Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନ କ୍ୟାବିନେଟରେ ଶପଥ ନେଲେ ୧୫ ମନ୍ତ୍ରୀ

ଜୟପୁର : ଶପଥ ନେଇଛି ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବା ବେଳେ,…

ଏକାଠି ରିଲିଜ୍ ହେବ ୪ ହାଇ ବଜେଟ୍ ମୁଭି, କିଏ ମାରିବ ବାଜି ?

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ମିଷ୍ଟର୍ ପରଫେକ୍ସନିଷ୍ଟ ଅମିର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢା ଆସନ୍ତା ବର୍ଷ ଅପ୍ରେଲ୍ ୧୪ରେ ରିଲିଜ୍ ହେବା ନେଇ ସ୍ଥିର ହୋଇଛି । ହେଲେ ଏହି ରିଲିଜ୍ ଡେଟ୍ ଆମିରଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି । କାହିଁକି ନା ଠିକ୍ ସେହି ଦିନ ଦୁଇଟି ସାଉଥ୍ ଫିଲ୍ମ ସହ…

ଅଯୋଧ୍ୟାରେ ୧୦୦ କୋଟି ବ୍ୟୟରେ ନିର୍ମିତ ହେବ ଭଗବାନ ଆଦିନାଥଙ୍କ ମନ୍ଦିର

ଅଯୋଧ୍ୟା: ଭଗବାନ ଋଷଭ ଦେବଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ଭଗବାନ ଆଦିନାଥଙ୍କ ମନ୍ଦିର । ଲକ୍ଷ୍ନୌର ଆର୍କିଟେକ୍ଟ ଏହାର ନକ୍ସା ପ୍ରସ୍ତୁତ କରି ସାରିଛନ୍ତି । ଭଗବାନ ଶ୍ରୀରାମ ମନ୍ଦିରଠାରୁ ଏକ କିଲୋମିଟର ଦୂରରେ ଏହା ନିର୍ମିତ ହେବ ବୋଲି…

ପୁଣି ଗର୍ଜିଲେ ନଓ୍ବାବ ମଲ୍ଲିକ, କହିଲେ ପ୍ରିପ୍ଲାନ ଅନୁସାରେ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ତୁଟୁନି ବିବାଦ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିବା ପରେ ବି ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ପୂର୍ବରୁ ଅନେକ ଥର ଏନସିବିକୁ…

ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇ ପୁଣି ଅଡୁଆରେ କଙ୍ଗନା

ନୂଆଦିଲ୍ଲୀ : ପୁଣି ବିବାଦରେ କଙ୍ଗନା ରାଣାଓ୍ବତ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କଙ୍ଗନା । ସେ କହିଛନ୍ତି, ଇନ୍ଦିରା ନିଜ ଜୋତାରେ ମଶାଙ୍କୁ ଦଳିବା ପରି ଶିଖମାନଙ୍କୁ ଦଳି ଦେଇଥିଲେ । ଆଉ ଆଜି ସରକାରଙ୍କ ଉପରେ…

ପଟିଆଲାରୁ ଲଢ଼ିବେ କ୍ୟାପ୍ଟେନ ଅମରିନ୍ଦର

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଆଗାମୀ ବିଧାନସଭା ନିର୍ବାଚନରେ ପଟିଆଲାରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । କ୍ୟାପ୍ଟେନଙ୍କ ଗଡ ଭାବେ ପରିଚିତ ପଟିଆଲାରେ ସେ ୪ଥର ବିଜୟ ହାସଲ କରିଛନ୍ତି । ୪୦୦ ବର୍ଷ ହେଲା ଏହା ଆମ ପରିବାର ସହିତ ରହିଛି । ଆଉ ନବଜୋତ…

[ଭିଡିଓ] ସଙ୍ଗୀତ ସମାରୋହରେ ଉଡିଲା ବିଡାବିଡା ଟଙ୍କା

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ କଏଦ ହୋଇଛି ସଙ୍ଗୀତ ସମାରୋହର କିଛି ଅବିଶ୍ୱସନୀୟ ଦୃଶ୍ୟ । ଜଣେ ଗାୟିକା ଗୀତ ଗାଉଥିବାବେଳେ ନିକଟରେ ଥିବା ଲୋକ ଉଡାଇଥିଲେ ବିଡାବିଡା ଟଙ୍କା । ଭିଡିଓଟି ଗୁଜରାଟରୁ ଆସିଛି । ସେଠିକାର ଚର୍ଚ୍ଚିତ ଗାୟିକା…

ଭାରତ-ପାକ ସୀମାରୁ ମିଳିଲା ୩.୧୫ କୋଟି ଟଙ୍କାର ହେରୋଇନ

ଅଟାରୀ: ଭାରତ-ପାକିସ୍ତାନ ଅଟାରୀ ଇଂଟିଗ୍ରେଟେଡ ଚେକପୋଷ୍ଟ ନିକଟରେ ୩.୧୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି । ନିୟମିତ ଚେକିଂ ବେଳେ ସ୍ନିଫର କୁକୁର ଏକ କଳା ପ୍ୟାକେଟ ପାଇଥିଲା । ଏହାକୁ ଶୁଂଘିବା ପରେ ସେ ତାର ହ୍ୟାଣ୍ଡଲରକୁ ଦେଖି ଭୁକିବାକୁ ଲାଗିଥିଲା । ସିନିୟର ଅଧିକାରୀମାନେ ଆସି ଏହାର…

[ଭିଡିଓ] ଭାଙ୍ଗିଲା ପ୍ରଭୁ କୃଷ୍ଣଙ୍କ ମୂର୍ତ୍ତି, ସଜାଡିବାକୁ ଡାକ୍ତରଖାନା ପହଂଚିଲେ ପୂଜକ

ଭୁବନେଶ୍ୱର: ପୁରାଣ ଓ ଶାସ୍ତ୍ର ଅନୁଯାୟୀ ଦିଅଁଙ୍କୁ ବି ଜ୍ୱର ହୋଇଥାଏ । ଏଥିପାଇଁ ରହିଛି ନାନା ନୀତି ନିୟମ । ତେବେ କୌଣସି ଦେବାଦେବୀ ଆହତ କାରଣରୁ ଡାକ୍ତରଖାନା ଯିବା ବୋଧ ହୁଏ ଆପଣ କେବେ ଦେଖିନଥିବେ କିମ୍ବା ଶୁଣିନଥିବେ । ହେଲେ ଓଡିଶାଠୁ ଦୂରରେ ଥିବା ଉତ୍ତରପ୍ରଦେଶରେ ଏପରି ଏକ ଘଟଣା…

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ବିଶାଖାପାଟଣା : ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍‌ଏସ୍‌ ସାମିଲ କରାଯିବ । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ…