Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ବୁଧବାର କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ଅଭିଯୋଗ ହେତୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପାଟୋଲ କହିଛନ୍ତି ଯେ ମୁମ୍ବାଇ କଂଗ୍ରେସ ତାଙ୍କ…

ଦିଲ୍ଲୀ ଅପେକ୍ଷା ଅଧିକ ପ୍ରଦୂଷିତ ସହର ମୁମ୍ବାଇ

ମୁମ୍ବାଇ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଯାଇଛି ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ସ୍କୁଲ, କଲେଜ ଆଗାମୀ ନିର୍ଦ୍ଦେଶ ଜାରି ହେବା ଯାଏ ବନ୍ଦ ରହିବା ନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ ଯାତାୟାତା ଉପରେ ମଧ୍ୟ ବ୍ୟାନ୍‌…

ବିଲେଇ ବଞ୍ଚାଇଲା ନବଜାତର ଜୀବନ, ଡ୍ରେନରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିଲେଇ ବଞ୍ଚାଇଲା ନବଜାତର ଜୀବନ । ଏହି କଥା ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ଏହା କେମିତି ସମ୍ଭବ ହେଲା ଭାବୁଥିଲେ । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମୁମ୍ବାଇରେ ଏମିତି ଏକ ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର । କଥାରେ ଅଛି ଯାହାକୁ…

୬୧୧ ଦିନ ପରେ ପୁନର୍ବାର ଖୋଲିଲା କରତାରପୁର କରିଡର: କେନ୍ଦ୍ର, ପଞ୍ଜାବର ୧୦୦ ଅଫିସର ଯିବେ ପାକିସ୍ତାନ

ନୂଆଦିଲ୍ଲୀ: ୬୧୧ ଦିନ ପରେ କରତାରପୁର କରିଡର ଖୋଲିଛି । ପ୍ରଥମ ଦିନ କେନ୍ଦ୍ର ଏବଂ ପଞ୍ଜାବର ୧୦୦ ଅଧିକାରୀ ପାକିସ୍ତାନ ଯିବେ । ସ୍ୱତନ୍ତ୍ର ଅନୁମତି ପରେ ଏହି ଅଧିକାରୀମାନଙ୍କୁ ବର୍ଡର ଆରପଟକୁ ନିଆଯିବ । ଆସନ୍ତା କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ତାଙ୍କ କ୍ୟାବିନେଟ ସହ…

ଚୀନ୍ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ କି ଏକ ଇଞ୍ଚ ଜମି ବି ନେଇନାହିଁ: ଜିନପିଙ୍ଗ

ନୂଆଦିଲ୍ଲୀ: ଜିନପିଙ୍ଗ ବାଇଡେନଙ୍କୁ କହିଛନ୍ତି ଯେ ଚୀନ୍ ଲୋକମାନେ ସର୍ବଦା ଶାନ୍ତି ବଜାୟ ରଖିବାକୁ ଭଲ ପାଆନ୍ତି। ଚୀନ୍‌ର ରକ୍ତରେ କୌଣସି ଆକ୍ରୋଶ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିପୁଲ୍ସ ରିପବ୍ଲିକ୍ ପ୍ରତିଷ୍ଠା ହେବା ଦିନଠାରୁ ଚୀନ୍ କୌଣସି ଯୁଦ୍ଧ କିମ୍ବା ବିବାଦ ଆରମ୍ଭ କରି…

ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ସମ୍ପର୍କ ଜଟିଳ ଥିଲା; ଅନୀତା ବୋଷ

ନୂଆଦିଲ୍ଲୀ: ବୁଧବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷ କହିଛନ୍ତି ଯେ ତାଙ୍କ ପିତା ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ସମ୍ପର୍କ ଜଟିଳ ଥିଲା। କାରଣ ଗାନ୍ଧୀ ଅନୁଭବ କରିଥିଲେ ଯେ ସେ ନେତାଜୀକୁ ନୟନ୍ତ୍ରଣ କରିପାରିବେ ନାହିଁ। ଅନ୍ୟପଟେ ଅନୀତା ବୋଷ କହିଛନ୍ତି ଯେ, “ଅନ୍ୟପଟେ…

ବାହା ହେଲେ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା

ମୁମ୍ବାଇ: ଲୋକପ୍ରିୟ ଟେଲି ଧାରାବାହିକ 'କୁଣ୍ଡ୍‌ଲି ଭାଗ୍ୟ'ରେ ପ୍ରୀତା ଚରିତ୍ରରେ ଅଭିନ୍ର କରୁଥିବା ତଥା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶ୍ରଦ୍ଧା ଆର୍ଯ୍ୟା ୧୬ ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ବଏ୍‌ଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବାହା ହୋଇଛନ୍ତି।…

ଖୋଲାରେ ବୁଲୁଛନ୍ତି ଆତଙ୍କବାଦୀ; ପାକିସ୍ତାନର ଗୁମର ଫିଟାଇଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଉଠାଇ ଭାରତକୁ ବଦନାମ କରିବାର ପଦକ୍ଷେପ ଏଥର ପାକିସ୍ତାନକୁ ମହଙ୍ଗା ପଡିଛି। ବାସ୍ତବରେ, ପାକିସ୍ତାନରେ ଆତଙ୍କବାଦୀମାନେ ମୁକ୍ତ ଭାବରେ ବୁଲିବା ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ଉପରେ ଭୀଷଣ ବର୍ଷିଛି। ଭାରତ କହିଛି ଯେ…

ବିଷ ବଳୟରେ ଦିଲ୍ଲୀ: ଆଗାମୀ ନିର୍ଦ୍ଦେଶ ଯାଏ ରାଜଧାନୀରେ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ପ୍ରଦୂଷଣ ଲୋକଙ୍କୁ ହନ୍ତସନ୍ତ କରୁଛି । ବିଷ ବଳୟରେ ଦିଲ୍ଲୀ । ଚାରିଆଡ଼େ ଧୂଆଁମୟ ପରିବେଶ । ରାଜଧାନୀବାସୀ ଅଣନିଶ୍ୱାସୀ ହୋଇ ଗଲେଣି । ଗତ ସପ୍ତାହେ ହେବ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଦିଲ୍ଲୀ ଏମସିଆରରେ…

ବଢୁଛି ସଂକ୍ରମଣ; ପୁଣି ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ୟୁରୋପୀୟ ଦେଶମାନଙ୍କରେ କରୋନା ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବା ଲାଗି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। ଅନ୍ୟପଟେ ଜମ୍ମୁରେ କୋଭିଡ-୧୯ ପଜିଟିଭିଟି ହାର ବଢୁଥିବାରୁ ବୁଧବାର ଠାରୁ ଜମ୍ମୁରେ ରାତ୍ରି କର୍ଫ୍ୟୁ…