Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାହାଙ୍ଗୀରପୁରୀ ଘଟଣା ଦେଖିଲେ ଅନୁଭବ ହେଉଛି ଦେଶରେ ଏନଆରସି ଲାଗୁ ହେବା ଦରକାର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଜାହାଙ୍ଗିରପୁରୀ ଦଙ୍ଗା ଓ ବସ୍ତି ଉଚ୍ଛେଦକୁ ନେଇ ଗୁରୁବାର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ହନୁମାନ ଜୟନ୍ତୀ ରେ ହୋଇଥିବା କାଣ୍ଡକୁ ଦେଖିଲେ ଲାଗୁଛି, ଦେଶରେ ଖୁବ୍ ଶୀଘ୍ରୀ ଏନଆରସି ଲାଗୁ କରିବା ଦରକାର । ମୁସଲମାନ ସଂପ୍ରଦାୟ ଆଡ଼କୁ ଆକ୍ଷେପ କରି…

ଅଜଣା ରୋଗକୁ ପିଶାଚର କୋପ ଭାବି ଗ୍ରାମବାସୀ ନିଜକୁ ନିଜେ କଲେ ଲକଡାଉନ

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଭେନେଲାବଲାସା ଅଂଚଳରେ ଏବେ କୋକୁଆ ଭୟ ଖେଳି ଯାଇଛି । ଏଠାରେ କିଛି ଲୋକଙ୍କୁ ହଠାତ ଜ୍ୱର ଆସିବା ପରେ ମୃତ୍ୟୁ ଘଟିଥିଲା । ଏହାକୁ ପିଶାଚର କୋପ ଭାବି ଗ୍ରାମବାସୀମାନେ ନିଜକୁ ନିଜେ ଲକଡାଉନ କରିଛନ୍ତି । ଗ୍ରାମ ବାହାରକୁ କେହି…

ଫ୍ରିଜ ମଧ୍ୟରେ ୨୦ ଘଂଟା ରହି ନିଜକୁ ବଂଚାଇଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ରଖିବ ହରି ମାରିବ କିଏ । ଫିଲପାଇନ୍ସରେ ଏ ଭଳି ଏକ ଘଟଣା ଘଟିଛି । ପ୍ରବଳ ଝଡ ତୋଫାନ ଯୋଗୁ ସିଜେ ଜେମ୍ସ ରହୁଥିବା ଘରେ ପାଣି ପଶି ଯାଇଥିଲା । କିଛି ବୁଦ୍ଧି ନ ପାଇ ୧୧ ବର୍ଷର ବାଳକଟି ଘରେ ଥିବା ଫ୍ରିଜ ମଧ୍ୟରେ ପଶି ଯାଇଥିଲା । ୨୦ ଘଂଟା ପରେ ତାକୁ ନଦୀ କୂଳରେ ଉଦ୍ଧାର…

ଗୁଟଖା ବିଜ୍ଞାପନ ପାଇଁ କ୍ଷମା ମାଗିଲେ ଅକ୍ଷୟ କୁମାର, କହିଲେ ସମସ୍ତ ଆୟ ଜନକଲ୍ୟାଣରେ ଲାଗିବ

ଭୁବନେଶ୍ୱର: ଗଣମାଧ୍ୟମରେ ବଡ଼ ବଡ଼ ଦମ୍ଭିଲା କଥା କହୁଥିବା ଅକ୍ଷୟ କୁମାର ଆଜି ସେହି କଥା ପାଇଁ କ୍ଷମା ମାଗିଛନ୍ତି । କେତେ ସଂସ୍ଥା ତାଙ୍କୁ ମାତ୍ରାଧିକ ଟଙ୍କା ଅଫର୍ କରୁଛନ୍ତି ଗୁଟଖା ବିଜ୍ଞାପନ କରିବା ପାଇଁ । କିନ୍ତୁ ତାଙ୍କର ଏକ ନୈତିକତା ଅଛି । ଟଙ୍କା ପାଇଁ ଅକ୍ଷୟ କେବେ ଏମିତି ଭୁଲ୍…

ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ ଏବେ ସମସ୍ତଙ୍କ ମନ ମୋହୁଛି । ତାଙ୍କ ଶାସନର ୭୦ ବର୍ଷ ପୂର୍ତି ଅବସରରେ ବାର୍ବି ଡଲ ପ୍ରସ୍ତୁତ କରୁଥିବା କମ୍ପାନୀ ମେଟେଲ ଏହି ରୟାଲ ବାର୍ବି ତିଆରି କରିଥିଲା । ମହାରାଣୀଙ୍କ ୯୬ତମ ଜନ୍ମ ଦିବସ ଅବସରରେ ଏହି କଣ୍ଢେଇର ବଜାର ପ୍ରବେଶ…

ଦେଶବ୍ୟାପୀ ବୁଲଡୋଜର ବୁଲିବା ଉପରେ ରୋକକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ଜବର ଦଖଲ ଉଚ୍ଛେଦ ଉପରେ ବୁଲଡୋଜର ବୁଲିବା ନେଇ ସର୍ବୋଚ୍ଚ କୋର୍ଟ ଦୁଇ ସପ୍ତାହ ପାଇଁ ରୋକ ଲଗାଇଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ପୂର୍ବ ସ୍ଥିତି ବଜାୟ ରହିବ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା…

କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ

ଅହମଦାବାଦ: ଗୁଜରାଟ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀ ଗିରଫ । ଆସାମ ପୁଲିସ ବିଳମ୍ବିତ ରାତିରେ ତାଙ୍କୁ ଗୁଜରାଟର ପଲାନପୁରରୁ ଗିରଫ କରିଥିଲା। ଏହାପରେ ଆଜି ସକାଳୁ ଅହମଦାବାଦରୁ ବିମାନ ଯୋଗେ ଆସାମ ନେଇଯାଇଛି । ବିଧାୟକଙ୍କ ଅଫିସ ଗିରଫଦାରୀ ବାବଦରେ ସୂଚନା ଦେଇଛି। ଗୁଜରାଟର ଏହି ନେତା…

୩୪ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ କରୋନା ନେଲା ୫୬ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୪୩୩ରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରେ ୨୦୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ବିବାଦ ପରେ ଗୁଟଖା କମ୍ପାନୀର ବିଜ୍ଞାପନ ଛାଡିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

 ଦିଲ୍ଲୀ: ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି । ଅକ୍ଷୟ କହିଛନ୍ତି,…

ଆଠ ବର୍ଷ ସରକାରର ସଫଳତା ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ମେ ୨୬ରେ ମୋଦୀ ସରକାର ତାଙ୍କ ଆଠ ବର୍ଷର ଶାସନରେ ସଫଳତାର ଏକ ତାଲିକା ଜାରି କରିବ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ରହିଛି । ୨୦୧୪ ମେ ୨୬ରେ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର…