Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪୦ କୋଟି ସୁନା ଗାଉନରେ ଉର୍ବଶୀ

ମୁମ୍ବାଇ: ସୁନାର ପୋଷାକ ପିନ୍ଧି ଚମକିଲେ ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା । ସେ ପିନ୍ଧିଥିବା ସୁନାର ଗାଉନର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି । ଆରବ ଫ୍ୟାସନ ଶୋ’ରେ ଉର୍ବଶୀ ଏହି ଗାୁନ ପିନ୍ଧି ନିଜର ଚମକ୍ରାରିତ ଦେଖାଇଛନ୍ତି । ଉର୍ବଶୀଙ୍କ ଏହି ଲୁକ୍ ଏବଂ ଷ୍ଟାଇଲ ଦର୍ଶକଙ୍କୁ…

ଅଷ୍ଟ୍ରେଲିଆର ଏହି ମହିଳା ଦେଖି ପାରନ୍ତି ୧୦ କୋଟି ପ୍ରକାରର ରଙ୍ଗ !

ମେଲବୋର୍ଣ୍ଣ: ଆମେ ରହୁଥିବା ଧରା ପୃଷ୍ଠରେ ଅନେକ ରହସ୍ୟମୟ ବ୍ୟକ୍ତି ଅଛନ୍ତି । ତା ମଧ୍ୟରୁ ଜଣେ ହେଲେ ଅଷ୍ଟ୍ରେଲିଆର କନ୍ସେଟା ଏଂଟିକା । ତାଙ୍କ ଚକ୍ଷୁ ସାଧାରଣ ମଣିଷଠାରୁ ଭିନ୍ନ । ଏଥିରେ ସେ ୧୦ କୋଟି ପ୍ରକାରର ଅଲଗା ଅଲଗା ରଙ୍ଗ ଚିହ୍ନଟ କରି ପାରନ୍ତି । ଯାହା କି ସାଧାରଣ ମଣିଷ ପକ୍ଷେ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲରେ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାଧୀନତାରେ ୭୫ ବର୍ଷ ଭିତରେ…

ବଜେଟ୍ ଅଧିବେଶନରେ ସକାରାତ୍ମକ ଆଲୋଚନା ହେଉ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଏଥିପାଇଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ପୂର୍ବରୁ ସେ ତାପୂର୍ବରୁ ଗଣମାଧ୍ୟମ ସହ କଥା ହେବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,…

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ତଳମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା କେସ୍ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଏବେ ଦୈନିକ ସଂକ୍ରମଣ ପାଖାପାଖି ୩ଲକ୍ଷରୁ ୨ ଲକ୍ଷକୁ ଖସିଲାଣି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ମୁହାଁ ହେଲାଣି । ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ଲକ୍ଷ ୯ହଜାର ୯ହଜାର ୯୧୮ ଆକ୍ରାନ୍ତ ଚିହ୍ନଟ…

ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ, ନିର୍ମଳାଙ୍କ ବଜେଟ୍ ପେଡି ଉପରେ ନଜର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଆଜି ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ଏଥିସହ ଆଜି  ୨୦୨୧-୨୦୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ । ଆସନ୍ତାକାଲି ଗୃହରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ନାହିଁ କରି ପାରୁ ନାହାନ୍ତି ସୁନ୍ଦରୀ ଝିଅ, ୮ଜଣଙ୍କୁ ବିବାହ…

ବ୍ୟାଙ୍କକ: ଥାଇଲାଣ୍ଡର ଓଙ୍ଗ ଡାମ ସୋରଟ ଗୋଟିଏ ଛାତ ତଳେ ୮ଜଣ ପତ୍ନୀଙ୍କୁ ନେଇ ଶାନ୍ତିରେ ରହୁଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ । ସମସ୍ତ ପତ୍ନୀ ତାଙ୍କ ଉପରେ ଖୁସି ମଧ୍ୟ ଅଛନ୍ତିି । ୮ ପତ୍ନୀଙ୍କ ମଧ୍ୟରେ କେବେ ହେଲେ ଅଶାନ୍ତି ମଧ୍ୟ ହୋଇ ନାହିଁ । ପେଶାରେ ସେ ଜଣେ ଟାଟ୍ଟୁ ଆର୍ଟିଷ୍ଟ ।…

କାର୍ ଓ ଟ୍ରକ୍ ମୁହାଁମୁହିଁ, ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ଟ୍ରକ୍ ମୁହାଁମୁହିଁ । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଲୋନାଭାଲା ଅଞ୍ଚଳରେ । ଖବର ଅନୁସାରେ, ରବିବାର ଗୋଟିଏ ପରିବାରର ୫ ଜଣ କୌଣସି କାର୍ଯ୍ୟରେ ପୁଣେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ କାର…

କରୋନା ଟୀକା ନିୟମ କଡାକଡି କରି ଅଡୁଆରେ ପଡିଲେ କାନାଡା ପ୍ରଧାନମନ୍ତ୍ରୀ

ଓଟୱା: କରୋନା ଟୀକା ନିୟମ କଡାକଡି କରିବାକୁ ବିଶ୍ୱର ଅଧିକାଂଶ ଦେଶ ଗୁରୁତ୍ୱ ଦେଉଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ କିନ୍ତୁ ଅଡୁଆରେ ପଡିଛନ୍ତି । ଟୀକାକରଣ ଏବଂ ଏହି ନିୟମକୁ ବିରୋଧ କରି ରାଜଧାନୀ ଓଟୱାରେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିଙ୍କ ଘର ନିକଟରେ ପଂହଚି ଯାଇଥିଲେ ।…

କାଲିଠୁ ପାର୍ଲମେଣ୍ଟ ବଜେଟ୍ ଅଧିବେଶନ, ଫୋକସରେ ଥିବା ପ୍ରସଙ୍ଗ ଉପରେ ନଜର ପକାନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲିଠ ଆରମ୍ଭ ହେବ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ରହିଛି । ଏହାପରେ ଲୋକସଭା ଓ ରାଜ୍ୟସଭା ଅଧିବେଶ ଆରମ୍ଭ ହେବ । ଆସନ୍ତାକାଲି ଉଭୟ ଗୃହରେ ୨୦୨୧-୨୦୨୨…