Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ; ଉତ୍ତର ରଖିଲେ ଭଉଣୀ ପ୍ରିୟଙ୍କା

ରାଏବରେଲି: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଏକ ଜନସଭାକୁ ସମ୍ବୋଧନ ଦେଉଥିବା ବେଳେ ମୋଦୀଙ୍କୁ କଲେ ପ୍ରଶ୍ନ । କହିଲେ, ‘ଭାଷଣରେ କହୁଛନ୍ତି ରାହୁଲ ଆଦାନୀ ଅମ୍ବାନୀଙ୍କ ନାଁ ନେଉନାହାନ୍ତି । ଆରେ ଓ୍ବାହା, ପ୍ରତିଦିନ ତ ତାଙ୍କ ନାଁ ନେଉଛନ୍ତି, ପ୍ରତିଦିନ ତାଙ୍କର…

ହାଇଦ୍ରାବାଦରେ ବାଦଲଫଟା ବର୍ଷା, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଗତକାଲି ପ୍ରବଳ ବର୍ଷା ହୋଇଛି। ହାଇଦ୍ରାବାଦରେ ବାଦଲଫଟା ବର୍ଷା ଯୋଗୁଁ ବାଚୁପାଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ପୋଲିସ ଏହି…

ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ଏହି ସ୍ୱଦେଶୀ ‘ଅସ୍ତ୍ର’ ଶତ୍ରୁକୁ ଗଭୀର ସମୂଦ୍ରରେ କରିବ ଧ୍ୱଂସ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଏପରି ଦେଶୀ ଅସ୍ତ୍ର ପ୍ରସ୍ତୁତ କରାଯାଉଛି ଯାହା ଶତ୍ରୁକୁ ଜଳରାଶିରେ ଚିହ୍ନଟ କରିବ ଏବଂ ବିନାଶ କରିବ। ଏହାକୁ ସ୍ୱୟଂଶାସିତ ଅସ୍ତ୍ରଶସ୍ତ୍ର ସ୍ୱାର୍ମ ବୋର୍ଡ କିମ୍ବା ଅଣ୍ଡର ୱାଟର ସ୍ୱାର୍ମ ଜାହାଜ କୁହାଯାଏ। ଭାରତର ସ୍ୱଦେଶୀ କମ୍ପାନୀ ଲାରସେନ୍ ଆଣ୍ଡ…

କଂଗ୍ରେସ ଏବଂ ବିଆରଏସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ମୋଦୀ

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଲେଙ୍ଗାନାର କରିମନଗରରେ ଆୟୋଜିତ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦୀ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ମତଦାନ ପରେ…

ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ, ୯୩ଟି ଲୋକସଭା ଆସନରେ ୬୭.୯୩% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ। ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ଅମିତ ଶାହା, ଜ୍ୟୋତିରାଦିତ୍ୟ…

କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଭାଇରସ, ୧୦ ଆକ୍ରାନ୍ତ

ଥିରୁଅନନ୍ତପୁରମ୍: କେରଳରେ ବ୍ୟାପିବାରେ ଲାଗିଛି ୱେଷ୍ଟ ନାଇଲ ଭାଇରସ । ଏଯାବତ୍ କେରଳର କୋଝିକୋଡ ଓ ମଲପ୍ପୁରମ ଜିଲ୍ଲାରେ ୱେଷ୍ଟ ନାଇଲ ଭାଇରସ ସଂକ୍ରମଣର ୧୦ଟି ମାମଲା ସାମ୍ନାକୁ ଆସିଛି । ଏପରିକି ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ମୃତ୍ୟୁ…

ସମୂହ ଛୁଟିରେ ଗଲେ କ୍ରିଉ ମେମ୍ବର, ବାତିଲ୍ ହେଲା ଏୟାର ଇଣ୍ଡିଆର ୭୦ରୁ ଅଧିକ ଉଡ଼ାଣ

ନୂଆଦିଲ୍ଲୀ: ବାତିଲ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ସେବା । କାଲି ରାତିରୁ ଆଜି ସକାଳ ଯାଏଁ ୭୦ରୁ ଅଧିକ ଉଡ଼ାଣ ବାତିଲ୍‌ କରିଛି ଏୟାର ଇଣ୍ଡିଆ । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଗଲେ ଶତାଧିକ କ୍ରିଉ ମେମ୍ବର । ତେଣୁ ଏପରି ନିଷ୍ପତି ନେଇଛି ଏୟାର ଇଣ୍ଡିଆ ।…

ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ

ଚଣ୍ଡିଗଡ: ହରିୟାଣାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ବାଧୀନ ବିଧାୟକ । ସମର୍ଥନ ଫେରାଇ ନେବା ପରେ ହରିୟାଣାର ସୈନୀ ସରକାର ଏବେ ଅଡ଼ୁଆରେ ଫସିଛନ୍ତି । ସମସ୍ତ ୩ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି । ଏହି ତିନି…

ବିଜ୍ଞାପନ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ; ଦାୟୀ ରହିବେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର

ନୂଆଦିଲ୍ଲୀ:  ‘ବିଜ୍ଞାପନ କରୁଥିବା ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର ବି ବିଜ୍ଞାପନ ପାଇଁ ରହିବେ ଉତ୍ତରଦାୟୀ’। ଏମିତି କିଛି କହି ବର୍ଷିଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ଦ୍ରବ୍ୟ କିମ୍ବା ସେବାର ବିଜ୍ଞାପନ ବିଭ୍ରାନ୍ତକର ସାବ୍ୟସ୍ତ ହେବ, ତା’ହେଲେ କମ୍ପାନୀ ସହ ଏହାର ପ୍ରଚାର କରୁଥିବା…

‘୧୦ ବର୍ଷରେ ୨୨ ଲୋକଙ୍କୁ ଅରବପତି କରିଛନ୍ତି ମୋଦି, ଆମେ କୋଟିଏ ଲୋକଙ୍କୁ ଲକ୍ଷପତି କରିବୁ’

ରାଞ୍ଚି: ଝାଡଖଣ୍ଡର ଚାଇବାସାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମୋଦି ଆଦିବାସୀଙ୍କ ଜଳ, ଜଙ୍ଗଲ ଏବଂ ଜମି କୁ ଶିଳ୍ପପତିଙ୍କୁ ଦେଇଦବାକୁ ଚାହୁଁଛନ୍ତି ।…