Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର ଲୋକସଭା ପ୍ରାର୍ଥୀ କହ୍ନୈୟା କୁମାର ର କରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । କହ୍ନୈୟାଙ୍କୁ ଫୁଲ ମାଳ ପିନ୍ଧାଇବା ନାଁରେ ପାଖକୁ ଆସି ତାଙ୍କୁ ମାଡ଼ ମାରି କାଳି ଫିଙ୍ଗିଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ସହିତ…

ଟୁରିଷ୍ଟ ବସ୍‌ରେ ନିଆଁ ଲାଗି ୮ ମୃତ, ୨୪ ଆହତ

ଚଣ୍ଡିଗଡ: ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ । ଜିଅନ୍ତା ଜଳିଗଲେ ୮ ଯାତ୍ରୀ । ୬୦ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସରେ ନୁହ ନିକଟରେ ନିଆଁ ଲାଗିଥିଲା । ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ…

ଆଜି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, କାହିଁକି ପାଳିତ ହୁଏ ଏହି ଦିବସ

ନୂଆଦିଲ୍ଲୀ: ଇତିହାସ ବିଷୟରେ ଜାଣିବା ପାଇଁ ସବୁଠାରୁ ଉତ୍ତମ ମାଧ୍ୟମ ହେଉଛି ସଂଗ୍ରହାଳୟ । ଏହା ମାଧ୍ୟମରେ ହିଁ ଆଜିର ଏବଂ ଭବିଷ୍ୟତର ପିଢି ମାନେ ଆମର ଇତିହାସ ବିଷୟରେ ଜାଣିପାରିବେ । ଆଜି ୧୮ ମେ’ ଅର୍ଥାତ୍ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ । ତେବେ ଚଳିତବର୍ଷ ଆନ୍ତର୍ଜାତୀୟ ସଂଗ୍ରହାଳୟ…

ବଦଳିଲା ଟୁଇଟରର ଡୋମେନ ନେମ

ନୂଆଦିଲ୍ଲୀ: ୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା କିଣାଯାଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବେ ସମ୍ପୂର୍ଣ୍ଣ ରୂପେ ତା’ର ପରିଚୟ ବଦଳାଇଛି। ବିଶ୍ୱର ନମ୍ବର ୱାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ତଥା ପୂର୍ବର ଟୁଇଟରର ଅନେକ ବୈଶିଷ୍ଟ୍ୟ ପୂର୍ବରୁ ପରିବର୍ତ୍ତନ ହୋଇଥିବା ବେଳେ ବର୍ତ୍ତମାନ…

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତି, କମିଲା ୪୧ଟି ଜରୁରୀ ଔଷଧର ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି। କମିଲା ୪୧ ଟି ଜରୁରୀ ଔଷଧର ଦର। ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ବ୍ୟବହାର କରାଯାଉଥିବା କିଛି ଔଷଧର ମୂଲ୍ୟକୁ କମାଇ ନୂତନ ମୂଲ୍ୟ ସ୍ଥିର କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ଫାର୍ମାସ୍ୟୁଟିକାଲ…

ଇସ୍ତଫା ଦେଲେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ

ଝାଡ଼ଖଣ୍ଡ : ଇସ୍ତଫା ଦେଲେ କଂଗ୍ରେସ ନେତା ତଥା ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ । ସେ ରାଜଭବନକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ୨ ଦିନ ତଳେ ଅର୍ଥ ହେରଫେର ମାମଲାରେ ଆଲାମଙ୍କୁ ଗିରଫ କରିଥିଲା ଇଡି। ସୂଚନା ଅନୁସାରେ, ଗତ ମେ ୬ ତାରିଖରେ ଇଡି ଆଲାମଗିର…

‘ମୋଦି ଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରନ୍ତୁ, ଗୋହତ୍ୟାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରିଦେବୁ’

ପାଟନା: ଲୋକସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ବିହାରର ମଧୁବନୀରେ ପହଞ୍ଚି ଏକ ରାଲିରେ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ଗା ହତ୍ୟାରେ ସମ୍ପୃକ୍ତ ଥିବା ଲୋକଙ୍କୁ କଡା ଚେତାବନୀ…

ଏବେ ନେପାଳରେ ବ୍ୟାନ ହେଲା ଭାରତୀୟ ଲୋକପ୍ରିୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ

ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା କମ୍ପାନୀ ଏମଡିଏଚ ଏବଂ ଏଭରେଷ୍ଟରେ କ୍ୟାନସର ଭଳି ଘାତକ ରୋଗର କାରକ ଥିବା ଖବର ପାଇବା ପରେ ନେପାଳ ମଧ୍ୟ ଏବେ ଏହି ମସଲାକୁ ବ୍ୟାନ କରିଛି। ହଂକଂ ଏବଂ ସିଙ୍ଗାପୁର ପରେ ଏବେ ନେପାଳରେ ବ୍ୟାନ ହେବ ଭାରତୀୟ ମସଲା। ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା…

ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍

ନୂଆଦିଲ୍ଲୀ: ଇଣ୍ଡିଆନ ମଲ୍ଟିପ୍ଲେକ୍ସ ଚେନ୍ ପିଭିଆର ଆଇନକ୍ସ ଲିମିଟେଡ ଯାହା ପିଭିଆର୍ ନାମରେ ମଧ୍ୟ ଜଣାଶୁଣା। ପୀଭିଆର ତାର ଗତ ୨୦୨୩-୨୪ ଆର୍ଥିକ ବର୍ଷର ଏକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁସାରେ ୭୦ଟି ସ୍କ୍ରିନ ବନ୍ଦ କରିଛି ପୀଭିଆର୍। ତେବେ କମ୍ପାନୀର ଆୟ ବୃଦ୍ଧି ପାଇଁ ଏପରି ନିଷ୍ପତି…

ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ କପିଲ ସିବଲ । ଗତକାଲି ଅନୁଷ୍ଠିତ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରି ୩୭୭ ଭୋଟରେ ଜିତିଛନ୍ତି କପିଲ ସିବଲ । ସିବଲଙ୍କୁ ମୋଟ…