Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ, ବଢ଼ିଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ପାମ ତେଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇଛି । ତେବେ ଏହାର ପ୍ରଭାବରେ ଭାରତରେ ପାମ ଅଏଲର ଦାମ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶରେ ପାମ ତେଲର ସଙ୍କଟ ଦେଖା ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି…

ମିଳିଗଲା କି ପରଗ୍ରହୀଙ୍କ ଠିକଣା !

ଭୁବନେଶ୍ୱର: ପରଗ୍ରହୀ ବା ଏଲିୟନ୍ସଙ୍କ ଠିକଣା ମିଳିଥିବା ନେଇ ଜଣେ ବୈଜ୍ଞାନିକ ଦାବୀ କରିଛନ୍ତି । ତାଙ୍କର ଏହି ଦାବୀ ପରେ ରହସ୍ୟ ଅନାବୃତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ୟୁଏଫଓ ଓ ଏଲିୟନ୍ସକୁ ଦେଖିଥିବା ନେଇ ଦାବୀ ହେଉଥିଲେ ମଧ୍ୟ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ…

ଇସ୍ରୋ ବୈଜ୍ଞାନିକ ପ୍ରସ୍ତୁତ କଲେ ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘର କରିବା ସ୍ୱପ୍ନ ଧିରେ ଧିରେ ସାକାର ହେବାରେ ଲାଗିଛି । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଭରପୂର ସହଯୋଗ କରିଛି । ଏହି ସ୍ପେସ…

ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ପ୍ରସାରଣ…

ଦିଲ୍ଲୀ : ଟିଭି ବତର୍କରେ ଆଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ମନ୍ତ୍ରାଳୟର ଜରୁରୀ ପରାମର୍ଶ । ଚାଞ୍ଚଲ୍ୟକର ଓ ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଘରୋଇ ଟିଭି ସମାଚାର ଚ୍ୟାନେଲ ଗୁଡିକରେ…

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରୀ: ଭାରତର କଡ଼ା ଆଭିମୁଖ୍ୟ

ଦିଲ୍ଲୀ: ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରୀ  । ପଡ଼ୋଶୀ ଦେଶ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନଯିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଏପରି ପରାମର୍ଶ ଦେଇଛି କେନ୍ଦ୍ର ।…

ଦେଶରେ ୨୪ ଘଣ୍ଟାରେ ୨ହଜାର ୫୨୭ ଜଣ ପଜିଟିଭ୍ ଚିହ୍ନଟ,୩୩ ମୃତ

ଦିଲ୍ଲୀ : ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ହେଲେ ରାଜ୍ୟରେ ସଂକ୍ରମଣ ତଳମୁହାଁ ରହିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୪ ଘଣ୍ଟାରେ ୩୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ…

[ଦେଖନ୍ତୁ ଭିଡିଓ] ଜମ୍ମୁ କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ପଣ୍ଡ: ସିସିଟିଭିରେ କଏଦ ଆକ୍ରମଣର ଚିତ୍ର

ଶ୍ରୀନଗର:  ଜମ୍ମୁ କଶ୍ମୀରରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ପଣ୍ଡ ହୋଇଛି।  ୧୫ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥି‌ଲେ। କିନ୍ତୁ ସୁରକ୍ଷାକର୍ମୀ ଏହି ଆକ୍ରମଣକୁ ସଫଳ ହେବାକୁ ଦେଇନଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନ ଯୋଗୁଁ…

ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଲେ ଟିଏମସିର ଆପତ୍ତି ଅଛି କି ?

କୋଲକାତା: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଟିଏମସିକୁ ସଫଳତା ଦେବାରେ ପ୍ରଶାନ୍ତଙ୍କର ଗୋଟିଏ ବଡ ଭୂମିକା ରହିଛି । ଅନ୍ୟପଟେ ଏବେ ଟିଏମସି ଏବଂ କଂଗ୍ରେସ ପରସ୍ପରର ବିରୋଧୀ । ସାରା ଦେଶରେ କଂଗ୍ରେସ…

ମସ୍କୋ ଯିବେ ଜାତିସଂଘ ମହାସଚିବ, ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ କରିବେ ଆଲୋଚନା

ମସ୍କୋ: ମଙ୍ଗଳବାର ମସ୍କୋ ଗସ୍ତରେ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ। ଏହି ଗସ୍ତ ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଗୁଟେରସ ପ୍ରୟାସ କରିବେ ବୋଲି ଜଣାପଡିଛି । ଗୁଟେରେସ ରୁଷର ବୈଦେଶିକ ମନ୍ତ୍ରୀ…

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହଠାତ୍ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ ।  ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା ରାଜୀବ କୁମାର ୨୦୧୭ ଅଗଷ୍ଟରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା…