Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁକ୍ରେନରେ ଯବାନ ସମେତ ଦୁଇ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସପ୍ତାହେ ବ୍ୟାପୀ ୟୁକ୍ରେନ ଉପରେ ଋଷ ଆକ୍ରମଣ କରି ଚାଲିଛି । ଏହାରି ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏହା ସହିତ ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ମିସାଇଳ ଓ ବୋମା ମାଡ଼ରେ ଧ୍ୱସଂ ହୋଇଗଲାଣି । ଋଷ ଜାରି ରଖିଥିବା ହମଲାେରେ ଏଯାବତ ୨ ହଜାରରୁ ଅଧିକ ସାଧାରଣ…

ରୁଷର ପରବର୍ତୀ ଟାର୍ଗେଟ ମୋଲୋଡୋଭା !

ନୂଆଦିଲ୍ଲୀ:ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରବର୍ତୀ ଟାର୍ଗେଟ ନେଇ ବିଭିନ୍ନ ସାଇଟରେ ଖବର ପ୍ରକାଶ ପାଇଛି । ୟୁକ୍ରେନ କବଜା ପରେ ସେ ଏହାର ପଡୋଶୀ ଦେଶ ମୋଲୋଡୋଭା ଉପରେ ଆକ୍ରମଣ କରିବେ । ପୁତିନଙ୍କ ନିକଟତମ ବନ୍ଧୁ ତଥା ବେଲାରୁଷର ଏକଚ୍ଛତ୍ରବାଦ ରାଷ୍ଟ୍ରପତି ଆଲେକଜାଣ୍ଡର…

ପକେଟରେ ଥିବା ପାସପୋର୍ଟ ଯୋଗୁ ବଂଚିଗଲେ ୟୁକ୍ରେନର ୧୬ ବର୍ଷୀୟ ଯୁବକ

କୀଭ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ବା ମାରିପାରିବ । ରୁଷ-ୟୁକ୍ରେନ ଯୁଦ୍ଧରେ ଏ ଭଳି ଏକ ଘଟଣା ଘଟିଛି । ରୁଷ ସେନା ପକ୍ଷରୁ ଜନଗହଳି ପୂର୍ଣ୍ଣ ମାରିୟପୋଲ ଅଂଚଳରେ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ୧୬ ବର୍ଷୀୟ ଯୁବକଙ୍କ ଛାତିରେ ଗୁଳି ବାଜିଥିଲା । ଭଗବାନଙ୍କ କୃପାରୁ ତାଙ୍କ ପକେଟରେ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ଋଷ

ଭୁବନେଶ୍ୱର: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଋଷ । ଗତ ମଙ୍ଗଳବାର ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରଖିଭ ଉପରେ ହୋଇଥିଲା ମିସାଇଲ୍ ମାଡ଼ । ସ୍ଥାନୀୟ ନାଗରିକଙ୍କ ସମେତ ଜଣେ ଭାରତୀୟ ଛାତ୍ର ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛି…

ଋଷ ସୈନ୍ୟଙ୍କ ଅଜବ କାରନାମା, ଟ୍ୟାଙ୍କରରେ କରୁଛନ୍ତି କଣା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆଜକୁ ୭ ଦିନ ହେଲା ଚାଲିଛି ଯୁଦ୍ଧ । ଋଷ ନିଜର ଆକ୍ରମଣକୁ ଅଧିକ ଯୋରଦାର କରୁଥିବା ଦାବି କରୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ୟୁକ୍ରେନରେ ଯୁଦ୍ଧ ପାଇଁ ପ୍ରବେଶ କରିଥିବା ଋଷ ସୈନ୍ୟଙ୍କୁ ଆଖିବୁଜା ଗୁଳି ମାଡ଼ ଓ ରକେଟ୍…

ଭାରତୀୟ ନାଗରିକଙ୍କୁ ତୁରନ୍ତ ଖାରକିଭ ଛାଡିବାକୁ ଜାରୀ ହେଲା ଜରୁରୀକାଳୀନ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆରପାର ମୁଡରେ ଥିବା ରୁଷ ଘନ ଘନ ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ୟୁକ୍ରେନରେ ଥିବା ସମସ୍ତ ଭାରତୀୟଙ୍କୁ ସେଠାକାର ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ ଭାରତୀୟ ଦୂତାବାସ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରୀ କରିଛି ।…

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ମୃତ, ବ୍ରେନ ଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ସନ୍ଦେହ

ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି । ତେବେ ଏହି ସମୟରେ ଆଉ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି । ନବୀନଙ୍କ ପରେ ପଞ୍ଜାବର ୨୨ବର୍ଷୀୟ ଛାତ୍ର ଚନ୍ଦନ ଜିନ୍ଦଲ ଏହି ଆକ୍ରମଣ ସମୟରେ ପ୍ରାଣ ହରାଇଛନ୍ତି। ଚନ୍ଦନ…

ଆକ୍ସନ ମୋଡରେ ରାଫେଲ ଓ ତେଜସ୍, ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବାୟୁ ସେନାର ଶକ୍ତି ପ୍ରଦର୍ଶନ । ୧୪୮ ଭାରତୀୟ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିବେ । ପ୍ରଥମ ଥର ପାଇଁ ରାଫେଲ ଦେଖାଇବ ନିଜର ଶକ୍ତି । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରାଜସ୍ଥାନର ପଖୋରାନ ରେଞ୍ଜରେ…

[ଭିଡିଓ] ଋଷ୍-ୟୁକ୍ରେନ ଯୁଦ୍ଧ : ବିମାନରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଲେ ପାଇଲଟ୍ ,ଭିଡିଓ ଭାଇରାଲ୍

ଦିଲ୍ଲୀ : ଋଷ୍ ସେନା ୟୁକ୍ରେନକୁ ଦଖଲ କରିବା ପାଇଁ ଲଢେଇ ଜାରି ରଖିଛି । ଘର ଘନ ବୋମା ମାଡରେ ପୁରା ୟୁକ୍ରେନରେ ଧ୍ୱଂସର ତାଣ୍ଡବ ଲିଳା ଦେଖିବାକୁ ମିଳିଛି ।ଏହି ସମୟରେ ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରୁଛନ୍ତି । ଏହି ଫେରିବା…

ୟୁକ୍ରେନ୍ ଓ ଋଷ ଯୁଦ୍ଧ ତୀବ୍ରତର: ମିସାଇଲ ମାଡ଼ରେ ଭୁଷୁଡିଲା ପୋଲିସ ବିଲ୍ଡିଂ, ୨୧ ମୃତ

ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଖାରକିଭ୍ ଏବଂ କିଭ୍ ସହର ଦଖଲ କରିବା ପାଇଁ ଆଜି ଋଷ ପାରା ମିଲିଟାରୀ ଫୋର୍ସ ପଠାଇଛନ୍ତି…