Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆବାସ ଯୋଜନାରେ ଘର ଦେବାନେଇ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପିଏମ୍ ଆବାସ ଯୋଜନା ନେଇ ଆଜି ବିଜୁ ଜନତା ଦଳର ସାଂସଦ ମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର କୃଷି ଭବନ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଘଣ୍ଟିଆ ବୈଠକ କରିଥିଲେ ବିଜେଡି ସାଂସଦ ମାନେ । ଗିରିରାଜଙ୍କ ସହ ପ୍ରଧାନମନ୍ତ୍ରୀ…

[ଭିଡ଼ିଓ] ମାଡି ଆସୁଛି ବିପଦ: ଆଣ୍ଟାର୍କଟିକା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ

ୱାସିଂଟନ: ମାଡି ଆସୁଛି ବିପଦ। ଆଣ୍ଟାର୍କଟିକା ଉପରେ ଏହି ବିପଦ ମାଡିବାରେ ଲାଗିଛି । କାରଣ ସେଠାରେ ଥିବା ଥ୍ୱାଇଟ୍ସ ଗ୍ଲାସିୟରରେ ଫାଟ ସୃଷ୍ଟି ହୋଇଛି । ଏନେଇ ଚେତାବନୀ ବି ମିଳିଛି ଆଗାମୀ ୫ ବର୍ଷରେ ଗ୍ଲାସିୟର ଭାଙ୍ଗିଯିବ। ଯାହାଫଳରେ ସମୁଦ୍ରର ଜଳସ୍ତର ୨୫ ଇଞ୍ଚ ଯାଏ ବଢିଯିବ। ଏହାର…

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ…

ଓମିକ୍ରନ୍‌କୁ ମାତ୍‌ ଦେବ ମଡର୍ନାର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ନା ସୋମବାର କହିଛି ଯେ ଏହାର ବୁଷ୍ଟର୍ ଟିକା କୋଭିଡ୍-୧୯ ର ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଣ୍ଟିବଡି ସ୍ତରକୁ ବଢାଇଥାଏ। କମ୍ପାନୀ କହିଛି ଯେ ୫୦ ମାଇକ୍ରୋଗ୍ରାମ୍ ବୁଷ୍ଟର୍ ଆଣ୍ଟିବଡି ସ୍ତରକୁ ୩୭ ଗୁଣ ବଢାଇଥାଏ। ଆଉ ୧୦୦ ମାଇକ୍ରୋଗ୍ରାମ୍…

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି ଗୁଜରାଟ ଯୋଗୀ

ନୂଆଦିଲ୍ଲୀ: ହିନ୍ଦୁ ଯୁବ ବାହିନୀଙ୍କ ଗୁଜୁରାଟର ଦାୟିତ୍ୱରେ ଥିବା ଯୋଗୀ ଦେବନାଥ ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି। ଅନେକ ଲୋକ ଯୋଗୀ ଦେବନାଥଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ 'ଗୁଜୁରାଟର ଯୋଗୀ' ବୋଲି କହୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ…

ପାକିସ୍ତାନୀ ମାଛଧରା ବୋଟରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ

ଅହମଦାବାଦ: ଗୁଜୁରାଟ ଜଖାଉ ବନ୍ଦର ପାଖରୁ ଧରାପଡ଼ିଲା ୪୦୦କୋଟି ଟଙ୍କାର ହେରୋଇନ । ପାକିସ୍ତାନୀ ମାଛଧରା ବୋଟରୁ ୭୭କିଲୋଗ୍ରାମ ଓଜନର ହେରୋଇନ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏନେଇ ଅଧିକାରୀ ସୂଚନା ଦେଇଥିଲେ । ସେମାନେ କହିଛନ୍ତି,…

[ଭିଡିଓ] ଆଖି ସାମ୍ନାରେ ଦଳିଦେଲା ଦନ୍ତା

ଭୁବନେଶ୍ୱର: ଗତ ଶନିବାର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ ଜଙ୍ଗଲି ହାତୀ ଗୁରୁତର ଭାବେ ଆହତ କରିଥିଲା । ଆସାମର ଧୁବୁରୀ ଜିଲ୍ଲା ତାମାରହାଟରୁ ସାମ୍ନାକୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରେ ଗୋଟିଏ ଦନ୍ତା ହାତୀର କ୍ରୋଧ ଜର୍ଜରିତ କାରନାମା…

‘ବ୍ୟାଚେଲର୍‌ ଡାଡ୍‌’; ନିଜ ଡେବ୍ୟୁ ବୁକ୍‌ ଲଞ୍ଚ୍‌ କଲେ ତୁଷାର କପୁର

ମୁମ୍ବାଇ: ତୁଷାର କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ ସେ 'ବ୍ୟାଚେଲର ଡାଡ୍‌' ନାମକ ପ୍ରଥମ ପୁସ୍ତକ ଲେଖିଛନ୍ତି। ତୁଷାର ସିଙ୍ଗଲ୍‌ ଫାଦର୍‌ ହେବାର ଯାତ୍ରାକୁ ନୂତନ ପୁସ୍ତକରେ ସେୟାର୍‌ କରିଛନ୍ତି। ଜୁନ୍ ୧ରେ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ କପୁରଙ୍କୁ  ୫ ବର୍ଷ ପୂରିଛି। ବହିର…

[ଭିଡିଓ] କଫି ଫ୍ଲାସ୍କରୁ ବାହାରିଲା ସୁନା, କେନିଆ ବାସିନ୍ଦା ଗିରଫ

ମୁମ୍ବାଇ: ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଶାରଜାହରୁ ଫେରିଥିବା କେନିଆର ୧୮ଜଣ ମହିଳାଙ୍କ କାରନାମା…

ଗୁଗୁଲ୍‌ ୨୦୨୧ ଟ୍ରେଣ୍ଡସ୍‌; ‘ହାଓ ଟୁ ମେକ୍‌ ଅକ୍ସିଜେନ୍‌ ଆଟ୍‌ ହୋମ୍‌’

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଶବ୍ଦ ହେଉଛି ଘରେ କିପରି ଅକ୍ସିଜେନ୍‌ ତିଆରି କରିବେ। ଭାରତରେ ଟିକା ପାଇଁ କିପରି ପଞ୍ଜୀକୃତ ହେବ ସେ ସମ୍ବନ୍ଧରେ ମଧ୍ୟ ଅନେକ ଥର ସର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। କ୍ରିପ୍ଟୋକରେନ୍ସି ସହିତ ଜଡିତ ବିଷୟଗୁଡିକ ଯେପରିକି…