବ ଟୟଲେଟରେ ପ୍ରସ୍ତୁତ ହେଉଥିଲା ସିଙ୍ଗଡା !

ଦୁବାଇ: ସାଉଦି ଆରବର ଏକ ରେଷ୍ଟୁରାଂଟକୁ ସେଠାକାର ମ୍ୟୁନିସିପାଲିଟ ଅଧିକାରୀ ବନ୍ଦ କରି ଦେଇଛନ୍ତି । ଗଲ୍ଫ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ ଜେଦାର ଏକ ବିଲ୍ଡିଂରେ ଲୁଚା ଛପାରେ ରେଷ୍ଟୁଂରାଟ ଚାଲିଥିଲା । ଏହାର ମାଲିକ ଟୟଲେଟରେ ସିଙ୍ଗଡା ସମେତ ଅନ୍ୟ ସ୍ନାକ୍ସ ପ୍ରସ୍ତୁତ କରୁଥିଲା । ଖବର…

ଆସନ୍ତା କାଲି ପ୍ରଧାନମନ୍ତ୍ରୀ କରିବେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ

ଭୁୁବନେଶ୍ୱର: ଆସନ୍ତା କାଲି ଏପ୍ରିଲ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ବିଷୟରେ ଆଲୋଚନା କରିବେ ମୋଦି । କରୋନାର ତୃତୀୟ ଲହରରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଭଳି…

ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବ। ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି।

୨୦୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଦୁନିଆ ସାମ୍ନା କରିବ ୫୬୦ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର: ଜଳବାୟୁର ଦ୍ରୁତ ପରିବର୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବଢ଼ିବାରେ ଲାଗିଛି । ୟୁଏନ ନିକଟରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ବର୍ତମାନ ପରିସ୍ଥିତି ଯଦି ନ ସୁଧୁରେ ତାହାହେଲେ ୨୦୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଦୁନିଆ ଅତି କମରେ ୫୬୦ ବିପର୍ଯ୍ୟୟକୁ ସାମ୍ନା କରିବ ।…