Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ଭୂମିକମ୍ପ, ଦେଖନ୍ତୁ ଭିଡିଓ

ତ୍ରିନିଦାଦ: ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ହେଲା ଭୂମିକମ୍ପ । କୁଇନ୍ସ ପାର୍କ ଓଭାଲରେ ଜିମ୍ୱାଓ୍ୱେ ଓ ଆୟଲ୍ୟାଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଭୂମିକମ୍ପ ହେଲା । ଜିମ୍ବାଓ୍ୱେ ବ୍ୟାଟିଂ କରିବା ବେଳେ କମ୍ପନ ଅନୁଭୂତ ହୋଇଥିଲା । ତେବେ ଖେଳ ଉପରେ ଏହାର କୌଣସି ପ୍ରଭାବ…

କାଜୋଲ୍ କରୋନା ସଂକ୍ରମିତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜୋଲ କରୋନା ସଂକ୍ରମିତ  ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ କାଜୋଲ ନିଜ ଝିଅର ଏକ ଫଟୋ ପୋଷ୍ଟ କରି କରୋନା ସଂକ୍ରମିତ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ହାର୍ଡକୋର୍ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ସୁକୁମା ଜିଲ୍ଲା ଚିନ୍ତଲନାର ଥାନା ଅନ୍ତର୍ଗତ ତିମାପୁରମ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି…

ଦେଶରେ ଖସୁଛି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଅଢ଼େଇ ଲକ୍ଷ ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ହଜାର ୨୮୧ ନୂଆ ଆକ୍ରାନ୍ତ । କ୍ରମାଗତ ଦ୍ୱିଦୀୟ ଦିନରେ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ…

ଚଳିତବର୍ଷର ପ୍ରଥମ ମନ୍ କି ବାତ୍: କଣ କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତବର୍ଷର ପ୍ରଥମ ମନ୍ କି ବାତ୍ । ଦିନ ସାଢ଼େ ୧୧ଟା ବେଳେ ରେଡିଓ କାର୍ଯ୍ୟକ୍ରମରେ ନିଜ ମନର କଥା କହିବେ । ଗତ ୧୯ ତାରିଖରେ ମନ୍ କି ବାତ୍ ପାଇଁ ଲୋକଙ୍କୁ ସେମାନଙ୍କର ବିଚାର ଓ ମତାମତ ମାଗିଥିଲେ ପ୍ରଧାନମନ୍ତ୍ରୀ । ଆଜି…

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର, ୫ ପାକିସ୍ତାନୀ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବଡଗାମ ଓ ପୁଲଓ୍ୱାମାରେ ୨ଟି ପୃଥକ ଏନ୍‌କାଉଣ୍ଟର ହୋଇଥିଲା । ୧୨ ଘଣ୍ଟା ଧରି ଅପରେସନ୍ ଚାଲିଥିଲା । ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ମୁଣ୍ଡ ଗଡ଼ିଛି ।…

୫ ରାଜ୍ୟରେ ବିଧାସଭା ନିର୍ବାଚନ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଚାର ପ୍ରସାର ମଧ୍ୟ ଯୋରଦାର ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିଷେଧାଜ୍ଞା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାକୁ ନେଇ ଚର୍ଚ୍ଚାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତରେ ଭାରତରୁ ତଥା ଚାଇନା, ୟୁଏଇ, ଡାପାନ, ପାକିସ୍ତାନ, ଦକ୍ଷିଣ ଆପ୍ରିକା, ଉଗାଣ୍ଡା, ରୁଆଣ୍ଡା, ମରୋକ୍କୋ ଓ କେନିଆ ଦେଶର…

[ଭିଡ଼ିଓ] ପର୍ଯ୍ୟଟନସ୍ଥଳୀ ଧନୁଷକୋଡ଼ିର ‘ଘୋଷ୍ଟ ଟାଉନ’

ତାମିଲନାଡୁ: ଭାରତରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଆଉ ଆମେ ବୁଲିବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଯାଇଥାଉ। ହେଲେ ଏହି ମନୋରମ ପରିବେଶ ସହିତ କିଛି ସ୍ଥାନ ରହିଛି । ଯେଉଁ ସ୍ଥାନକୁ ଯିବାକୁ ଲୋକମାନେ ଡରିଥାନ୍ତି । ସଂଧ୍ୟା ହେଲେ ସେହି ସ୍ଥାନ ଜନଶୂନ୍ୟ ହୋଇଯାଏ।  ଏହି ଜାଗାର ନାଁ…

[ଦେଖନ୍ତୁ ଭିଡିଓ] ଚାହୁଁଚାହୁଁ ବୁଡିଗଲା ଡଙ୍ଗା, ୧୦ ମଧ୍ୟରୁ ୨ ନିଖୋଦ

ଭୁବନେଶ୍ୱର: ମୋବାଇଲ କ୍ୟାମେରାରେ କଏଦ ହୋଇଛି ଛାତି ଥରାଇ ଦେଲାଭଳି ଘଟଣା । ଆଖି ସାମ୍ନାରେ ଚାହୁଁଚାହୁଁ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୧୦ ଜଣ ସବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି । ଗତ ଶୁକ୍ରବାର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏପରି ଅଭାବନୀୟ…