Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] ଇଲେକ୍ଟ୍ରିକ୍ ଗାଡି ବ୍ୟାଟେରୀରେ ବିସ୍ଫୋରଣ, ଜଳିଗଲା ସୋ’ରୁମ୍

ଭୁବନେଶ୍ୱର: ବଢିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଏଭଳି ସ୍ଥିତିରେ ଲୋକେ ଇଲେକ୍ଟ୍ରିକ୍ ଗାଡି ଆଡକୁ ମୁହାଁଉଛନ୍ତି । ଧୀରେଧୀରେ ଲୋକଙ୍କ ନିକଟରେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ମଧ୍ୟ ବଢିବାରେ ଲାଗିଛି । ହେଲେ ଚଳିତବର୍ଷ ଏକାଧିକ ଇଲେକ୍ଟ୍ରିକ୍ ଗାଡିରେ ବିସ୍ଫୋରଣ ଲୋକଙ୍କୁ କୋକୁଆ ଭୟରେ…

ତାମିଲ ଟିଟି ଖେଳାଳି ବିଶ୍ୱ ଦୀନଦୟାଲଙ୍କ ଦୁର୍ଘଟଣାରେ ମୃତ୍ୟୁ; ୨୭ରେ ଯାଇଥାନ୍ତେ ଅଷ୍ଟ୍ରିଆ

ଶିଲଂ: ତାମିଲନାଡୁ ଟେବୁଲ ଟେନିସ ଖେଳାଳି ବିଶ୍ୱ ଦୀନଦୟାଲନଙ୍କ(୧୮) ରବିବାର ଗୁଆହାଟ୍ଟିରୁ ଶିଲଂ ଯିବା ରାସ୍ତାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ୮୩ତମ ଜାତୀୟ ସିନିଅର ଓ ଅନ୍ତଃ ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଖେଳିବାକୁ ଅନ୍ୟ ତିନି ଜଣ ଖେଳ ସାଙ୍ଗଙ୍କ ସହ ଟାକ୍ସିରେ ଯାଉଥିଲେ ।…

ଲଖିମପୁର ଖେରୀ ମାମଲା: ଆଶୀଷଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ: ଲଖିମପୁର ଖେରୀ ମାମଲାରେ ଅଡୁଆରେ ପଡିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ । ମାନ୍ୟବର ସୁପ୍ରିମକୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃୟାରୀ ୧୦ରେ ଆଶୀଷଙ୍କୁ…

‘ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ସମ୍ପତ୍ତି ଉପରେ ବୁଲଡଜୋର ନବୁଲୁ’

ନୂଆଦିଲ୍ଲୀ: ହିଂସା ଭଳି ଅପରାଧିକ ମାମଲାରେ ଜଡିତ ଥିବା କିମ୍ବା ସନ୍ଦେହରେ ଥିବା ବ୍ୟକ୍ତିଙ୍କ ଘର କିମ୍ବା ସମ୍ପତ୍ତି ଉପରେ ବୁଲଡୋଜର ନବୁଲୁ। ଏପରି ଅପରେସନ ବିରୋଧରେ ଜାମିଆତ ଉଲାମା-ଇ-ହିନ୍ଦ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ଏହି ଆବେଦନରେ ବୁଲଡୋଜରର ବ୍ୟବହାର ଅପରାଧ ରୋକିବା…

ଏସପି, ଡିଆଇଜି ଡେପୁଟେସନରେ ନଗଲେ ପଦନ୍ନୋତି ମିଳିବନି !

ନୂଆଦିଲ୍ଲୀ: ଏସପି, ଡିଆଇଜି କେନ୍ଦ୍ରୀୟ ଡେପୁଟେସନରେ ନଗେଲ ପଦନ୍ନୋତି ମିଳିବନି । ଏଭଳି ଏକ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରାଳୟ। ଏହି ପ୍ରସ୍ତାବରେ କୁହାଯାଇଛି ଏସପି ଏବଂ ଡିଆଇଜି ରାଙ୍କର ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଆସିଲେ…

ଦିଲ୍ଲୀ ଜାହାଙ୍ଗୀରପୁର ହିଂସା ଘଟଣା, ନଜର ପକାନ୍ତୁ ୧୦ଟି ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ପୂର୍ବରୁ ଏକ ଡକାୟତି ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହନୁମାନ ଜୟନ୍ତୀ…

‘ବିଜେପିକୁ ସୁହାଇଲା ଭଳି କଂଗ୍ରେସ ରଣନୀତି ତିଆରି କରୁଛି’

ଗୌହାଟି: ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଦଳର ଅନେକ ନେତା ରାଜ୍ୟରେ ବିଜେପି ସହିତ ବିଶେଷ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମିଶି କାମ କରୁଛନ୍ତି। ତେଣୁ ଆସାମ କଂଗ୍ରେସର ଅନେକ ରଣନୀତି ବିଜେପିକୁ…

ରାଜଧାନୀକୁ ଡରାଇଲାଣି କରୋନା, ଦିନକରେ ୧୨%ରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି। ପଜିଟିଭ୍ ହାର ୪.୨୧ ପ୍ରତିଶତ ରହିଛି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ୨୦୦କିମି ଦୌଡ଼ିଲେ ୧୦ ବର୍ଷୀୟା କାଜଲ

ଭୁବନେଶ୍ୱର: ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଛା ହେଲା । ୨୦୦ କିମି ଦୌଡ଼ି ଦେଖା କରିବାକୁ ଗଲେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ କାଜଲ । ପ୍ରୟାଗରାଜର ମଣ୍ଡା ବାସିନ୍ଦା କାଜଲ ଗତ ବର୍ଷ ଇନ୍ଦିରା ମାରାଥନ ଦୌଡ଼ିଥିଲେ । ସେତେବେଳେ ସେ ମିଡ଼ିଆକୁ କହିଥିଲେ ଯେ, ତାଙ୍କର…

ଦୃଷ୍ଟିହୀନଙ୍କ ପାଇଁ ଦେଶର ପ୍ରଥମ ଡିଜିଟାଲ ରେଡିଓ ‘ଅକ୍ଷ’

ଭୁବନେଶ୍ୱର: ଦୃଷ୍ଟିହୀନଙ୍କ ନିକଟରେ ସବୁ ବେଳେ ବ୍ରେଲି ଏବଂ ଅଡିଓବୁକ୍ ମିଳୁନି । ଯାହା ସେମାନଙ୍କ ପାଠ ପଢ଼ାରେ ବାଧକ ବନୁଛି । ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ପାଠ ପଢ଼ିବାର ଦୁଇଟି ହିଁ ମାଧ୍ୟମ ଥିଲା । କୋଭିଡ ସମୟରେ ବ୍ରେଲି ଓ ଅଡିଓ ବୁକ୍ ର ଉପଲବ୍ଧତା କମିଯିବାରୁ ଦୃଷ୍ଟିହୀନଙ୍କ ପାଇଁ…