Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିସାଇଲ ମାଡ କରି ନିଜ ସାଟେଲାଇଟ ଧ୍ୱଂସ କଲା ରୁଷିଆ: ଆମେରିକା, ନାସା କ୍ଷୁବ୍ଧ

ୱାଶିଂଟନ: ରୁଷିଆର ଆଜି ଏକ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଆମେରିକା ଏବଂ ନାସା ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରୁଷିଆ ତାର ଏକ ଅଚଳ ସାଟେଲାଇଟ ମିସାଇଲ ମାଡ କରି ଧ୍ୱଂସ କରିଥିଲା । ଏହା ଫାଟିବା ଫଳରେ ଏହାର ୧୫୦୦ ଖଣ୍ଡ ସ୍ପେସ ଏରିଆରେ ଖେଳାଇ ହୋଇଯାଇଥିଲା । ଯାହା ଫଳରେ…

ତାଇଓ୍ବାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଧମକ, କହିଲା ନିଆଁ ସହ ଖେଳ ନାହିଁ

ବେଜିଂ : ସକାଳେ ପ୍ରଶଂସାରେ ପୋତି ପକାଇଲେ, ଆଉ ଅପରାହ୍ନରେ ଧମକ । ବିଶ୍ବର ଦୁଇ ସୁପରପାଓ୍ବାର ଆମେରିକା ଓ ଚୀନ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଏକ ଭିନ୍ନଗତି ଦେଖିବାକୁ ମିଳିଛି । ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ଧମକ ଦେଇଛନ୍ତି ଚୀନ…

ବିଶ୍ୱର ଡ୍ରଗ୍‌ କ୍ୟାପିଟାଲ୍‌ ପାଲଟିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଅଫିମ ଉତ୍ପାଦନରେ କ୍ରମାଗତ ପଞ୍ଚମ ବର୍ଷ ପାଇଁ ୬୦୦୦ ଟନ୍ ଅତିକ୍ରମ କରିଛି। ତାଲିବାନ ରାଜ ପରେ ଆଫଗାନିସ୍ତାନ ଏବେ ବିଶ୍ୱର ଡ୍ରଗ୍ କ୍ୟାପିଟାଲ୍‌ ପାଲଟିଛି। ତାଲିବାନ ଆସିବା ପରେ ଅଫିମ୍‌ ଉତ୍ପାଦନରେ ବହୁତ ବୃଦ୍ଧି ଘଟିଛି।…

ମନ୍ଦିରରେ ନଡ଼ିଆକୁ କିପରି ଭାଙ୍ଗିବେ, ଆରତୀ କିପରି କରିବେ; ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ; ଏସ୍‌ସି

ନୂଆଦିଲ୍ଲୀ: ମନ୍ଦିରର ଦୈନନ୍ଦିନ ରୀତିନୀତି କିଛି ଏଭଳି ଜିନିଷ ନୁହେଁ ଯେଉଁଥିରେ ସାମ୍ବିଧାନିକ ଅଦାଲତ ସହିତ ଜଡିତ ହେବ। ଆଜି ତିରୁପତି ନିକଟସ୍ଥ ପ୍ରଭୁ ଭେଙ୍କଟେଶ୍ବର ପ୍ରସିଦ୍ଧ ପାହାଡ ମନ୍ଦିରରେ ପୂଜାପାଠରେ ଅନିୟମିତତା ହୋଇଥିବା ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା…

ୟୁପିରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେ । ଉତ୍ତରପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିଛନ୍ତି । ୩୪୦ କିଲୋମିଟର ଲମ୍ବାର ଏକ୍ସପ୍ରେୱେର ବିଶେଷତ୍ୱ କେବଳ ଏହା ନୁହେଁ ଯେ ଏହା ବାରବାଙ୍କୀ,ଅମେଠି…

ପ୍ରସବ ସମୟରେ ପ୍ରାଣ ହରାଇଲେ ନର୍ସ; ୫୦୦୦ ମହିଳାଙ୍କ ପ୍ରସବରେ କରିଥିଲେ ସାହାଯ୍ୟ

ଔରଙ୍ଗାବାଦ: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ପ୍ରସବ ସମୟରେ ଜଣେ ୩୮ ବର୍ଷ ବୟସ୍କା ନର୍ସଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନର୍ସ ପ୍ରାୟ ୫୦୦୦ ମହିଳାଙ୍କର ପ୍ରସବ କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ନିଜ ସନ୍ତାନକୁ ଜନ୍ମ ଦେବା ପରେ ଜଟିଳତା ହେତୁ…

ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ

ଚୀନ୍ : ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ । ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଚିତ ଆମେରିକା ବର୍ତ୍ତମାନ ସବୁ କ୍ଷେତ୍ରରେ ପଛରେ ପଡିବାରେ ଲାଗିଛି ।ଏଥର ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠାର ଧନୀ ଦେଶର ଆଖ୍ୟା ଅର୍ଜନ କରିଛି ଚୀନ୍ ।ବିଗତ ୨୦ ବର୍ଷ ଭିତରେ ଚୀନର ଧନ ସମ୍ପତି ପ୍ରାୟ ୩ ଗୁଣା…

ପତ୍ନୀ ଜୟାଙ୍କ ତାରିଫ୍‌ରେ ଏମିତି କହିଲେ ବିଗ୍‌ ବି

ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍‌ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍‌ ତାରିଫ୍‌ କରିଥିବା ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା'ଙ୍କ ନାମ ଶୁଣି ବିଗ୍‌ ବି ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍‌ ସୁନ୍ଦର ନାଁ ବୋଲି…

ଏହି ସହରରେ ଆଜିଠୁ ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଠାରୁ ସର୍ବସାଧାରଣ ରାସ୍ତା କଡ଼ରେ ଥିବା ଷ୍ଟଲରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଷ୍ଟଲଗୁଡିକ ସାଧାରଣ ଲୋକ ଯାତାୟାତ କରୁଥିବା ରାସ୍ତା…

ହାର୍ଦ୍ଦିକ ପାଣ୍ଡ୍ୟା କହିଲେ ଘଣ୍ଟାର ଦାମ୍ କେତେ ଓ କେଉଁଠୁ କିଣିଥିଲେ ?

ମୁମ୍ବାଇ: ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଦାମୀ ହାତ ଘଣ୍ଟା ସହ ଧରା ପଡ଼ିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ୱିଟ୍ କି ହାର୍ଦ୍ଦିକ ଲେଖିଛନ୍ତି, ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସେ ନିଜେ କଷ୍ଟମ୍ସ…