Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ପହଁଞ୍ଚିବା ପରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ…

ଜାନୁଆରୀରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା ୧୦ ଜାନୁଆରୀରେ ଭାରତ ଗସ୍ତ କରିପାରନ୍ତି। ଏହା ତାଙ୍କର ଦ୍ୱିତୀୟ ବିଦେଶ ଯାତ୍ରା ହେବ। ଏହାପୂର୍ବରୁ, ଦେଓବା ଅକ୍ଟୋବର ୨୦୨୦ରେ COP26 ରେ ଯୋଗଦେବା ପାଇଁ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ପହଞ୍ଚିଥିଲେ ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ…

ଓମିକ୍ରନ୍‌ ସଂକ୍ରମଣକୁ ରୋକାଯାଇପାରିବ ନାହିଁ; ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: କ୍ଷୀପ୍ର ବେଗରେ ବୃଦ୍ଧି ପାଉଥିବା ଓମିକ୍ରନ୍ ସଂକ୍ରମଣକୁ ରୋକାଯାଇପାରିବ ନାହିଁ। କେରଳରେ କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ଏକ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ କହିଛନ୍ତି ଯେ ପ୍ରତି ଦୁଇ ଦିନରେ ଓମିକ୍ରନ୍‌ର ନୂଆ ମାମଲା ଦ୍ୱିଗୁଣିତ ହେଉଛି। ସେ…

କରୋନା ପରେ ଲାଇଫ୍ ସପୋର୍ଟରେ ୬୫ ଦିନ, ଫୁସଫୁସ ପ୍ରତିରୋପଣ ନକରି ସୁସ୍ଥ ହେଲା ନାବାଳକ

ହାଇଦ୍ରାବାଦ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆୟୁଷ ଥିଲେ ଯମ ବି କିଛି କରି ପାରିବ ନାହିଁ ବୋଲି କୁହାଯାଏ । ଏକଥାର ଯଥାର୍ଥତା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଜଣେ ୧୨ ବର୍ଷର ବାଳକ କରୋନା ସଂକ୍ରମିତ ହେବା ପରେ ୬୫ ଦିନ ଲାଇଫ ସପୋର୍ଟରେ ଥିଲେ । ଫୁସଫୁସ…

ମୁମ୍ବାଇରେ ନୂଆ ବର୍ଷ ସେଲିବ୍ରେସନ୍‌ ମନା

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ପ୍ରସାରକୁ ଦୃଷ୍ଟିରେ ରଖି ବିଏମ୍‌ସି ମୁମ୍ବାଇରେ ନୂତନ ବର୍ଷର ଉତ୍ସବ ପାଳନ ପାଇଁ ଏହାର ନିୟମାବଳୀକୁ ଆହୁରି କଡାକଡି କରିଛି। ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ଯେ ମୁମ୍ବାଇର ଆବଦ୍ଧ କିମ୍ବା ଖୋଲା ସ୍ଥାନରେ କୌଣସି ନୂତନ ବର୍ଷର ପାର୍ଟୀ…

ଭାରତରେ ୨-୩ ସପ୍ତାହରେ ୧୦୦୦ ଛୁଇଁବ ଓମିକ୍ରନ୍ କେସ୍, ଦୁଇ ମାସରେ ୧୦ ଲକ୍ଷ ଟପିଯିବ !

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ କେସ୍ ବଢୁଛି । ୧୭ ରାଜ୍ୟରୁ ଚିହ୍ନଟ ହେଲେଣି ୪୧୫ ଆକ୍ରାନ୍ତ । ଆଗାମୀ ୨-୩ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁପାରେ । ପରବର୍ତ୍ତୀ ଦୁଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ହୋଇପାରେ । ଏଭଳି ଆଶଙ୍କା କରିଛନ୍ତି କେରଳର କୋଭିଡ୍…

ଗୋଟିଏ ମାସରେ ୧୦୮ ଦେଶକୁ ମାଡିଗଲାଣି ଓମିକ୍ରନ୍‌; ୧.୫ ଲକ୍ଷରୁ ଅଧିକ ରୋଗୀ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ପ୍ରଜାତି ଯାହା ବିଶ୍ବବ୍ୟାପୀ କରୋନା ସଂକ୍ରମଣର ଗତି ବଢାଉଛି ଏହା ଅନେକ ଦେଶରେ ଡେଲଟା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ ହୋଇସାରିଛି। ଓମିକ୍ରନ୍ ଏକ ମାସ ମଧ୍ୟରେ ବିଶ୍ବର ୧୦୮ ଦେଶକୁ ବ୍ୟାପିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ…

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

କଶ୍ମୀର: ଜମ୍ମୁ କଶ୍ମୀରର ସୋପିଆନରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ସୋପିଆନର ଚୌଗାମ୍ ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ବେଶ୍ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ନିହତ ଦୁଇ ଆତଙ୍କୀଙ୍କ ପରିଚୟ…

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫, ସୁସ୍ଥ ହେଲେଣି ୧୧୫

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢଛି । ବର୍ତ୍ତମାନ ସୁଦ୍ଧା ୧୭ ରାଜ୍ୟରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଓମିକ୍ରନ୍‌ ଭୟ; କଡାକଡି ହେଲା କଟକଣା; ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଟିକାକରଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ରାତ୍ରି କର୍ଫ୍ୟୁ ଏବଂ ମାସ୍କିଂ ନିୟମକୁ କଡାକଡି ପାଳନ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ୧୬୨ ଦିନ ପରେ,…