Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ଧ୍ରରେ ପୁଣି ବର୍ଷା, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ତିରୁପତି : ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଯୋଗୁଁ ଆନ୍ଧ୍ରପ୍ରଦେଶରେ ଥମୁନି ବର୍ଷାର ପ୍ରକୋପ । ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବନ୍ୟା ହୋଇଛି । ଚିତ୍ତୋର, କଡପା, ଅନନ୍ତପୁର ଓ ନେଲୋରରେ ପ୍ରବଳ ବର୍ଷା ଜାରି ରହିବା…

ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ ଚିନ୍ତା ବଢ଼ାଇଲା ପ୍ରଦୂଷଣ । ପ୍ରଦୂଷଣର ମାତ୍ରା ବଢ଼ି ଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି କରିବେ ମୁକାବିଲା, କିପରି କମିବ ପ୍ରଦୂଷଣ ସେନେଇ ଚାଲିଛି ଘନ ଘନ ବୈଠକ । ଆଜି ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି ଦିଲ୍ଲୀ…

ରାମାୟଣ ଏକ୍ସପ୍ରେସରେ ୱେଟରଙ୍କ ପୋଷାକ ଦେଖି ରାଗିଲେ ସାଧୁ ସନ୍ଥ

ଉଜ୍ଜୈନ:ରାମାୟଣ ଏକ୍ସପ୍ରେସରେ ୱେଟରମାନଙ୍କ ପୋଷାକ ଦେଖି ଉଜ୍ଜୈନ ସାଧୁ ସନ୍ଥମାନେ ବିଗିଡି ଯାଇଛନ୍ତି । ଏପରିକି ଟ୍ରେନକୁ ରୋକିଦେବା ନେଇ ଧମକ ଦେଇଛନ୍ତି । ୱେଟରମାନେ ସାଧୁ ସନ୍ଥଙ୍କ ପରି ପୋଷାକ ପିନ୍ଧି ଯାତ୍ରୀମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବେ…

ମିଳୁନାହାନ୍ତି ମାଲିକ , ଥାନାରେ ଛେଳି ଅଟକ

ତାମିଲନାଡୁ : ସମସ୍ୟାରେ ପଡିଛି କୋଏମ୍ବାଟୁର କରମଡାଇ ପୋଲିସ । ଆପଣମାନେ ତ ଶୁଣିଥିବେ ପୋଲିସ ଚୋରକୁ ଖୋଜେ ହେଲେ ଏହି ଘଟଣାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଚୋରି ହୋଇଥିବା ଛେଳିକୁ ପୋଲିସ ପାଇଛି । ଏହି ଛେଳି ଏବେ ପୋଲିସ କଷ୍ଟେଡିରେ ରହିଛି । ବର୍ତମାନ ଏହି ଛେଳିର ମାଲିକ କିଏ…

ଖ୍ରୀଷ୍ଟମାସ ପରେଡ୍‌ ବେଳେ ଭୟଙ୍କର ଅଘଟଣ; ବୟସ୍କ ଓ ଶିଶୁଙ୍କ ଉପରେ ମାଡିଗଲା ଗାଡି

ନୂଆଦିଲ୍ଲୀ: ମିଲ୍‌ୱାକି ଉପକଣ୍ଠରେ ରବିବାର ଦିନ ଖ୍ରୀଷ୍ଟମାସ ପରେଡରେ ସାମିଲ୍‌ ହୋଇଥିବା ଲୋକଙ୍କ ଉପରେ ଏସୟୁଭି ମାଡିଯାଇଥିଲା। ଏହି ଗାଡି ୪୦ ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥିବା ଜଣାପଡ଼ିଛି। ନଗର ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି…

ଆଜି ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ ହେବେ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ବାରା ଆଜି ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ। ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାର ଜଣେ ଅଧିକାରୀ। ଭାରତ-ପାକିସ୍ଥାନ ସୀମାରେ ଥିବା ୱାଗା ସୀମାରେ ଭାରତୀୟ ସମୟ ମାର୍ଚ୍ଚ ୧,…

ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ

ପଠାନକୋଟ: ସୋମବାର ସକାଳେ ପଞ୍ଜାବର ପଠାନକୋଟର ଧୀରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି । ପୋଲିସ କହିଛି, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ଏକ ଗ୍ରେନେଡ଼କୁ ଆର୍ମି ଗେଟ୍ ଭିତରକୁ ଫୋପାଡ଼ି ଦେଇଥିଲେ । ଗ୍ରେନେଡ଼ର କିଛି ଅଂଶ ଉଦ୍ଧାର କରାଯାଇ…

ରାଜଧାନୀରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ପ୍ରବେଶ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: (SAFAR) ଅନୁଯାୟୀ ସୋମବାର ଦିନ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 'ଅତ୍ୟନ୍ତ ଖରାପ' ବର୍ଗରେ ରହିଥିବାରୁ ଦିଲ୍ଲୀର ବାୟୁ ବିଷାକ୍ତ ରହିଛି। ମଙ୍ଗଳବାର ମଧ୍ୟ AQI 'ଅତ୍ୟନ୍ତ ଖରାପ' ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସୋମବାର ସକାଳେ, SAFAR ଅନୁଯାୟୀ ଦିଲ୍ଲୀର…

ଏଣିକି ଟିଭିରେ ଅଭିନୟ କରିପାରିବେନି ମହିଳା କଳାକାର

ଭୁବନେଶ୍ବର: ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଏକ ନୂଆ 'ଗାଇଡଲାଇନ' ଜାରି କରିଛି। ଯାହା ଅନୁଯାୟୀ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକରେ ମହିଳା ଅଭିନେତ୍ରୀଙ୍କୁ ସିରିଏଲ କିମ୍ବା ଧାରାବାହିକରେ ଦେଖାଯାଇପାରିବ ନାହିଁ। ଅର୍ଥାତ୍‌ କୌଣସି ମହିଳା ଅଭିନେତ୍ରୀ ଟେଲି ଧାରାବାହିକରେ ଅଭିନୟ…

ଏ ଯୁଗର ଶାହ୍‌ ଜାହାନ; ପତ୍ନୀଙ୍କୁ ଉପହାର ଦେବା ଲାଗି ଗଢିଦେଲେ ତାଜମହଲ ଭଳି ଘର

‌ଭୋପାଳ: ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ବପ୍ରସିଦ୍ଧ ଅଜୁବା ମଧ୍ୟରୁ ଅନ୍ୟତମ। ତେବେ ଏହି ତାଜମହଲ ଶାହ୍‌ ଜାହାନ ତାଙ୍କ ପତ୍ନୀଙ୍କ ପ୍ରତି ପ୍ରେମର ପ୍ରତୀକ ଭାବରେ ଗଢିଥିଲେ। ଯାହାକୁ ଯୁଗ ଯୁଗରୁ ପ୍ରେମର ପତୀକ ଭାବେ ବିବେଚନା କରାଯାଉଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଲାଗି ଠିକ୍‌…