Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁକ୍ରେନ୍ ଓ ଋଷ ଯୁଦ୍ଧ ତୀବ୍ରତର: ମିସାଇଲ ମାଡ଼ରେ ଭୁଷୁଡିଲା ପୋଲିସ ବିଲ୍ଡିଂ, ୨୧ ମୃତ

ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଖାରକିଭ୍ ଏବଂ କିଭ୍ ସହର ଦଖଲ କରିବା ପାଇଁ ଆଜି ଋଷ ପାରା ମିଲିଟାରୀ ଫୋର୍ସ ପଠାଇଛନ୍ତି…

ପାରାଚୁଟରେ ଓହ୍ଲାଇ ଖାରକିଭର ହସ୍ପିଟାଲରେ ଆକ୍ରମଣ କଲା ରୁଷ ସେନା

ଖାରକିଭ(ୟୁକ୍ରେନ୍): ୟୁକ୍ରେନ-ରୁଷ ଭିତରେ ସାତ ଦିନ ହେଲା ଘମାଘୋଟ ଯୁଦ୍ଧ ଚାଲିଛି । ଚାରିପଟରୁ ୟୁକ୍ରେନ ଉପରେ ହମଲା କରୁଛି ରୁଷ ସେନା । ତୁହାକୁ ତୁହା ବିସ୍ଫୋରଣ ସାଙ୍ଗକୁ ମିସାଇଲ୍ ମାଡ଼ କରୁଛି । ଖାରକିଭକୁ ନିଜ ଦଖଲରେ ନେବାକୁ ରୁଷ ସେନା ଆକ୍ରମଣ ଜାରି ରଖିଛି । ଆଜି ଲଢୁଆ ଯୁଦ୍ଧ…

ଭାରତୀୟଙ୍କୁ ଆଣିବା ପାଇଁ ଗଲା ଆଉ ୨ଟି ବାୟୁସେନା ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆଜି ଭୋରରୁ C-17 ଏୟାରକ୍ରାଫ୍ଟ ରୋମାନିଆ ଅଭିମୁଖେ ଯାଇଛି । ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଆଉ…

କିଭ୍ ଛାଡିଲେ ସବୁ ଭାରତୀୟ: ସେମାନଙ୍କୁ ଆଣିବା ପାଇଁ ୩ ଦିନରେ ଯିବ ୨୬ ବିମାନ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ରାଜଧାନୀ କିଭରେ ଆଉ କେହି ଭାରତୀୟ ନାହାନ୍ତି । ସମସ୍ତ ଭାରତୀୟ କିଭ୍ ଛାଡ଼ିଛନ୍ତି । ସୁରକ୍ଷିତ ଭାବରେ ସମସ୍ତେ ସେଠାରୁ ବାହାରି ଆସିଛନ୍ତି । ଏହାପରେ ସେଠାରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଛି । ଦୂତାବାସ…

ୟୁକ୍ରେନରୁ ୨୪ ଘଣ୍ଟାରେ ଉଦ୍ଧାର ହୋଇଛନ୍ତି ୧୩୭୭ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଘମାଘୋଟ ଲଢ଼େଇ ଚାଲିଛି । ଖାରକିଭରେ ତୁହାକୁ ତୁହା ହମଲା କରୁଛନ୍ତି ରୁଷ୍ ସେନା । ଏଭଳି ସ୍ଥିତିରେ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧୩ଶହ ୭୭ ଭାରତୀୟଙ୍କୁ ଉଦ୍ଧାର…

ରୁଷ୍ ପାଇଁ ଆମେରିକା ବାୟୁସୀମା ବନ୍ଦ କଲେ ବାଇଡେନ୍

ଓ୍ୱାଶିଂଟନ୍: ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ୟୁରୋପୀୟ ସଂଘର ବହୁ ରାଷ୍ଟ୍ର ରୁଷ୍ ଉପରେ ପ୍ରତିବନ୍ଧନ ଲଗାଉଛନ୍ତି । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି ।…

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା…

ପବଜୀ ପାଇଁ ଜୀବନ ଗଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପବଜୀ ପାଇଁ ଜଣକ ଜୀବନ ଗଲା । ଏହି ଗେମକୁ ୪ ଜଣ ଏକା ସଙ୍ଗେ ଖେଳୁଥିଲେ । ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ୩ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ଏହି ହତ୍ୟା ଅଭିଯୋଗରେ ପୋଲିସ ଜଣେ ୨୨ ବର୍ଷିୟ ଯୁବକକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ…

ଡବଲ୍ ଧମାକା ନେଇ ଖୁବଶୀଘ୍ର ଆସୁଛନ୍ତି ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ପ୍ରଯୋଜନା ମାମଲାରେ ଗିରଫ ହୋଇଥିଲେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ତଥାପି ଭାଙ୍ଗିନପଡି ଆଗକୁ ବଢିଥିଲେ ଶିଳ୍ପା ସେଟ୍ଟୀ । ଡାନ୍ସ ରିୟାଲିଟି ସୋ’ରେ ଜଜ୍ ଭାବେ ପୁଣି ହାତେଇଥିଲେ ଆସନ, ଆରମ୍ଭ କରିଛନ୍ତି ଟକ୍ ସୋ ‘ସେପ୍ ଅଫ୍ ୟୁ’ । ଯାହା ଜଣାପଡୁଛି ଚଳିତବର୍ଷ…

ଶତାଧିକ ବର୍ଷର ରହସ୍ୟମୟ ଶିବ ଲିଙ୍ଗ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ରହସ୍ୟମୟ ମନ୍ଦିର ଓ ମୂର୍ତ୍ତି ରହିଛି । ଏଭଳି ଏକ ରହସ୍ୟମୟ ଶିବଲିଙ୍ଗ ରହିଛି ଆୟରଲ୍ୟାଣ୍ଡରେ । ଯାହାକୁ ନଷ୍ଟ କରିବା ପାଇଁ ଲୋକମାେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗତ କିଛି ବର୍ଷ ହେବ ଆୟରଲ୍ୟାଣ୍ଡ ଶିବଲିଙ୍ଗକୁ କ୍ଷତି କରିବାକୁ ଚେଷ୍ଟା…