Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାହାଜରେ ଅଗ୍ନିକାଣ୍ଡ, ସମୁଦ୍ରରେ ବୁଡ଼ିଗଲା ୪ ହଜାର ଦାମୀ କାର

ନୂଆଦିଲ୍ଲୀ: ପଶ୍ଚିମ ୟୁରୋପ ଆଣ୍ଟଲାଟକରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ପୋର୍ସେ, ଲୋମ୍ବୋର୍ଗିନି, ୱେଣ୍ଟଲି ଏବଂ ଭୋଲସ୍କୱାଗନ ପରି ପ୍ରାୟ ୪ ହଜାର ବିଳାସପୂର୍ଣ୍ଣ ଗାଡିକୁ ନେଇ ଯାଉଥିବା ଫେଲିସିଟି ଏସ ନାମକ ଏକ କାର୍ଗୋ ଜାହାଜ ସମୁଦ୍ରରେ ବୁଡ଼ି ଯାଇଛି। ଅଜୋରେସ…

ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନର ନବ ନିର୍ମାଣ ହେବ, ସବୁ ଖର୍ଚ୍ଚ ଋଷ ଦେବ : ୟୁକ୍ରେନ ରାଷ୍ଟ୍ରପତି

ଭୁବନେଶ୍ୱର: ୟୁକ୍ରେନର ନବ ନିର୍ମାଣ ହେବ । ଏଥିପାଇଁ ସବୁ ଟଙ୍କା ଋଷ ଦେବ ବୋଲି ୟୁକ୍ରେନର ରାଷ୍ଟପତି ଭୋଲଦିମିର ଜେଲେନସ୍କି କହିଛନ୍ତି । ଯୁଦ୍ଧ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଦାୟୀ କରିଛନ୍ତି । ତେଣୁ ସିଏ ହିଁ କ୍ଷତିପୂରଣ ଦେବେ ବୋଲି ଜେଲେନସ୍କି କହିଛନ୍ତି । ସେ…

ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ: ଋଷର ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ । ପଶ୍ଚିମ ଦେଶର ରାଜନେତାଙ୍କ କୁଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ପଞ୍ଜି ପୋତୁଛି । ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ ବୋଲି ଋଷର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରଭ ଏକ ବିଦେଶ ଗଣମାଧ୍ୟମକୁ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁବର୍ଣ୍ଣରେଖା: ନଦୀ ଗର୍ଭରୁ ବାହାରୁଛି ସୁନା

ଛତିଶଗଡ଼: ସୁବର୍ଣ୍ଣରେଖାରୁ ବାହାରୁଛି ସୁନା । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଝାଡଖଣ୍ଡରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ବାହରୁଥିବା ବେଳେ କିଛି ନା କିଛି ସୁନା ବାଲିରୁ ସଂଗ୍ରହ କରି ପାଖ କିଛି ଗାଁର ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି…

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ନେଇ ବାହାରିଲେ ସୋନୁ ସୁଦ

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ସଙ୍ଗଠନ ସୁଦ୍ ଚାରିଟେବୁଲ ଟ୍ରଷ୍ଟ ୟୁକ୍ରେନର ଭାରତୀୟ ଦୂତବାସ ସହିତ ଯୋଗାଯୋଗ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସୂଚନା ଅନୁସାରେ, ସୋନୁ ସୁଦ ୟୁକ୍ରେନ୍ରେ ଫସିଥିବା ପଞ୍ଜାବ…

ଋଷରେ ବ୍ୟାନ ହେଲା ଆପଲ୍, ଆଗରୁ ବ୍ୟାନ ହୋଇଥିଲା ‘ଆପଲ୍ ପେ’ ଏବେ ଆପ୍ ଷ୍ଟୋର

ଭୁବନେଶ୍ୱର: ଋଷରେ ବ୍ୟାନ ହେଲା ଆପଲ ଷ୍ଟୋର । ଋଷରୁ ଆପଲ ତାର ଉତ୍ପାଦନ ବିକ୍ରୟ ବନ୍ଦ କରିବା ସହିତ ଆପଲ ଏହାର ଆପ୍ ଷ୍ଟୋରରୁ ମଧ୍ୟ ଋଷ ନ୍ୟୁଜ ଆପ୍ ଆରଟି ଏବଂ ସ୍ଫୁଟନିକ ଆପକୁ ହଟାଇ ଦେଇଛି । ଫେଡେରାଲ ଆପଲ ସିଇଓ ଟିମ କୁକଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଋଷରେ ଆପଲ ଷ୍ଟୋର ବ୍ୟାନ କରିବା…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ବରଗଡ଼ର ୨ ଛାତ୍ର

ବରଗଡ଼ : ଚାଲିଛି ଘମାଘୋଟ ଯୁଦ୍ଧ। ଲଢେଇରେ କେହି ବି ପଛକୁ ହଟିବାର ନାହିଁ। ଋଷ-ୟୁକ୍ରେନ୍ ଯୁଦ୍ଧକୁ ୮ଦିନ ହୋଇଥିବା ବେଳେ ଦିନକୁ ଦିନ ପରିସ୍ଥିିତି ଜଟିଳ ହେବାରେ ଲାଗିଛି । ସେପଟେ ୟୁକେନକୁ ଡାକ୍ତରୀ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଭାରତକୁ ଫେରିବାରେ ଲାଗିଛନ୍ତି । ସେମାନଙ୍କ ପାଇଁ…

ବ୍ଲାକ୍ ସି’ ନିକଟରେ ହେଲିକେପ୍ଟର କ୍ରାଶ୍: ୭ ଯବାନ ମୃତ

ଭୁବନେଶ୍ୱର: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଆଜି ବ୍ଲାକ ସି’ ନିକଟରେ ଘଟିଛି ଏକ ବଡ଼ ଅଘଟଣ । ରୋମାନିଆର ଏକ ହେଲିକେପ୍ଟର ବ୍ଲାକ ସି’ ନିକଟରେ ଯାଉଥିବା ବେଳେ ହଠାତ ଦୁର୍ଘଣା ଘଟି ଏଥିରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଏନେଇ ରୋମାନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ…

ଅଫରେସନ୍ ଗଙ୍ଗା: ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ…

କିଭ୍ ରେଲୱେ ଷ୍ଟେସନରେ ରକେଟ୍ ମାଡ଼ କଲା ରୁଷ୍ ସେନା

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ତିନି ପଟରୁ ଘେରି ୟୁକ୍ରେନ୍ ଉପରେ ଘନ ଘନ ହମଲା କରୁଛି ରୁଷ୍ ସେନା । କିଭ୍ ଦଖଲ ଦିଗରେ ଆଗକୁ ବଢୁଛି । ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର ରାଜଧାନୀ କିଭରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ରୁଷ୍ ସେନା । କିଭ୍ ମୁଖ୍ୟ ରେଲୱେ…