Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଗୁଲ୍‌ ୨୦୨୧ ଟ୍ରେଣ୍ଡସ୍‌; ‘ହାଓ ଟୁ ମେକ୍‌ ଅକ୍ସିଜେନ୍‌ ଆଟ୍‌ ହୋମ୍‌’

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଶବ୍ଦ ହେଉଛି ଘରେ କିପରି ଅକ୍ସିଜେନ୍‌ ତିଆରି କରିବେ। ଭାରତରେ ଟିକା ପାଇଁ କିପରି ପଞ୍ଜୀକୃତ ହେବ ସେ ସମ୍ବନ୍ଧରେ ମଧ୍ୟ ଅନେକ ଥର ସର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। କ୍ରିପ୍ଟୋକରେନ୍ସି ସହିତ ଜଡିତ ବିଷୟଗୁଡିକ ଯେପରିକି…

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ…

ଫିଲିପାଇନ୍ସରେ ବର୍ଷର ସବୁଠାରୁ ଶକ୍ତିଶାଳୀ ଟାଇଫୁନରେ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି

ମାନିଲା: ଚଳିତବର୍ଷ ଫିଲିପାଇନ୍ସରେ ପ୍ରବଳ ଶକ୍ତିଶାଳୀ ତୋଫାନରେ ମୃତ୍ୟୁ ସଂଖ୍ୟା ୨୦୮କୁ ବୃଦ୍ଧି ପାଇଛି । ଏନେଇ ସୋମବାର ନ୍ୟାସନାଲ ପୋଲିସ କହିଛି । ଏହା ନିକଟ ଅତୀତରେ ଦେଶରେ ଘଟିଥିବା ଘାତକ ଘୂର୍ଣ୍ଣିବଳୟ ମଧ୍ୟରୁ ଗୋଟିଏ । ଫିଲାଫାଇନ୍ସ ଦ୍ୱୀପପୁଞ୍ଜର ଦକ୍ଷିଣ ଏବଂ ମଧ୍ୟଭାଗକୁ ଧ୍ୱଂସ…

ଐଶ୍ୱର୍ଯ୍ୟାଙ୍କୁ ସମନ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ । ପାନାମା ପେପର୍ସ ଲିକ୍ ମାମଲାରେ ତାଙ୍କୁ ସମନ୍ କରିଛି ଇଡି । ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କରାଯିବ । ତାଙ୍କ ବୟାନ ବି ରେକର୍ଡ ହେବ । ଏଥିପାଇଁ…

ଜାଡରେ ଥରୁଛି ରାଜଧାନୀ; ୩.୧ ଡିଗ୍ରୀ ତାପମାତ୍ରା ରେକର୍ଡ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବଢୁଛି ଶୀତ ପ୍ରକୋପ। ଥରୁଛି ରାଜଧାନୀ। ସୋମବାର ରାଜଧାନୀରେ ଦିଲ୍ଲୀରେ ୩.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ରାଜସ୍ଥାନର କିଛି ଅଂଶରେ ପ୍ରବଳ ଶୀତ  ଅନୁଭୂତ ହୋଇଥିବା ରିପୋର୍ଟ…

ଦେଶରେ ଓମିକ୍ରନ୍‌ ମାମଲା ୧୫୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭୟ ବଢାଉଛି ଓମିକ୍ରନ୍‌। କ୍ଷୀପ୍ର ବେଗରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହା କରୋନାର ପୂର୍ବ ପ୍ରଜାତି ଡେଲ୍‌ଟାଠାରୁ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି। ‌ ତେବେ ମହାରାଷ୍ଟ୍ରରେ ୬ଟି ଏବଂ ଗୁଜୁରାଟରେ ଚାରିଟି ନୂଆ ଓମିକ୍ରନ୍‌ ମାମଲା ସହ  ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ…

ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବକୁ ନେଇ ଉତ୍ତେଜନା; ରେକର୍ଡ ପରିମାଣର ବିବାହ ଅନୁଷ୍ଠିତ

ନୂଆଦିଲ୍ଲୀ: ବାଳିକାମାନଙ୍କ ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ପ୍ରସ୍ତୁତ ହେଉଛନ୍ତି। ଏହି ବିଷୟରେ ଶୀଘ୍ର ଏକ ବିଲ୍ ମଧ୍ୟ ଗୃହରେ ପାରିତ ହୋଇପାରେ ବୋଲି ଜଣାପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ମେୱାତ ଅଞ୍ଚଳରେ…

ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍, ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ବଡ଼ ସୁଧାର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜି ଲୋକସଭାରେ ଆଗତ ହେବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍-୨୦୨୧ । ବିଲ୍ ଆଇନରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡିକୁ ଲିଙ୍କ୍ କରାଯିବ । ପଳରେ ଜଣେ ମତଦାତା…

ତାଣ୍ଡବ ରଚିପାରେ ଓମିକ୍ରନ୍‌; ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ଓମିକ୍ରନ୍ ଦୁନିଆର ଅନେକ ଦେଶରେ ବ୍ୟାପିସାରିଲାଣି। ବ୍ରିଟେନ ଏବଂ ଆମେରିକା ଭଳି ଦେଶରେ ଓମିକ୍ରୋନ ତାଣ୍ଡବ ରଚିବା ଆରମ୍ଭ କରିଲାଣି। ବିଶେଷଜ୍ଞମାନେ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଆମେରିକାରେ ଯେଉଁଭଳି ଭାବରେ ଆତଙ୍କ ସୃଷ୍ଟି କରିଥିଲା ଓମିକ୍ରନ୍ ମଧ୍ୟ ସମାନ ପରିସ୍ଥିତି…

ଓମିକ୍ରନ୍ ନେଇ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ: ଯେକୌଣସି ସ୍ଥିତି ସାମନା କରିବାକୁ ଦେଶ ପ୍ରସ୍ତୁତ ରହୁ

ନୂଆଦିଲ୍ଲୀ: ଓମିକ୍ରନ୍ ସାରା ବିଶ୍ୱରେ କାୟା ମେଲାଇ ଚାଲିଲାଣି । ପୁଣି ଥରେ ସଂକ୍ରମଣ ଉପରମୁହାଁ ହେଲାଣି । ଭାରତରେ ବି ବଢୁଛି ଓମିକ୍ରନ ଜନିତ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଶହ ପାର କଲାଣି । ଆଗକୁ ଆହୁରି ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ…